Thursday, April 30, 2026 03:54 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ଧର୍ମେନ୍ଦ୍ରଙ୍କ ହାତରୁ ଗଲା ପେଟ୍ରୋଲିୟମ୍ ବିଭାଗ

ବୈଷ୍ଣବ ରେଳମନ୍ତ୍ରୀ, ଟୁଡୁ ଆଦିବାସୀ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ

by Our Correspondent
07 Jul, 2021- 11:10 PM
in Latest News, National, News
1 min read
0
ଧର୍ମେନ୍ଦ୍ରଙ୍କ ହାତରୁ ଗଲା ପେଟ୍ରୋଲିୟମ୍ ବିଭାଗ

ନୂଆଦିଲ୍ଲୀ: ମୋଦି ସରକାରରେ ଦୀର୍ଘ ୭ ବର୍ଷ ଧରି ପେଟ୍ରୋଲିୟମ୍ ଓ ପ୍ରାକୃତିକ ଗ୍ୟାସ ଭଳି ଗୁରୁତ୍ୱପୂର୍ଣ୍ଣ ମନ୍ତ୍ରଣାଳୟର ଦାୟିତ୍ୱରେ ଥିବା ଧର୍ମେନ୍ଦ୍ର ପ୍ରଧାନଙ୍କ ହାତରୁ ତାହା କାଢ଼ି ନିଆଯାଇଛି । ଇସ୍ପାତ ଓ ଖଣି ମନ୍ତ୍ରଣାଳୟ ମଧ୍ୟ ହରାଇଛନ୍ତି । ତାଙ୍କୁ ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟୋଗ ବିଭାଗର ଦାୟିତ୍ୱ ଦିଆଯାଇଛି । ପେଟ୍ରୋଲିୟମ୍ ମନ୍ତ୍ରଣାଳୟ ପାଇଛନ୍ତି ହରଦୀପ ସିଂହ ପୁରୀ ।

ଅନ୍ୟପକ୍ଷରେ ଓଡ଼ିଶାରୁ ପ୍ରଥମ ଥର ପାଇଁ ରାଜ୍ୟସଭାକୁ ନିର୍ବାଚିତ ହୋଇ ମନ୍ତ୍ରୀ ହୋଇଥିବା ଅଶ୍ୱିନୀ ବୈଷ୍ଣବଙ୍କୁ ଗୁରୁତ୍ୱପୂର୍ଣ୍ଣ ରେଳ ବିଭାଗର ଦାୟିତ୍ୱ ଦିଆଯାଇଛି । ସେ ରେଳ ମନ୍ତ୍ରଣାଳୟ ଓ ଆଇଟି ବିଭାଗର କ୍ୟାବିନେଟ୍ ମନ୍ତ୍ରୀ ହୋଇଛନ୍ତି । ରେଳ ମନ୍ତ୍ରଣାଳୟ ଦାୟିତ୍ୱରେ ଥିବା ପିୟୂଷ ଗୋୟଲ୍ ଙ୍କୁ ବୟନ ଶିଳ୍ପ ବିଭାଗ ଦାୟିତ୍ୱ ଦିଆଯାଇଛି ।

ହର୍ଷବର୍ଦ୍ଧନଙ୍କ ଜାଗାରେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଦାୟିତ୍ୱ ପାଇଛନ୍ତି ମନସୁଖ ମାଣ୍ଡଭ୍ୟ । ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ଗୁରୁତ୍ୱପୂର୍ଣ୍ଣ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଦାୟିତ୍ୱ ଦିଆଯାଇଛି ।

ଓଡ଼ିଶାର ବିଶ୍ୱେଶ୍ୱର ଟୁଡୁଙ୍କୁ ଆଦିବାସୀ ବ୍ୟାପାର ବିଭାଗ ଏବଂ ଜଳଶକ୍ତି ବିଭାଗର ରାଷ୍ଟ୍ରମନ୍ତ୍ରୀ ଦାୟିତ୍ୱ ଦିଆଯାଇଛି । ଗୁରୁତ୍ୱପୂର୍ଣ୍ଣ ବୈଦେଶିକ ବିଭାଗର ରାଷ୍ଟ୍ରମନ୍ତ୍ରୀ ହୋଇଛନ୍ତି ମିନାକ୍ଷୀ ଲେଖି ।

କିଏ କେଉଁ ବିଭାଗର କ୍ୟାବିନେଟ୍ ମନ୍ତ୍ରୀ

ରାଜନାଥ ସିଂହ- ପ୍ରତିରକ୍ଷା

ଅମିତ ଶାହା- ଗୃହ, ସମବାୟ

ନୀତିନ ଗଡ଼କରୀ- ଭୂପୃଷ୍ଠ ପରିବହନ ଏବଂ ହାଇୱେ

ନିର୍ମଳା ସୀତାରମଣ- ଅର୍ଥ, ସମବାୟ ବ୍ୟାପାର

ନରେନ୍ଦ୍ର ସିଂହ ତୋମାର- କୃଷି ଓ କୃଷକ କଲ୍ୟାଣ

ଡ. ସୁବ୍ରମଣ୍ୟମ୍ ଜୟଶଙ୍କର- ବୈଦେଶିକ ବ୍ୟାପାର

ଅର୍ଜୁନ ମୁଣ୍ଡା- ଆଦିବାସୀ ବ୍ୟାପାର

ସ୍ମୃତି ଇରାନୀ- ମହିଳା ଓ ଶିଶୁ କଲ୍ୟାଣ

ପିୟୁଷ ଗୋୟଲ- ବାଣିଜ୍ୟ ଏବଂ ଶିଳ୍ପ, ଖାଉଟୀ, ଖାଦ୍ୟ, ବଣ୍ଟନ, ବୟନ

ଧର୍ମେନ୍ଦ୍ର ପ୍ରଧାନ- ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟୋଗ

ପ୍ରହଲ୍ଲାଦ ଯୋଶୀ- ସଂସଦୀୟ ବ୍ୟାପାର, କୋଇଲା ଓ ଖଣି

ନାରାୟଣ ଟାଟୁ ରାଣେ- ଏମଏସଏମଇ

ସର୍ବାନନ୍ଦ ସୋନୱାଲ- ବନ୍ଦର, ଜାହାଜ ଚଳାଚଳ ଏବଂ ଆୟୁଷ ମନ୍ତ୍ରଣାଳୟ

ମୁକ୍ତାର ଆବାସ୍ ନାକଭୀ- ସଂଖ୍ୟାଲଘୁ ବ୍ୟାପାର

ଡ. ବୀରେନ୍ଦ୍ର କୁମାର- ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ

ଗିରିରାଜ ସିଂହ- ଗ୍ରାମ୍ୟ ଉନ୍ନୟନ, ପଞ୍ଚାୟତିରାଜ

ଜ୍ୟୋତିରାଦିତ୍ୟ ସିନ୍ଧିଆ- ବେସାମରିକ ବିମାନ ଚଳାଚଳ

ରାମଚନ୍ଦ୍ର ପ୍ରସାଦ ସିଂହ- ଇସ୍ପାତ

ଅଶ୍ୱିନୀ ବୈଷ୍ଣବ- ରେଳ, ଯୋଗାଯୋଗ, ଆଇଟି

ପଶୁପତି କୁମାର ପାରସ- ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ

ଗଜେନ୍ଦ୍ର ସିଂହ ଶେଖାୱତ୍- ଜଳଶକ୍ତି

କିରେନ୍ ରୁଜ୍ଜୁ- ଆଇନ ଓ ନ୍ୟାୟ

ରାଜ କୁମାର ସିଂହ- ଶକ୍ତି

ହରଦୀପ ସିଂହ ପୁରୀ- ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ୍, ସହରାଞ୍ଚଳ

ମନସୁଖ ମାଣ୍ଡଭ୍ୟ- ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ରସାୟନ ଓ ସାର

ଭୂପେନ୍ଦ୍ର ଯାଦବ- ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ, ଶ୍ରମ ଓ ନିଯୁକ୍ତି

ଡ. ମହେନ୍ଦ୍ର ନାଥ ପାଣ୍ଡେ- ଭାରି ଶିଳ୍ପ

ପରଷୋତ୍ତମ ରୁପାଲା- ମତ୍ସ୍ୟ, ପଶୁପାଳନ

ଜି.କିଷାନ ରେଡ୍ଡୀ- ସଂସ୍କୃତି, ପର୍ଯ୍ୟଟନ ଏବଂ ଉତ୍ତର ପୂର୍ବାଞ୍ଚଳ ଉନ୍ନୟନ

ଅନୁରାଗ ସିଂହ ଠାକୁର- ସୂଚନା ଓ ପ୍ରସାରଣ, କ୍ରୀଡ଼ା ଓ ଯୁବ ବ୍ୟାପାର

ରାଷ୍ଟ୍ରମନ୍ତ୍ରୀ(ସ୍ୱାଧୀନ ଦାୟିତ୍ୱ)

ରାଓ ଇନ୍ଦରଜିତ୍ ସିଂହ- ପରିସଂଖ୍ୟାନ, କାର୍ଯ୍ୟକ୍ରମ ରୂପାୟନ, ଯୋଜନା, କର୍ପୋରେଟ ବ୍ୟାପାର

ଡ. ଜିତେନ୍ଦ୍ର ସିଂହ- ବିଜ୍ଞାନ ଏବଂ କାରିଗରୀ କୌଶଳ, ଭୂ ବିଜ୍ଞାନ, ପ୍ରଧାନମନ୍ତ୍ରୀଙ୍କ ଅଫିସ, ସାଧାରଣ ଅଭିଯୋଗ, ପେନସନ୍, ପରମାଣୁ ଶକ୍ତି ଏବଂ ସ୍ପେସ୍

Previous Post

ଆଦିମ ଜନଜାତି ପରିବାର ପାଇଁ କୋଭିଡ ସହାୟତା

Next Post

ଧର୍ମେନ୍ଦ୍ର, ବୈଷ୍ଣବ କାହାର ?

Next Post
ଧର୍ମେନ୍ଦ୍ର, ବୈଷ୍ଣବ କାହାର ?

ଧର୍ମେନ୍ଦ୍ର, ବୈଷ୍ଣବ କାହାର ?

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19182 shares
    Share 7673 Tweet 4796
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA