ମହାରାଷ୍ଟ୍ରରେ ପୋଛିନେଲା ମହାୟୁଡି
ଭୁବନେଶ୍ୱର: ମହାରାଷ୍ଟ୍ର ଓ ଝାଡ଼ଖଣ୍ଡ ନିର୍ବାଚନ ଫଳ ପ୍ରକାଶ ପାଇଛି । ମହାରାଷ୍ଟ୍ରରେ ବିଜେପି ନେତୃତ୍ୱାଧୀନ ମହାୟୁଡି ମେଣ୍ଟ ବିପୁଳ ବିଜୟ ପଥରେ ଅଗ୍ରସର ହେଉଥିବା ବେଳେ ଝାଡ଼ଖଣ୍ଡରେ ଜେଏମଏମ-କଂଗ୍ରେସ ନେତୃତ୍ୱାଧୀନ ଇଣ୍ଡି ମେଣ୍ଟ କୁ ଅଶେଷ ସଫଳତା ମିଳିଛି ।...
Read more








