Wednesday, July 1, 2026 05:54 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ପ୍ରସବ ଯନ୍ତ୍ରଣା ଭୋଗୁଥିବା ଅସହାୟ ମହିଳାଙ୍କୁ ସହାୟତା ଯୋଗାଇଦେଲା ‘ଓଡ଼ିଶା ମୋ ପରିବାର’

by Our Correspondent
14 May, 2022- 09:27 PM
in News
1 min read
0
ପ୍ରସବ ଯନ୍ତ୍ରଣା ଭୋଗୁଥିବା ଅସହାୟ ମହିଳାଙ୍କୁ ସହାୟତା ଯୋଗାଇଦେଲା ‘ଓଡ଼ିଶା ମୋ ପରିବାର’

ଭୁବନେଶ୍ୱର: ବହୁତ ଅସହାୟ ସେତେବେଳେ ଲାଗିଥାଏ, ଯେତେବେଳେ ଆମର ନିଜର ଲୋକ ଆମକୁ ଅସୁବିଧାରେ ଦେଖି ମଧ୍ୟ ସାହାଯ୍ୟ କରିନଥାନ୍ତି । ଠିକ୍ ଏମିତି କିଛି ଘଟିଥିଲା ଜଣେ ଅସହାୟ ଗର୍ଭବତୀ ମହିଳା ସହିତ ଯିଏକି ପ୍ରସବ ଯନ୍ତ୍ରଣା ପାଇ ଛଟପଟ ହେଉଥିବା ବେଳେ ତା’ର ନିଜ ସ୍ଵାମୀ ମଦ୍ୟପ ଅବସ୍ଥାରେ, ତା’ଠୁ ପଇସା ଛଡେଇ ହସ୍ପିଟାଲ ପରିସରରେ ଏକା ଛାଡି ଚାଲି ଯାଇଥିଲେ । ଏଭଳି ଜଣେ ଅସହାୟ ମହିଳାଙ୍କୁ ସହଯୋଗର ହାତ ବଢାଇଛି ଓଡ଼ିଶା ମୋ ପରିବାର ।

ସୂଚନାଯୋଗ୍ୟ, ଗତ ଏପ୍ରିଲ ୧୩ ତାରିଖ ଦିନ ବ୍ରହ୍ମପୁର ସହର ବ୍ୟାଙ୍କ କଲୋନୀ ଅଞ୍ଚଳର ଜନୈକ ଗର୍ଭବତୀ ମହିଳା ବିଳମ୍ବିତ ରାତ୍ରିରେ ଏମ୍.କେ.ସି.ଜି ହସ୍ପିଟାଲ ପରିସରରେ ପ୍ରସବ ଯନ୍ତ୍ରଣାରେ ଛଟପଟ ହେଉଥିଲେ । ତାଙ୍କ ସ୍ଵାମୀ ମଦ୍ୟପ ଅବସ୍ଥାରେ, ପଇସା ଛଡେଇ ହସ୍ପିଟାଲ ପରିସରରେ ଏକା ଛାଡି ଚାଲି ଯାଇଥିଲେ । ଏଭଳି ଅସମୟରେ ଉପାୟଶୂନ୍ୟ ହୋଇ ସେ ଜଣେ ପରିଜନଙ୍କ ଠାରୁ ମୋବାଇଲ ଆଣି ବ୍ରହ୍ମପୁର ବିଧାୟକ ଶ୍ରୀ ବିକ୍ରମ ପଣ୍ଡାଙ୍କୁ ଯୋଗାଯୋଗ କରିଥିଲେ ଏବଂ ତାଙ୍କ ସମସ୍ୟା ବିଷୟରେ ଜଣାଇଥିଲେ ।

ଏ ସମ୍ପର୍କରେ ଜାଣିବା ପରେ ଶ୍ରୀ ପଣ୍ଡା ସଙ୍ଗେସଙ୍ଗେ ଓଡ଼ିଶା ମୋ ପରିବାର ହେଲ୍ପଡ଼େସ୍କ ସହଯୋଗୀ ଗିରିଜା ଶଙ୍କର ଶତପଥୀଙ୍କୁ ଘଟଣା ତଦାରଖ କରିବାକୁ କହିଥିଲେ । ସୂଚନା ପାଇ ଗିରିଜା ତୁରନ୍ତ ପଦକ୍ଷେପ ନେଇ ତାଙ୍କୁ ହସ୍ପିଟାଲ ପରିସରରୁ ଉଦ୍ଧାର କରି ସିଧାସଳଖ ହସ୍ପିଟାଲକୁ ନେଇଯାଇଥିଲେ । ହସ୍ପିଟାଲର ପ୍ରକ୍ରିୟାରେ ଦସ୍ତଖତ କରିବାକୁ ମହିଳା ଜଣଙ୍କର କେହି ସମ୍ପର୍କୀୟ ନଥିବାରୁ ଗିରିଜା ନିଜେ ତାଙ୍କର ପରିବାର ସଦସ୍ୟ ହୋଇ ଦସ୍ତଖତ କରିବା ସହିତ ଆର୍ଥିକ ସହାୟତା ମଧ୍ୟ ପ୍ରଦାନ କରିଥିଲେ । ଉଚିତ ସ୍ୱାସ୍ଥ୍ୟସେବା ପାଇବା ପରେ ଶୁକ୍ରବାର ସନ୍ଧ୍ୟାରେ ସେ ଏକ ଶିଶୁକନ୍ୟାକୁ ଜନ୍ମ ଦେଇଥିଲେ ।

ଅସହାୟ ମହିଳା ଜଣକ ହାତରେ ନବଜାତ ଶିଶୁକନ୍ୟାକୁ ଦେଖି ଖୁସିରେ ଭାବବିହ୍ଵଳ ହୋଇଯାଇଥିଲେ ଏବଂ ନିଜ ଭାଇ ପରି ସାହାଯ୍ୟ କରିବା ପାଇଁ ଆଗେଇ ଆସିଥିବାରୁ ସେ ଓଡ଼ିଶା ମୋ ପରିବାର ହେଲ୍ପଡ଼େସ୍କ ସହଯୋଗୀ ଗିରିଜାଙ୍କୁ ଅଶେଷ ଧନ୍ୟବାଦ ଜଣାଇଥିଲେ ।

Previous Post

ତ୍ରିପୁରା ହଟଚମଟ; ବଦଳିଲେ ମୁଖ୍ୟମନ୍ତ୍ରୀ

Next Post

ବିଜେପିରେ ଅଲୋଡ଼ା ବିଜୟ ମହାପାତ୍ର

Next Post
ବିଜେପିରେ ଅଲୋଡ଼ା ବିଜୟ ମହାପାତ୍ର

ବିଜେପିରେ ଅଲୋଡ଼ା ବିଜୟ ମହାପାତ୍ର

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA