Sunday, April 26, 2026 07:48 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

କାଲି ସକାଳେ ଖୋଲିବ ଶ୍ରୀମନ୍ଦିରର ଚାରିଦ୍ୱାର: ମୁଖ୍ୟମନ୍ତ୍ରୀ

ବିଜେପି ସରକାରଙ୍କ ପ୍ରଥମ କ୍ୟାବିନେଟ୍ ବୈଠକରେ ନିଷ୍ପତ୍ତ

by Our Correspondent
12 Jun, 2024- 09:53 PM
in Latest News, News
1 min read
0
କାଲି ସକାଳେ ଖୋଲିବ ଶ୍ରୀମନ୍ଦିରର ଚାରିଦ୍ୱାର: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ନିର୍ବାଚନ ବେଳେ ଓଡ଼ିଶାବାସୀଙ୍କୁ ଦେଇଥିବା ବଡ଼ ପ୍ରତିଶ୍ରୁତିକୁ ରାଜ୍ୟର ନବଗଠିତ ବିଜେପି ସରକାର ପାଳନ କରିବାକୁ ଯାଉଛନ୍ତି । ଆସନ୍ତାକାଲି ସକାଳେ ଭକ୍ତମାନଙ୍କ ପାଇଁ ଖୋଲିବ ଶ୍ରୀମନ୍ଦିରର ଚାରିଦ୍ୱାର । ଆଜି ସଂଧ୍ୟାରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଅଧ୍ୟକ୍ଷତାରେ ପ୍ରଥମ କ୍ୟାବିନେଟ୍ ବୈଠକରେ ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ଏହାକୁ ମିଶାଇ ଆଜି କ୍ୟାବିନେଟ୍ ବୈଠକରେ ମୋଟ ଚାରିଟା ପ୍ରସ୍ତାବ ଉପରେ ମୋହର ଲାଗିଛି ।

କ୍ୟାବିନେଟ୍ ବୈଠକ ପରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଗଣମାଧ୍ୟମକୁ ଏହାର ନିଷ୍ପତ୍ତି ଜଣାଇଛନ୍ତି । ପ୍ରଥମ ବଡ଼ ନିଷ୍ପତ୍ତି ଅନୁଯାୟୀ, ଆସନ୍ତାକାଲି ସକାଳେ ମଙ୍ଗଳ ଆରତି ସମୟରେ ଶ୍ରୀମନ୍ଦିରର ଚାରିଦ୍ୱାର ଖୋଲିବ । ମନ୍ତ୍ରୀ ପରିଷଦର ସମସ୍ତ ସଦସ୍ୟଙ୍କ ଉପସ୍ଥିତିରେ ଏହା ଖୋଲାଯିବ । ସେଥିପାଇଁ ଆଜି ରାତିରେ ହିଁ ମନ୍ତ୍ରୀ ପରିଷଦର ସଦସ୍ୟମାନେ ପୁରୀ ଯାଇ ସେଠାରେ ରାତ୍ରିଯାପନ କରିବେ । ରାତି ପାହିଲେ ସେମାନଙ୍କ ଉପସ୍ଥିତିରେ ହିଁ ଶ୍ରୀମନ୍ଦିରର ଚାରିଦ୍ୱାର ଖୋଲିବ ।

ଦ୍ୱିତୀୟ ନିଷ୍ପତ୍ତିରେ, ଶ୍ରୀମନ୍ଦିର କର୍ପସ ଫଣ୍ଡ ପାଇଁ ୫୦୦ କୋଟି ଟଙ୍କା ମଞ୍ଜୁର ହେବ । ମନ୍ଦିର ପରିଚାଳନା, ମରାମତି ଓ ସୌନ୍ଦର୍ଯ୍ୟକରଣରେ ଏହି ଅର୍ଥ ଖର୍ଚ୍ଚ ହେବ ।

ତୃତୀୟ ନିଷ୍ପତ୍ତି ହେଉଛି, ସମୃଦ୍ଧ କୃଷକ ନୀତି ଯୋଜନା ଖୁବ୍ ଶୀଘ୍ର ଆସିବ । ଏହି ଯୋଜନାରେ ଧାନର ଏମଏସପି ୩୧୦୦ ଟଙ୍କାକୁ ବୃଦ୍ଧି ନେଇ କମିଟି ଗଠନ ହେବ ।

ଚତୁର୍ଥ ନିଷ୍ପତ୍ତ ଅନୁଯାୟୀ, ୧୦୦ ଦିନ ଭିତରେ ସୁଭଦ୍ରା ଯୋଜନା କାର୍ଯ୍ୟକାରୀ କରାଯିବ । ଏହି ଯୋଜନାରେ ମହିଳାଙ୍କୁ ୫୦ ହଜାର ଟଙ୍କାର ଭାଉଚର ମିଳିବ ।

ନବଗଠିତ ସରକାରଙ୍କ ଶପଥ ଗ୍ରହଣ ପରେ ପରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଆଉ ଏକ ବଡ଼ ପଦକ୍ଷେପ ନେଇଥିଲେ । ଦୀର୍ଘ ୪ ବର୍ଷ ଧରି ସାମ୍ବାଦିକମାନଙ୍କ ପାଇଁ ଲାଗିଥିବା ଲୋକସେବା ଭବନ ପ୍ରବେଶ କଟକଣାକୁ ହଟାଇ ଦେଇଥିଲେ । ମୁଖ୍ୟମନ୍ତ୍ରୀ ନିଜେ ସମସ୍ତ ସାମ୍ବାଦିକଙ୍କୁ ଡକାଇ ସେମାନଙ୍କ ଗହଣରେ ଲୋକସେବା ଭବନକୁ ପ୍ରବେଶ କରିଥିଲେ । ଏଣିକି ସାମ୍ବାଦିକମାନେ ଲୋକସେବା ଭବନକୁ ଯାଇପାରିବେ । ମୁଖ୍ୟମନ୍ତ୍ରୀଙ୍କ ଏହି ନିଷ୍ପତ୍ତି ସାମ୍ବାଦିକମହଲରେ ଖୁସି ଖେଳାଇ ଦେଇଛି ।

Previous Post

ରାଜନୀତିରେ ଶ୍ରଦ୍ଧା, ସମ୍ମାନ

Next Post

୫-ଟି ଓ ‘ମୋ ସରକାର’ ବ୍ୟବସ୍ଥା ହଟିଲା

Next Post
୫-ଟି ଓ ‘ମୋ ସରକାର’ ବ୍ୟବସ୍ଥା ହଟିଲା

୫-ଟି ଓ 'ମୋ ସରକାର' ବ୍ୟବସ୍ଥା ହଟିଲା

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19182 shares
    Share 7673 Tweet 4796
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA