Wednesday, April 22, 2026 02:31 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ସାରୁଅ ଜମି କେଳେଙ୍କାରୀ: ଜାଗୀ ପଣ୍ଡାଙ୍କ ବିରୋଧରେ ଦ୍ୱିତୀୟ ମାମଲା

by Our Correspondent
06 Oct, 2020- 10:33 PM
in Latest News
1 min read
0
ସାରୁଅ ଜମି କେଳେଙ୍କାରୀ: ଜାଗୀ ପଣ୍ଡାଙ୍କ ବିରୋଧରେ ଦ୍ୱିତୀୟ ମାମଲା

ଖୋର୍ଦ୍ଧା: ସାରୁଅ ମୌଜାରେ ଓଟିଭି ସଂସ୍ଥାର ଜମି କେଳେଙ୍କାରୀ ମାମଲା ଜଟିଳ ମୋଡ଼ ନେବାରେ ଲାଗିଛି । ଓଟିଭି ଏମଡି ଜାଗୀମଙ୍ଗତ ପଣ୍ଡା, ତାଙ୍କ ବାପା ଓ ଭାଇଙ୍କ ବିରୋଧରେ ବାଘମାରୀ ଥାନାରେ ଦ୍ୱିତୀୟ କେସ୍ ହୋଇଛି । ସାରୁଅ ଓ ଲୋକନାଥପୁର ଦଳିତ ବର୍ଗର ଗ୍ରାମବାସୀଙ୍କ ପକ୍ଷରୁ ଆଜି ଏହି ଏତଲା କରାଯାଇଛି । ପୋଖରୀ ପାଚେରୀକୁ ବିରୋଧ କରିବାରୁ ଜାଗୀଙ୍କ ବାପା, ଭାଇ ଓ ପ୍ରୋଜେକ୍ଟ ଇନଚାର୍ଜ ଧମକାଉଥିବା ଦର୍ଶାଇଛନ୍ତି । କାର୍ଯ୍ୟାନୁଷ୍ଠାନ ଦାବି ସହ ଗାଁ ପୋଖରୀକୁ ଜବରଦଖଲମୁକ୍ତ କରିବାକୁ ସେମାନେ ପୁଲିସର ହସ୍ତକ୍ଷେପ ଲୋଡ଼ିଛନ୍ତି ।

ପୁଲିସ ଏହି ଏତଲାକୁ ଗ୍ରହଣ କରି ଜାଗୀ ପଣ୍ଡା, ତାଙ୍କ ବପା, ଭାଇ ଓ ପ୍ରୋଜେକ୍ଟ ଇନଚାର୍ଜଙ୍କ ବିରୋଧରେ ଏସସି/ଏସଟି ଆଇନର ଧାରା ୩(୧) ଓ ଧାରା ୨(ଭିଏ) ସମେତ ଆଇପିସି ଧାରା ୪୪୭, ୫୦୬ ଓ ୩୪ରେ ମାମଲା ରୁଜୁ କରିଛି ।

୫ ଦିନ ତଳେ ସାରୁଅ ମୌଜାର କିଛି ଦଳିତ ଲୋକ ଜାଗୀ, ତାଙ୍କ ବାପା ଓ ଭାଇଙ୍କ ବିରୋଧରେ ଏତଲା ଦେଇଥିଲେ । ସେମାନଙ୍କର ଅଭିଯୋଗ ଥିଲା, ଚାଷଜମି ଚାରିପଟେ ପାଚେରୀ ବୁଲା ଯାଇ ଜମି ଅବରୋଧ କରାଯାଇଛି । ଯେଉଁଥିପାଇଁ ନିଜ ଜମିରେ ଚାଷ କରିବାକୁ ଯାଇପାରୁନାହାନ୍ତି । ଆପତ୍ତି କଲାରୁ ଜାଗୀ ପଣ୍ଡା, ତାଙ୍କ ବାପା, ଭାଇଧମକ ଦେଉଛନ୍ତି । ବାଘମାରୀ ଥାନା ପୁଲିସ ଏତଲାକୁ ଗ୍ରହଣ କରିବା ସହ ଓଟିଭି ଏମଡି, ତାଙ୍କ ବାପା ଓ ଭାଇଙ୍କ ବିରୋଧରେ ଏସସି/ଏସଟି ଅତ୍ୟାଚାର ନିରୋଧ ଆଇନ ଏବଂ ଆଇପିସିର ଧାରା ୪୪୭, ୫୦୬ ଏବଂ ୩୪ ଦଫାରେ ମାମଲା ରୁଜୁ କରିଥିଲେ ।

ଇତିମଧ୍ୟରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଆଜି ଚତୁର୍ଥ ଥର ପାଇଁ ସଂପୃକ୍ତ ଅଞ୍ଚଳରେ ମାପଚୁପ କରାଯାଇଛି । ଓଟିଭିକୁ ଜମି ଦେବା ପାଇଁ ମଧ୍ୟସ୍ଥି ସାଜିଥିବା ବେଗୁନିଆ ତହସିଲଦାରଙ୍କୁ ଏଥିରେ ସାମିଲ କରାଯାଇନାହିଁ । ସଂପୃକ୍ତ ତହସିଲଦାରଙ୍କ ବିରୋଧରେ ପୂର୍ବରୁ ମାଳ ମାଳ ଅଭିଯୋଗ ଥିଲେ ମଧ୍ୟ ଜିଲ୍ଲାପାଳ ଆଖି ବୁଜିଦେଇଥିଲେ । ମାତ୍ର ଏବେକୁ ଚେତା ପଶିଛି ।

ସେପଟେ ଜମି କେଳେଙ୍କାରୀରେ ମୁଖିଆ କେସ୍ ଖାଇଥିବାରୁ ଓଟିଭି ପ୍ରତିହିଂସାପରାୟଣ ହୋଇ ବିଭ୍ରାନ୍ତିକର ଖବର ପ୍ରକାଶ କରୁଥିବା ସାରୁଅ ଗ୍ରାମବାସୀଙ୍କ ପକ୍ଷରୁ ଅଭିଯୋଗ ହେଉଛି । ଓଟିଭି କୌଣସି ଜମିକୁ ଜବରଦଖଲ କରି ନ ଥିବାର ଖବର ସମ୍ପୂର୍ଣ୍ଣ ମିଛ ଓ ମନଗଢ଼ା ବୋଲି ସେମାନେ କହିଛନ୍ତି ।

ସୂଚନାଥାଉକି, ଓଟିଭି ତରଙ୍ଗ ଷ୍ଟୁଡ଼ିଓ ମୁଖ୍ୟ ଗେଟ୍ ରାସ୍ତା ଗୋଚର ଜମି ଉପରେ ନିର୍ମାଣ ହୋଇଥିବାରୁ ପ୍ରଶାସନ ସେଠି ନାଲି ପତାକା ମାରିଛି ।

Previous Post

ମହିଳା କମିଶନ ଅଧ୍ୟକ୍ଷାଙ୍କ ସ୍ୱର ବଦଳିଗଲା କି?

Next Post

ସଂଯୁକ୍ତା ମହାପାତ୍ରଙ୍କ ଉପନ୍ୟାସ ‘ରାଜନନ୍ଦିନୀ’ ଉନ୍ମୋଚିତ

Next Post
ସଂଯୁକ୍ତା ମହାପାତ୍ରଙ୍କ ଉପନ୍ୟାସ ‘ରାଜନନ୍ଦିନୀ’ ଉନ୍ମୋଚିତ

ସଂଯୁକ୍ତା ମହାପାତ୍ରଙ୍କ ଉପନ୍ୟାସ 'ରାଜନନ୍ଦିନୀ' ଉନ୍ମୋଚିତ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19181 shares
    Share 7672 Tweet 4795
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA