Sunday, April 26, 2026 06:07 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

୫-ଟି ଓ ‘ମୋ ସରକାର’ ବ୍ୟବସ୍ଥା ହଟିଲା

by Our Correspondent
13 Jun, 2024- 05:59 PM
in Latest News, News
1 min read
0
୫-ଟି ଓ ‘ମୋ ସରକାର’ ବ୍ୟବସ୍ଥା ହଟିଲା

ଭୁବନେଶ୍ୱର: ରାଜ୍ୟରୁ ହଟିଛି ୫-ଟି ଏବଂ ମୋ ସରକାର ବ୍ୟବସ୍ଥା । ପଞ୍ଚମ ପାଳିର ବିଜେଡି ସରକାରଙ୍କ ଏହି ବହୁଳ ପ୍ରଚାରିତ ବ୍ୟବସ୍ଥାକୁ ରାଜ୍ୟର ବିଜେପି ସରକାର ହଟାଇ ଦେଇଛନ୍ତି । ରାଜ୍ୟର ସବୁ ସରକାରୀ କାର୍ଯ୍ୟାଳୟରେ ଲାଗିଥିବା ଏହାର ବୋର୍ଡ ହଟାଇ ଦେବାକୁ ନବଗଠିତ ସରକାର ଆଜି ନିର୍ଦ୍ଦେଶଶ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ମୋହନ ମାଝୀ ତାଙ୍କ ଏକ୍ସ ହାଣ୍ଡଲରେ ଏହି ସୂଚନା ଦେଇଛନ୍ତି ।

ସୂଚନାଯୋଗ୍ୟ, ନବୀନ ପଟ୍ଟନାୟକଙ୍କ ପଞ୍ଚମ ପାଳିର ସରକାର ଆସିଲା ପରେ ରାଜ୍ୟରେ ଟ୍ରାନସଫରମେସନ୍ ଆଣ୍ଡ ଇନିସିଏଟିଭ୍(୫-ଟି) ବ୍ୟବସ୍ଥା ଆରମ୍ଭ କରାଗଲା । ୫-ଟିର ଅର୍ଥ ଟିମ୍ ୱାର୍କ, ଟେକନୋଲୋଜି, ଟ୍ରାନସପରେନ୍ସି, ଟ୍ରାନସଫରମେସନ୍ ଆଣ୍ଡ ଟାଇମ୍ ଲିମିଟ୍ । ୫-ଟି ମନ୍ତ୍ର ଜରିଆରେ ଲୋକଙ୍କୁ ଉତ୍ତମ ପ୍ରଶାସନ ଦେବା ସରକାରଙ୍କ ଲକ୍ଷ୍ୟ ଥିବା କୁହାଗଲା ।

୨୦୧୯ ଜୁଲାଇ ୨୯ ତାରିଖରେ ମୁଖ୍ୟମନ୍ତ୍ରୀ ଏହାକୁ ଏକ ବିଭାଗର ମାନ୍ୟତା ଦେଇ ତାଙ୍କର ବ୍ୟକ୍ତିଗତ ସଚିବ ଭି.କେ. ପାଣ୍ଡିଆନଙ୍କୁ ଏହାର ସଚିବ ଭାବେ ନିଯୁକ୍ତି ଦେଇଥିଲେ । ଶ୍ରୀ ପାଣ୍ଡିଆନ୍ ମୁଖ୍ୟମନ୍ତ୍ରୀଙ୍କ ସଚିବ ଭାବେ ଦାୟିତ୍ୱ ତୁଲାଇବା ସହ ସହ ୫-ଟି ସଚିବ ଭାବେ ଅତିରିକ୍ତ ଦାୟିତ୍ୱରେ ରହିଲେ । ପରବର୍ତ୍ତୀ ସମୟରେ ଏହି ବ୍ୟବସ୍ଥାରେ ଯୋଡାଗଲା ‘ମୋ ସରକାର’ । ସ୍କୁଲ, ମନ୍ଦିର ରୂପାନ୍ତରଠାରୁ ଆରମ୍ଭ କରି ବିଭିନ୍ନସ୍ତରରେ ୫-ଟି ବ୍ୟବସ୍ଥା ଅନୁସୃତ କରାଯିବା ସହ ସବୁ ସରକାରୀ ଦପ୍ତରରେ ଏହାର ବୋର୍ଡ ଲାଗିଲା ।

୨୦୨୩ ଅକ୍ଟୋବର ମାସରେ ଶ୍ରୀ ପାଣ୍ଡିଆନ୍ ସରକାରୀ ଚାକିରିରୁ ସ୍ୱେଚ୍ଛାକୃତ ଅବସର ନେଇ ବିଜେଡିରେ ଯୋଗଦେବା ପରେ ତାଙ୍କୁ ୫-ଟି ର ଅଧ୍ୟକ୍ଷ ଭାବେ ନିଯୁକ୍ତି ଦିଆଗଲା । ପାଣ୍ଡିଆନଙ୍କ ତତ୍ତ୍ୱାବଧାନରେ ୫-ଟି ବ୍ୟବସ୍ଥା ଜାରି ରହିଲା । ତେବେ ଏହାର ପ୍ରାସଙ୍ଗିକତା ଓ କାର୍ଯ୍ୟକାରିତାକୁ ନେଇ ବିରୋଧୀ ଦଳ ବାରମ୍ବାର ଆପତ୍ତି ଉଠାଇଥିଲେ । ଏବେ ବିଜେପି ସରକାର ଆସିଲା ପରେ ବ୍ୟବସ୍ଥାରେ ପୂର୍ଣ୍ଣଚ୍ଛେଦ ଟାଣିଛନ୍ତି ।

Previous Post

କାଲି ସକାଳେ ଖୋଲିବ ଶ୍ରୀମନ୍ଦିରର ଚାରିଦ୍ୱାର: ମୁଖ୍ୟମନ୍ତ୍ରୀ

Next Post

ଚାକିରି ନ ଥାଇ ଚଉକିରେ

Next Post
ଚାକିରି ନ ଥାଇ ଚଉକିରେ

ଚାକିରି ନ ଥାଇ ଚଉକିରେ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19182 shares
    Share 7673 Tweet 4796
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA