ଭୁବନେଶ୍ୱର: ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ଭାବେ ମନ୍ତ୍ରୀ ଓ ବିଧାୟକଙ୍କ ମଧ୍ୟରେ ଦାୟିତ୍ୱ ବଣ୍ଟନ କରାଯାଇଛି । ୧୯ ମନ୍ତ୍ରୀ ଏବଂ ୧୧ ବିଧାୟକଙ୍କୁ ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ଭାବେ ନିଯୁକ୍ତି ଦିଆଯାଇଛି । ରାଜ୍ୟ ସରକାରଙ୍କ ପକ୍ଷରୁ ଆଜି ଏହି ବିଜ୍ଞପ୍ତି ପ୍ରକାଶ ପାଇଛି ।
କିଏ କେଉଁ ଜିଲ୍ଲା ଦାୟିତ୍ୱରେ
ଅଶୋକ ଚନ୍ଦ୍ର ପଣ୍ଡା(ମନ୍ତ୍ରୀ)- ଅନୁଗୁଳ
ରୋହିତ ପୂଜାରୀ(ମନ୍ତ୍ରୀ)- ବଲାଙ୍ଗୀର
ଅନନ୍ତ ଦାସ(ବିଧାୟକ)- ବାଲେଶ୍ୱର
ଦେବେଶ ଆଚାର୍ଯ୍ୟ(ବିଧାୟକ)- ବରଗଡ଼
ବ୍ୟୋମକେଶ ରାୟ(ବିଧାୟକ)- ଭଦ୍ରକ
ମହୀଧର ରଣା(ବିଧାୟକ)- ବୌଦ୍ଧ
ଡ. ପ୍ରମୋଦ କୁମାର ମଲ୍ଲିକ(ବିଧାୟକ)- କଟକ
ରାଜେନ୍ଦ୍ର ଢ଼ୋଲକିଆ(ମନ୍ତ୍ରୀ)- ଦେବଗଡ଼
ଶ୍ରୀମତୀ ବାସନ୍ତୀ ହେମ୍ବ୍ରମ୍(ମନ୍ତ୍ରୀ)- ଢ଼େଙ୍କାନାଳ
ଜଗନ୍ନାଥ ସାରକା(ମନ୍ତ୍ରୀ)- ଗଜପତି
ପ୍ରଫୁଲ୍ଲ ମଲ୍ଲିକ(ମନ୍ତ୍ରୀ)- ଗଞ୍ଜାମ
ଶ୍ରୀମତୀ ପ୍ରମିଳା ମଲ୍ଲିକ(ମନ୍ତ୍ରୀ)- ଜଗତସିଂହପୁର
ସମୀର ରଞ୍ଜନ ଦାଶ(ମନ୍ତ୍ରୀ)- ଯାଜପୁର
ପ୍ରୀତିରଞ୍ଜନ ଘଡ଼େଇ(ମନ୍ତ୍ରୀ)- ଝାରସୁଗୁଡ଼ା
ନବ କିଶୋର ଦାସ(ମନ୍ତ୍ରୀ)- କଳାହାଣ୍ଡି
ଶ୍ରୀକାନ୍ତ ସାହୁ(ମନ୍ତ୍ରୀ)- କନ୍ଧମାଳ
ରଣେନ୍ଦ୍ର ପ୍ରତାପ ସ୍ୱାଇଁ(ମନ୍ତ୍ରୀ)- କେନ୍ଦ୍ରାପଡ଼ା
ଜଗନ୍ନାଥ ନାଏକ(ବିଧାୟକ)- କେନ୍ଦୁଝର
ରାଜେନ୍ଦ୍ର କୁମାର ସାହୁ(ବିଧାୟକ)- ଖୋର୍ଦ୍ଧା
ରଘୁରାମ ପଡ଼ଲ(ବିଧାୟକ)- କୋରାପୁଟ
ତୁଷାରକାନ୍ତି ବେହେରା(ମନ୍ତ୍ରୀ)- ମାଲକାନଗିରି
ଅଶ୍ୱିନୀ ପାତ୍ର(ମନ୍ତ୍ରୀ)- ମୟୁରଭଞ୍ଜ
ମନୋହର ରାନ୍ଧାରି(ବିଧାୟକ)- ନବରଙ୍ଗପୁର
ସତ୍ୟନାରାୟଣ ପ୍ରଧାନ(ବିଧାୟକ)- ନୟାଗଡ଼
ଶ୍ରୀମତୀ ଟୁକୁନି ସାହୁ(ମନ୍ତ୍ରୀ)- ନୂଆପଡ଼ା
ନିରଞ୍ଜନ ପୂଜାରୀ(ମନ୍ତ୍ରୀ)- ପୁରୀ
ଅତନୁ ସବ୍ୟସାଚୀ ନାୟକ(ମନ୍ତ୍ରୀ)- ରାୟଗଡ଼ା
ପ୍ରତାପ କେଶରୀ ଦେବ(ମନ୍ତ୍ରୀ)- ସମ୍ବଲପୁର
ପ୍ରଦୀପ କୁମାର ଅମାତ୍(ମନ୍ତ୍ରୀ)- ସୁବର୍ଣ୍ଣପୁର
ସାରଦା ପ୍ରସାଦ ନାୟକ(ବିଧାୟକ)- ସୁନ୍ଦରଗଡ଼