Friday, April 17, 2026 10:08 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ଜାନୁଆରୀ ୨ରେ ସର୍ବଭାରତୀୟ ସ୍ୱାଧୀନତା ସଂଗ୍ରାମୀ ସମ୍ମିଳନୀ

by Our Correspondent
14 Dec, 2020- 11:29 PM
in Latest News, News
1 min read
0
ଜାନୁଆରୀ ୨ରେ ସର୍ବଭାରତୀୟ ସ୍ୱାଧୀନତା ସଂଗ୍ରାମୀ ସମ୍ମିଳନୀ

ଭୁବନେଶ୍ବର: ଆସନ୍ତା ୨୦୨୧ ଜାନୁଆରୀ ୨ ତାରିଖରେ ସର୍ବଭାରତୀୟ ସ୍ବାଧୀନତା ସଂଗ୍ରାମୀ ସମ୍ମିଳନୀ ବା ନିଖ୍ଖଳ ଭାରତ ସ୍ବାଧୀନତା ସଂଗ୍ରାମୀ ଦିବସ ମହୋତ୍ସବ ଭୁବନେଶ୍ବରଠାରେ ଅନୁଷ୍ଠିତ ହେବ । ୟୁନିଟ-୯ ଶହୀଦ ସ୍ମାରକୀ ସ୍ବାଧୀନତା ସଂଗ୍ରାମୀ ସଦନଠାରେ ଦିବସବ୍ୟାପୀ କାର୍ୟ୍ୟକ୍ରମରେ ବିଭିନ୍ନ ରାଜ୍ୟର ସ୍ବାଧୀନତା ସଂଗ୍ରାମୀ ଏବଂ ଯୁବ ସାମ୍ମୁଖ୍ୟ ସଦସ୍ୟମାନେ ଯୋଗଦେବେ ।

ସର୍ବଭାରତୀୟ ସମ୍ମିଳନୀ ନିମନ୍ତେ ସୋମବାର ସ୍ବାଧୀନତା ସଂଗ୍ରାମୀ ସଦନଠାରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହେଇଛି। ରାଜ୍ୟ ସ୍ବାଧୀନତା ସଂଗ୍ରାମୀ ସମିତିର ସଭାପତି ନୀଳମଣି ସାମଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ନିଖ୍ଖଳ ଭାରତ ସ୍ବାଧୀନତା ସଂଗ୍ରାମୀ ଯୁବ ସାମ୍ମୁଖ୍ୟ ସଭାପତି ସାଂସଦ ଭର୍ତ୍ତୃହରି ମହତାବ ଯୋଗଦେଇ କାର୍ୟ୍ୟକ୍ରମ ସଂପର୍କରେ ବିସ୍ତୃତ ଆଲୋଚନା କରିଛନ୍ତି।

କୋଭିଡ କଟକଣା ମଧ୍ୟରେ ଦିନିକିଆ ସମ୍ମିଳନୀ କରାଯିବ ଓ ଦୁଇଟି ଅଧ୍ଖବେଶନ ହେବ। ଅଧ୍ଖବେଶନ ପାଇଁ ଅଭ୍ୟର୍ଥନା ସମିତି ଗଠନ କରାଯାଇଛି। ଏହାର ଅଧ୍ୟକ୍ଷଭାବେ ସ୍ବାଧୀନତା ସଂଗ୍ରାମୀ ଉତ୍ତରଦାୟାଦ ବା ଯୁବ ସାମ୍ମୁଖ୍ୟ ସଦସ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କୁ ମନୋନୀତ କରାଯାଇଛି। ସେହିପରି ସମ୍ମିଳନୀକୁ ରାଜ୍ୟପାଳ , ମୁଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ ଓ ଅନ୍ୟ ବରିଷ୍ଠ ନେତୃବୃନ୍ଦଙ୍କୁ ଅତିଥ୍ଖଭାବେ ଡାକିବାକୁ ନିଷ୍ପତ୍ତି ନିଆଯାଇଛି।

ସ୍ବାଧୀନତା ସଂଗ୍ରାମୀ ପରିବାରକୁ ସ୍ବୀକୃତି ପ୍ରଦାନ ଏବଂ ଦାୟାଦମାନଙ୍କୁ ପରିଚୟ ପତ୍ର ପ୍ରଦାନ ସଂପର୍କରେ ସମ୍ମିଳନୀରେ ଦାବି ଉପସ୍ଥାପନ କରାଯିବ। ଯୁବ ସାମ୍ମୁଖ୍ୟ କାର୍ୟ୍ୟକର୍ତ୍ତା ବିରୂପାକ୍ଷ ତ୍ରିପାଠୀଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ପ୍ରସ୍ତୁତି ବୈଠକରେ ପୂର୍ବତନ ସରକାରୀ ମୁଖ୍ୟ ସଚେତକ ପ୍ରଭାତ କୁମାର ତ୍ରିପାଠୀ ଅନ୍ୟତମ ଅତିଥ୍ଖଭାବେ ଯୋଗ ଦେଇଥ୍ଖଲେ। ସ୍ବାଧୀନତା ସଂଗ୍ରାମୀ ସମିତିର ନୂଆ ସଭାପତି ନୀଳମଣି ସାମଲଙ୍କୁ ଏହି ଅବସରରେ ସମ୍ବର୍ଦ୍ଧିତ କରାଯାଇଥ୍ଖଲା।

ସାମ୍ବାଦିକ ବୈଷ୍ଣବ ଜେନା, ଯୁବ ସାମ୍ମୁଖ୍ୟ ସଦସ୍ୟ ପ୍ରଶାନ୍ତ ଦାସ, ଉପେନ୍ଦ୍ର ପାଢ଼ୀ, ପ୍ରମେଶ ମହାନ୍ତି, ବୈକୁଣ୍ଠ ମହାପାତ୍ର, ସୁଧାଂଶୁ ମହାପାତ୍ର, ଦୁଃଶାସନ ସ୍ବାଇଁ, ଚନ୍ଦ୍ରକାନ୍ତ ସାମଲ, ବ୍ରଜବନ୍ଧୁ ପରିଡ଼ା, ଗୋପୀନାଥ ନାୟକ, ପଦ୍ମନାଭ ଦାସ, ଶ୍ୟାମ ପ୍ରସାଦ ପଟ୍ଟନାୟକ, ଅଭୟ ବଡ଼ଜେନା, ସନ୍ତୋଷ କୁମାର ପତି, ଜଗନ୍ନାଥ ପାଢ଼ୀ, ଗିରିଜା ଶଙ୍କର ମହାପାତ୍ର, ରବୀନ୍ଦ୍ର କୁମାର ପଣ୍ଡା ପ୍ରମୁଖ କାର୍ୟ୍ୟକ୍ରମ ସଂପର୍କରେ ଆଲୋଚନାରେ ଅଂଶ ଗ୍ରହଣ କରିଥ୍ଖଲେ। ଯୁବ ସାମ୍ମୁଖ୍ୟ ସଦସ୍ୟା ମାଲା ସିଂ ଧନ୍ୟବାଦ ଦେଇଥ୍ଖଲେ।

Continue Reading
Previous Post

କଥା ରଖିଲେ ମୁଖ୍ୟମନ୍ତ୍ରୀ: ଲିଙ୍ଗରାଜ ମନ୍ଦିର ପାଇଁ ହେଲା ସ୍ୱତନ୍ତ୍ର ଆଇନ

Next Post

କଂଗ୍ରେସ ନେତାଙ୍କ ଚାପରେ ନଇଁଲା ବାଙ୍କୀ ପ୍ରଶାସନ

Next Post
କଂଗ୍ରେସ ନେତାଙ୍କ ଚାପରେ ନଇଁଲା ବାଙ୍କୀ ପ୍ରଶାସନ

କଂଗ୍ରେସ ନେତାଙ୍କ ଚାପରେ ନଇଁଲା ବାଙ୍କୀ ପ୍ରଶାସନ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19181 shares
    Share 7672 Tweet 4795
  • ନବୀନ..ନବୀନ, ମୋହନ..ମୋହନ

    16600 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5484 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA