Saturday, May 30, 2026 11:38 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ବିଜେପିରେ ଯୋଗଦେଲେ ବାବୁ ସିଂ

by Our Correspondent
12 Mar, 2019- 06:23 PM
in Latest News, News, Politics
1 min read
0
ବିଜେପିରେ ଯୋଗଦେଲେ ବାବୁ ସିଂ
Spread the love
ଭୁବନେଶ୍ୱର: ନିକଟରେ ବିଜେଡ଼ିରୁ ଇସ୍ତଫା ଦେଇଥିବା ବାବୁ ସିଂ ଆଜି ବିଜେପିରେ ଯୋଗଦେଇଛନ୍ତି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟ ସଭାପତି ବସନ୍ତ ପଣ୍ଡା, ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା, କନକ ବର୍ଦ୍ଧନ ସିଂହଦେ. ଶ୍ରୀମତୀ ଅପରାଜିତା ଷଡ଼ଙ୍ଗୀ ପ୍ରମୁଖଙ୍କ ଉପସ୍ଥିତିରେ ସେ ଧରିଛନ୍ତି ପଦ୍ମ । ବାବୁଙ୍କ ସହ ତାଙ୍କର ଅଧିକାଂଶ ସମର୍ଥକ ବି ବିଜେପିରେ ସାମିଲ ହୋଇଛନ୍ତି ।
ବାବୁ ସିଂ ଭୁବନେଶ୍ୱର ଜିଲ୍ଲା ବିଜେଡ଼ିର କାର୍ଯ୍ୟକାରୀ ସଭାପତି ଥିଲେ । ଦଳ ପାଇଁ ତାଙ୍କର ବହୁତ ତ୍ୟାଗ ଥିଲେ ମଧ୍ୟ ମନ୍ତ୍ରୀ ଅଶୋକ ପଣ୍ଡା ତାଙ୍କୁ ସଫା କରିବାକୁ ଜାଲ ବିଛାଇଥିଲେ । ଜିଲ୍ଲା ସଭାପତି ହୋଇଥିବାରୁ ବାବୁଙ୍କୁ ଜାଣିଶୁଣି ବିଭିନ୍ନ ଦଳୀୟ କାର୍ଯ୍ୟକ୍ରମରୁ ଦୂରେଇ ରଖୁଥିଲେ ବୋଲି ବାବୁ ଅଭିଯୋଗ କରିଥିଲେ । ଏଥର ଏକାମ୍ର ବିଧାନସଭା ନିର୍ବାଚନମଣ୍ଡଳୀରୁ ବାବୁ ଆଶାୟୀ ଥିବାରୁ ଶ୍ରୀ ପଣ୍ଡାଙ୍କୁ ଏହା ହଜମ ହୋଇନଥିଲା । ବାବୁ ଏ ସମ୍ପର୍କରେ ଦଳର କିଛି ମୁଣ୍ଡିଆଳମାନଙ୍କୁ ଜଣାଇଥିଲେ । ମାତ୍ର ସେମାନେ ବୁଝାସୁଝା କରାଇ ମାମଲା ସମାଧାନ କରିବା ବଦଳରେ ଓଲଟି ତାଙ୍କୁ ଅପମାନିତ କରିଥିଲେ । ତମକୁ ଟିକେଟ ମିଳିବନି ବୋଲି ରୋକଠୋକ ଜଣାଇ ଦେଇଥିଲେ । ଏହାପରେ ବାବୁ ଦଳରୁ ଇସ୍ତଫା ଦେଇଥିଲେ ।
ବିଜେପିରେ ବାବୁ ଏକାମ୍ରରୁ ଛିଡ଼ା ହେବେ ନା ନାହିଁ ତାହା ଏବେ ବଡ଼ ପ୍ରଶ୍ନ ହୋଇଛି । କାରଣ ସେଠାରେ ବିଜେପିର ଅମୀୟ ଦାଶ ଗତଥର ନିର୍ବାଚନ ଲଢ଼ିଥିଲେ ଏବଂ ୫ ବର୍ଷ ଧରି ସେ ଅଞ୍ଚଳରେ ନିଜର କାର୍ଯ୍ୟକ୍ରମ ଜାରି ରଖିଛନ୍ତି । ବିଜେପି ପ୍ରାର୍ଥୀ ଭାବେ ସ୍ଥାନୀୟ ଜନସାଧାରଣ ତାଙ୍କୁ ଗ୍ରହଣ କରିସାରିଛନ୍ତି । ତାଙ୍କୁ ହଟାଇ ସେଠାରୁ ବାବୁଙ୍କୁ ଦଳ ଟିକେଟ ଦେବ ଏହା ବିଶ୍ୱାସ କରିହେଉନି । ଆଗକୁ କ’ଣ ହେବ ତାହା ଜଣାପଡୁ ନ ଥିଲେ ମଧ୍ୟ ବିଜେଡ଼ି ପାଇଁ ଏହି ନିଶ୍ଚିତ କ୍ଷତି ଆଣିବ ।
Previous Post

କଂଗ୍ରେସ ସ୍କ୍ରିନିଂ କମିଟି ବାଛିଲା ୧୫ ଲୋକସଭା ଆସନର ପ୍ରାର୍ଥୀ

Next Post

ଚିଲିକା ବିଜେଡ଼ି କର୍ମୀଙ୍କ ଫେରାଦ: ରଘୁ ନୁହେଁ ମାନସଙ୍କୁ ଟିକେଟ ଦିଅ

Next Post
ଚିଲିକା ବିଜେଡ଼ି କର୍ମୀଙ୍କ ଫେରାଦ: ରଘୁ ନୁହେଁ ମାନସଙ୍କୁ ଟିକେଟ ଦିଅ

ଚିଲିକା ବିଜେଡ଼ି କର୍ମୀଙ୍କ ଫେରାଦ: ରଘୁ ନୁହେଁ ମାନସଙ୍କୁ ଟିକେଟ ଦିଅ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA