Tuesday, May 26, 2026 12:41 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଆଇଏଏସ୍ ଅଦଳବଦଳ: ପ୍ରଦୀପ ଜେନାଙ୍କୁ ଗ୍ରାମ୍ୟ ଉନ୍ନୟନ, ବିଶାଲ ଗଗନଙ୍କୁ ଜଳସମ୍ପଦ ଦାୟିତ୍ୱ

by Our Correspondent
30 Aug, 2019- 09:06 PM
in Latest News, News
1 min read
0
ଆଇଏଏସ୍ ଅଦଳବଦଳ: ପ୍ରଦୀପ ଜେନାଙ୍କୁ ଗ୍ରାମ୍ୟ ଉନ୍ନୟନ, ବିଶାଲ ଗଗନଙ୍କୁ ଜଳସମ୍ପଦ ଦାୟିତ୍ୱ
ଭୁବନେଶ୍ୱର: ୯ ଜଣ ବରିଷ୍ଠ ଆଇଏଏସ୍ ଙ୍କ ମଧ୍ୟରେ ରାଜ୍ୟ ସରକାର ଆଜି ଏକ ଅଦଳବଦଳ କରିଛନ୍ତି । ପ୍ରଦୀପ କୁମାର ଜେନାଙ୍କ ହାତରୁ ଜଳସମ୍ପଦ ବିଭାଗ କାଢ଼ି ଗ୍ରାମ୍ୟ ଉନ୍ନୟନ ବିଭାଗର ପ୍ରମୁଖ ସଚିବ ପଦରେ ଅବସ୍ଥାପିତ କରାଯାଇଛି । ସ୍ୱତନ୍ତ୍ର ରିଲିଫ କମିଶନର ଏବଂ ଓସଡାମାର ପରିଚାଳନା ନିର୍ଦ୍ଦେଶକ ଭାବେ ମଧ୍ୟ ସେ କାର୍ଯ୍ୟ କରିବେ । ପ୍ରଦୀପ ଜେନାଙ୍କ ଜାଗାରେ ବିଶାଲ ଗଗନଙ୍କୁ ଜଳସମ୍ପଦ ବିଭାଗର କମିଶନର ତଥା ସଚିବ ଭାବେ ଅବସ୍ଥାପିତ କରାଯାଇଛି । ଜଳସମ୍ପଦ ବିଭାଗର ସ୍ୱତନ୍ତ୍ର ସଚିବ ପଦରେ ଥିବା ଶ୍ରୀ ଗଗନଙ୍କ ହାତରେ ଏହା ଅତିରିକ୍ତ ଦାୟିତ୍ୱ ହୋଇ ରହିବ ।
ଡ. ମୋନା ଶର୍ମା ହୋଇଛନ୍ତି ଜଙ୍ଗଲ ଓ ପରିବେଶ ବିଭାଗର ପ୍ରମୁଖ ସଚିବ । ଗ୍ରାମ୍ୟ ଉନ୍ନୟନ ବିଭାଗ ସହ ଏହି ବିଭାଗଟି ପୂର୍ବରୁ ତାଙ୍କ ହାତରେ ଅତିରିକ୍ତ ଦାୟିତ୍ୱ ଭାବେ ରହିଥିଲା । ସଞ୍ଜୀବ ଚୋପ୍ରାଙ୍କୁ ଗୃହ ବିଭାଗର ପ୍ରମୁଖ ସଚିବ ଭାବେ ଅବସ୍ଥାପିତ କରାଯାଇଛି । ଅତିରିକ୍ତ ଦାୟିତ୍ୱସ୍ୱରୂପ ସାଧାରଣ ପ୍ରଶାସନ ବିଭାଗର ଦାୟିତ୍ୱ ସମ୍ଭାଳିବେ ସେ । ଶ୍ରୀ ଚୋପ୍ରାଙ୍କ ଜାଗାରେ ହେମନ୍ତ ଶର୍ମାଙ୍କୁ ଶିଳ୍ପ ବିଭାଗ ଦାୟିତ୍ୱ ଦିଆଯାଇଛି । ଶିଳ୍ପ ବିଭାଗର କମିଶନର ତଥା ସଚିବ ସହ ଏମଏସଏମଇ ବିଭାଗର କମିଶନର ତଥା ସଚିବ ଏବଂ ଇପିକଲର ସିଏମଡ଼ି ଭାବେ ଅତିରିକ୍ତ ଦାୟିତ୍ୱ ସମ୍ଭାଳିବେ ଶର୍ମା । ହେମନ୍ତ ଶର୍ମାଙ୍କ ଜାଗାରେ ବିଷ୍ଣୁପଦ ସେଠୀଙ୍କୁ ଶକ୍ତି ବିଭାଗର କମିଶନର ତଥା ସଚିବ ଭାବେ ଅବସ୍ଥାପିତ କରାଯାଇଛି । ଓଏଚପିସିର ସିଏମଡ଼ି ଭାବେ ମଧ୍ୟ ସେ ଅତିରିକ୍ତ ଦାୟିତ୍ୱ ତୁଲାଇବେ । କୃଷି ସଚିବ ଡ. ସୌରଭ ଗର୍ଗଙ୍କୁ ଗ୍ରୀଡ଼କୋ ଏବଂ ଓପିଟିସିଏଲର ସିଏମଡ଼ି ତଥା ଓସିପିଏଲର ସିଇଓ ଭାବେ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି ।
ସ୍କୁଲ ଏବଂ ଗଣଶିକ୍ଷା ବିଭାଗର କମିଶନର ତଥା ସଚିବ ପଦରେ ଶ୍ରୀମତୀ ଚିତ୍ରା ଅନୁମୁଗମଙ୍କୁ ଅବସ୍ଥାପିତ କରାଯାଇଛି । ସାମାଜିକ ବିକାଶ ନିର୍ଦ୍ଦେଶକ ଅରବିନ୍ଦ ଅଗ୍ରୱାଲ୍ ଙ୍କୁ ସାଧାରଣ ପ୍ରଶାସନ ବିଭାଗର ଅତିରିକ୍ତ ସଚିବ ଭାବେ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି । ମହିଳା ବିକାଶ ସମବାୟ ନିଗମର ଏମଡ଼ି ଭାବେ ଏବେ ସେ ଗୋଟିଏ ଅତିରିକ୍ତ ଦାୟିତ୍ୱ ତୁଲାଉଛନ୍ତି ।

କାହାର କେଉଁ ବିଭାଗ

୧. ପ୍ରଦୀପ ଜେନା- ପ୍ରମୁଖ ସଚିବ, ଗ୍ରାମ୍ୟ ଉନ୍ନୟନ/ଏସଆରସି ଏବଂ ଏମଡ଼ି, ଓସଡାମା(ଅତିରିକ୍ତ ଦାୟିତ୍ୱ)
୨. ଡ. ମୋନା ଶର୍ମା- ପ୍ରମୁଖ ସଚିବ, ଜଙ୍ଗଲ ଓ ପରିବେଶ ବିଭାଗ
୩. ସଞ୍ଜୀବ ଚୋପ୍ରା- ପ୍ରମୁଖ ସଚିବ, ଗୃହ/ ପ୍ରମୁଖ ସଚିବ, ଜିଏ, ପିଜି(ଅତିରିକ୍ତ ଦାୟିତ୍ୱ)
୪. ଡ. ସୌରଭ ଗର୍ଗ- ସିଏମଡ଼ି, ଗ୍ରୀଡ଼କୋ/ଓପିଟିସିଏଲ ଏବଂ ସିଇଓ, ଓସିପିଏଲ
୫. ହେମନ୍ତ ଶର୍ମା- କମିଶନର ତଥା ସଚିବ, ଶିଳ୍ପ ବିଭାଗ, ଏମଏସଏମଇ ଏବଂ ଇପିକଲ(ଅତିରିକ୍ତ ଦାୟିତ୍ୱ)
୬. ବିଷ୍ଣୁପଦ ସେଠୀ- କମିଶନର ତଥା ସଚିବ, ଶକ୍ତି ଏବଂ ସିଏମଡ଼ି,ଓଏଚପିସି (ଅତିରିକ୍ତ ଦାୟିତ୍ୱ)
୭. ଶ୍ରୀମତୀ ଚିତ୍ରା ଅରୁମୁଗମ୍- କମିଶନର ତଥା ସଚିବ, ସ୍କୁଲ ଓ ଗଣଶିକ୍ଷା ବିଭାଗ
୮. ବିଶାଲ ଗଗନ- କମିଶନର ତଥା ସଚିବ, ଜଳସମ୍ପଦ ବିଭାଗ(ଅତିରିକ୍ତ ଦାୟିତ୍ୱ)
୯. ଅରବିନ୍ଦ ଅଗ୍ରୱାଲ୍- ଅତିରକ୍ତ ସଚିବ, ଜିଏ ଆଣ୍ଡ ପିଜି(ଅତିରିକ୍ତ ଦାୟିତ୍ୱ)
Previous Post

କଳିଙ୍ଗ ସେନାର ଦାବି: ଆଗ ସ୍ୱର୍ଗଦ୍ୱାରରୁ ଜବରଦଖଲ ହଟାଅ

Next Post

ମୁଖ୍ୟମନ୍ତ୍ରୀଙ୍କ ସ୍ୱାୟତ୍ତ ଶାସନ ଗିଫ୍ଟ: ସହରବାସୀଙ୍କୁ ହାତପାଆନ୍ତାରେ ସରକାରୀ ସେବା

Next Post
ମୁଖ୍ୟମନ୍ତ୍ରୀଙ୍କ ସ୍ୱାୟତ୍ତ ଶାସନ ଗିଫ୍ଟ: ସହରବାସୀଙ୍କୁ ହାତପାଆନ୍ତାରେ ସରକାରୀ ସେବା

ମୁଖ୍ୟମନ୍ତ୍ରୀଙ୍କ ସ୍ୱାୟତ୍ତ ଶାସନ ଗିଫ୍ଟ: ସହରବାସୀଙ୍କୁ ହାତପାଆନ୍ତାରେ ସରକାରୀ ସେବା

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA