Friday, July 3, 2026 10:40 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ପତ୍ନୀଙ୍କୁ ହରାଇଲେ ଦାମ ରାଉତ, ମୁଖ୍ୟମନ୍ତ୍ରୀଙ୍କ ଶେଷ ଦର୍ଶନ

by Our Correspondent
21 Mar, 2019- 01:32 PM
in Latest News, News
1 min read
0
ପତ୍ନୀଙ୍କୁ ହରାଇଲେ ଦାମ ରାଉତ, ମୁଖ୍ୟମନ୍ତ୍ରୀଙ୍କ ଶେଷ ଦର୍ଶନ
ଭୁବନେଶ୍ୱର: ବରିଷ୍ଠ ନେତା ଡାକ୍ତର ଦାମୋଦର ରାଉତଙ୍କ ପତ୍ନୀ ସ୍ନେହଲତା ମହାପାତ୍ରଙ୍କର ପରଲୋକ ହୋଇଯାଇଛି । ମୃତ୍ୟୁବେଳକୁ ତାଙ୍କୁ ୭୨ ବର୍ଷ ବୟସ ହୋଇଥିଲା । ଦୀର୍ଘଦିନ ଧରି ସେ ଅସୁସ୍ଥ ଥାଇ ପ୍ରଥମେ ଆପୋଲୋ ଓ ପରେ ସମ୍ ହସ୍ପିଟାଲ୍ ରେ ଚିକିତ୍ସିତ ହେଉଥିଲେ । ଗତକାଲି ରାତିରେ ତାଙ୍କ ଅବସ୍ଥା ଜଟିଳ ହୋଇଥିଲା । ଡାକ୍ତରମାନଙ୍କ ପ୍ରବଳ ଉଦ୍ୟମ ସତ୍ତ୍ୱେ ତାଙ୍କୁ ବଞ୍ଚାଇ ପାରିଲେନି । ଆଜି ସକାଳ ପ୍ରାୟ ୬.୪୫ ମିନିଟ୍ ରେ ସେ ଆଖି ବୁଜି ଦେଇଥିଲେ । ମୃତ୍ୟୁଶଯ୍ୟା ନିକଟରେ ସ୍ୱାମୀ ଦାମୋଦର ରାଉତ, ପୁତ୍ର ସମ୍ବିତ, ଝିଅ ପ୍ରୀତିନନ୍ଦା, ଲିପି, ଜ୍ୱାଇଁ, ନାତିନାତୁଣୀ ଉପସ୍ଥିତ ଥିଲେ ।
ଦାମବାବୁଙ୍କ ପତ୍ନୀ ଭାବରେ ଯେତିକି, ଜଣେ ଛାତ୍ରବତ୍ସଳ ଶିକ୍ଷୟିତ୍ରୀ ଭାବରେ ସ୍ନେହଲତା ମହାପାତ୍ରଙ୍କର ଯଥେଷ୍ଟ ପରିଚୟ ଥିଲା । ତିର୍ତ୍ତୋଲ ବାଳିକା ହାଇସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ଭାବେ କାର୍ଯ୍ୟ କରି ସେ ଅବସର ନେଇଥିଲେ । ଦାମଙ୍କ ସଫଳ ରାଜନୈତିକ କ୍ୟାରିୟର୍ ପଛରେ ପତ୍ନୀଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ଥିଲା । ପତ୍ନୀଙ୍କ ମୃତ୍ୟୁରେ ଭାଙ୍ଗିପଡ଼ିଛନ୍ତି ଦାମ । ମୃତ ଶରୀରକୁ ତିର୍ତ୍ତୋଲ୍ ନିଆଯାଇଛି ଏବଂ ସେଠାରୁ ପୁରୀ ଅଣାଯାଇ ସ୍ୱର୍ଗଦ୍ୱାରରେ ସତ୍କାର କରାଯିବ ।
ସ୍ନେହଲତାଙ୍କ ଅନ୍ତିମ ଦର୍ଶନ ପାଇଁ ଆଜି ସକାଳୁ ଦାମବାବୁଙ୍କ ସରକାରୀ ବାସଭବନରେ ପ୍ରବଳ ଭିଡ଼ ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ବାସଭବନରେ ପହଞ୍ଚି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଦାମବାବୁଙ୍କୁ ଆଶ୍ୱାସନା ଦେଇଥିଲେ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଜେପି ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା, କନକ ବର୍ଦ୍ଧନ ସିଂହଦେଓଙ୍କ ସମେତ ବିଜେପି ଓ ବିଜେଡ଼ିର ବହୁ ନେତା ଶେଷ ଦର୍ଶନ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।
Previous Post

ବିଜେଡ଼ିରେ ବିଦ୍ରୋହର ନିଆଁ: ଦଳ ଛାଡ଼ିଲେ ପ୍ରତ୍ୟୁଷା, ପୂର୍ଣ୍ଣଚନ୍ଦ୍ର

Next Post

ବେଳକାଳ ଦେଖିଲାନି, ମର୍ଯ୍ୟାଦା ଭୁଲିଗଲା ଓଟିଭି

Next Post
ବେଳକାଳ ଦେଖିଲାନି, ମର୍ଯ୍ୟାଦା ଭୁଲିଗଲା ଓଟିଭି

ବେଳକାଳ ଦେଖିଲାନି, ମର୍ଯ୍ୟାଦା ଭୁଲିଗଲା ଓଟିଭି

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA