Our Correspondent

କିମ୍‍ସରେ ବିଶ୍ୱ ଆତ୍ମହତ୍ୟା ନିରୋଧ ଦିବସ ପାଳିତ

ଭୁବନେଶ୍ୱର: ଆତ୍ମହତ୍ୟା ପ୍ରତିରୋଧ ଦିଗରେ ସଚେତନତା ସୃଷ୍ଟି କରିବା ପାଇଁ କିମ୍‍ସ ମାନସିକ ରୋଗ ବିଭାଗ ପକ୍ଷରୁ ମଙ୍ଗଳବାର ବିଶ୍ୱ ଆତ୍ମହତ୍ୟା ନିବାରଣ ଦିବସ ଆୟୋଜିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଆତ୍ମହତ୍ୟା ପ୍ରବୃତ୍ତିକୁ ଚିହ୍ନଟ କରିବା ଓ ମାନସିକ ସ୍ୱାସ୍ଥ୍ୟ ଚିକିତ୍ସାର...

Read more

ନିର୍ମାଣ ଶ୍ରମିକଙ୍କ ସହାୟତା ରାଶି ବୃଦ୍ଧି

ଭୁବନେଶ୍ୱର: ନିର୍ମାଣ ଶ୍ରମିକଙ୍କ କଲ୍ୟାଣାର୍ଥେ ଓଡିଶା ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ ପକ୍ଷରୁ ପୂର୍ବରୁ ମିଳୁଥିବା ଦୁର୍ଘଟଣାଜନିତ ମୃତ୍ୟୁକାଳୀନ ସହାୟତା ରାଶିକୁ ୪ ଲକ୍ଷ ଟଙ୍କାରୁ ୬ ଲକ୍ଷ ଟଙ୍କା ଏବଂ ସ୍ୱାଭାବିକ ମୃତ୍ୟୁ କ୍ଷେତ୍ରରେ ମିଳୁଥିବା ସହାୟତା ରାଶିକୁ ୨...

Read more

ଆଈ ମା ଗପ ଛାଡ଼, କାମ କରି ଦେଖାଅ: ନବୀନ

ଭୁବନେଶ୍ୱର: ବଡ଼ ପାଟିରେ କହିଲେ ମିଛ ସତ ହୁଏ ନାହିଁ । ତିନି ମାସ ହୋଇଗଲା । ଏବେ ଆଈ ମା ଗପ ଛାଡ଼ । କାମ କରି ଦେଖାଅ । ରାଜ୍ୟର ବିଜେପି ସରକାରଙ୍କୁ ଆଜି ଏମିତି ଭାଷାରେ ନିଶାନା...

Read more

ଝାଡ଼ଖଣ୍ଡ ରାଜନୀତିକୁ ଫେରିଯିବେ ରଘୁବର !

ଭୁବନେଶ୍ୱର: ରାଜ୍ୟପାଳ ରଘୁବର ଦାସଙ୍କର ଓଡ଼ିଶାରେ ଆଉ ମନ ଲାଗୁନାହିଁ । ଝାଡ଼ଖଣ୍ଡ ନିର୍ବାଚନ ପାଖେଇ ଆସୁଥିବାରୁ ସେଠାକୁ ମନ ଚାଲିଯାଇଛି । ନିଜର ପାରମ୍ପରିକ ଆସନରୁ ନିର୍ବାଚନ ଲଢ଼ି ପୁନର୍ବାର ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେବାର ସ୍ୱପ୍ନ ଦେଖିଛନ୍ତି । ସେଥିପାଇଁ...

Read more

ରେଭେନସା ବିବାଦ: ଟୁଇଟ୍ କରି ଝାଡ଼ିଲେ ନବୀନ

ଭୁବନେଶ୍ୱର: ରେଭେନସା ବିଶ୍ୱବିଦ୍ୟାଳୟର ନାମ ବଦଳାଇବା ବିତର୍କରେ ନିଆଁ ଲାଗିଥିବା ବେଳେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କର ଏକ ଟୁଇଟ୍(ଏକ୍ସ) ରାଜନୈତିକ ପାଣିପାଗକୁ ସରଗରମ କରିଛି । ଓଡିଆ ଅସ୍ମିତାର ଦ୍ୱାହି ଦେଇ ଇତିହାସକୁ ବିକୃତ...

Read more

ପୋଲାଭରମ୍ ବିରୋଧରେ ଅଣ୍ଟା ଭିଡ଼ିଲା ବିଜେଡି

ଭୁବନେଶ୍ୱର: କେନ୍ଦ୍ର ସରକାର ବଜେଟରେ ପୋଲାଭରମ ପ୍ରକଳ୍ପ ପାଇଁ ପନ୍ଦର ହଜାର କୋଟି ବ୍ୟୟବରାଦ କରିବା ପରେ ପୋଲାଭରମ ପ୍ରକଳ୍ପ କାମ ଦ୍ରୁତ ଗତିରେ ଆଗେଇଛି ଓ ଏହା ଫେବୃଆରୀ ୨୦୨୬ ସୁଦ୍ଧା ସମ୍ପୂର୍ଣ ହେବ ବୋଲି ଲକ୍ଷ୍ୟ ରହିଛି ।...

Read more

୧୫ରୁ ଆଉ ୩ଟି ବନ୍ଦେ ଭାରତ ଟ୍ରେନ

ଭୁବନେଶ୍ୱର: ଆସନ୍ତା ୧୫ ତାରିଖରୁ ଓଡ଼ିଶାରେ ଆଉ ୩ଟି ବନ୍ଦେ ଭାରତ ଟ୍ରେନ ଚଳାଚଳ କରିବ । ସେଗୁଡ଼ିକ ହେଲା: ଟାଟା-ବ୍ରହ୍ମପୁର ବନ୍ଦେ ଭାରତ, ରାଉରକେଲା-ହାୱଡ଼ା ବନ୍ଦେ ଭାରତ ଏବଂ ଦୁର୍ଗ-ବିଶାଖାପାଟଣା ବନ୍ଦେ ଭାରତ । ଓଡ଼ିଶାରେ ଏହି ତିନୋଟିକୁ ମିଶାଇ...

Read more
Page 183 of 980 1 182 183 184 980