Tuesday, June 30, 2026 05:49 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଅନୀଲ ସାମଲଙ୍କ କାର୍ଯ୍ୟକାଳ ଆଉ ବର୍ଷେ ବଢ଼ିଲା

ସିଡିଏ ଅଧ୍ୟକ୍ଷ ପଦ ବଳବତ୍ତର

by Our Correspondent
23 Sep, 2022- 08:06 AM
in Latest News, News
1 min read
0
ଅନୀଲ ସାମଲଙ୍କ କାର୍ଯ୍ୟକାଳ ଆଉ ବର୍ଷେ ବଢ଼ିଲା

ଭୁବନେଶ୍ୱର: କଟକ ଡେଭେଲପମେଣ୍ଟ ଅଥରିଟି(ସିଡିଏ)ର ଅଧ୍ୟକ୍ଷ ଅନୀଲ ସାମଲଙ୍କ ନିଯୁକ୍ତିକୁ ଆଉ ବର୍ଷେ ବଢ଼ାଇ ଦିଆଯାଇଛି । ୨୦୨୩ ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ସେ ଏହି ପଦବୀରେ କାମ କରିବେ । ତାଙ୍କୁ ଯୋଗାଇ ଦିଆଯାଇଥିବା ସବୁ ସରକାରୀ ସୁବିଧା ସୁଯୋଗ ବଳବତ୍ତର ରହିବ । ନଗର ଉନ୍ନୟନ ବିଭାଗ ପକ୍ଷରୁ ଏହି ବିଜ୍ଞପ୍ତି ପ୍ରକାଶ ପାଇଛି ।

କଟକରେ ବିଶ୍ୱସ୍ତରୀୟ ଏସସିବି ନିର୍ମାଣ, ସଂପ୍ରସାରଣ ଯୋଜନା, ତାଳଦଣ୍ଡା କେନାଲ ରାସ୍ତା ସଂପ୍ରସାରଣ, ନେତାଜୀ ସୁଭାଷ ବୋଷ ଟର୍ମିନାଲ୍, ଚଣ୍ଡୀମନ୍ଦିର ପ୍ରକଳ୍ପ ଭଳି ଚାଲିଥିବା ବିଭିନ୍ନ ଉନ୍ନୟନ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ଦିଗରେ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହୁଥିବାରୁ ତାଙ୍କ କାର୍ଯ୍ୟକାଳ ଅବଧି ବୃଦ୍ଧି କରାଯାଇଥିବା ଜଣାପଡ଼ିଛି ।

ଗତବର୍ଷ ସେପ୍ଟେମ୍ବର ୩୦ ରେ ଆଇଏଏସ୍ ଅଫିସର ଶ୍ରୀ ସାମଲ ଚାକିରିରୁ ଅବସର ନେବା ଦିନ ରାଜ୍ୟ ସରକାର ତାଙ୍କୁ ତତକ୍ଷଣାତ୍ ସିଡିଏର ଅଧ୍ୟକ୍ଷ ଭାବେ ନିଯୁକ୍ତି(ଏନଗେଜ୍) କରିଥିଲେ । ବର୍ଷକ ପାଇଁ ତାଙ୍କୁ ଏହି ନିଯୁକ୍ତି ଦିଆଯାଇଥିଲା । କଟକ ମ୍ୟୁନିସିପାଲିଟି କର୍ପୋରେସନ୍ ନୂଆ କାଉନସିଲ୍ ଗଠନ ହେବା ପର୍ଯ୍ୟନ୍ତ ପ୍ରଶାସକ ଦାୟିତ୍ୱ ମଧ୍ୟ ଧରାଯାଇଥିଲା । ତାଙ୍କର ଦରମା ଓ ଆନୁସଙ୍ଗିକ ଖର୍ଚ୍ଚ ସିଡିଏ ବହନ କରିବ ବୋଲି ନଗର ଉନ୍ନୟନ ବିଭାଗର ବିଜ୍ଞପ୍ତିରେ କୁହାଯାଇଥିଲା ।

ସୂଚନାଥାଉକି, ଅନୁଗୁଳ ଜିଲ୍ଲାପାଳ ଭାବେ କାର୍ଯ୍ୟ କରୁଥିବା ବେଳେ ଶ୍ରୀ ସାମଲଙ୍କୁ ୨୦୧୯ ଫେବ୍ରୁଆରୀରେ ରାଜ୍ୟ ସରକାର କେନ୍ଦ୍ରାଞ୍ଚଳ ରାଜସ୍ୱ କମିସନର ଭାବେ କଟକ ବଦଳି କରିଥିଲେ । ସିଏମସିର ପ୍ରଶାସକ ଦାୟିତ୍ୱ ମଧ୍ୟ ଦିଆଯାଇଥିଲା ।

Previous Post

କାହା ସୁରକ୍ଷାରେ ବାବୁ ପ୍ରମୋଦ ପୃଷ୍ଟି?

Next Post

ମନ୍ତ୍ରୀ, ବିଧାୟକଙ୍କୁ ଜିଲ୍ଲା ଯୋଜନା କମିଟି ଦାୟିତ୍ୱ

Next Post
ମନ୍ତ୍ରୀ, ବିଧାୟକଙ୍କୁ ଜିଲ୍ଲା ଯୋଜନା କମିଟି ଦାୟିତ୍ୱ

ମନ୍ତ୍ରୀ, ବିଧାୟକଙ୍କୁ ଜିଲ୍ଲା ଯୋଜନା କମିଟି ଦାୟିତ୍ୱ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA