Our Correspondent

ଆଉ ଜଣେ ମାଲଦାର ଯନ୍ତ୍ରୀ: ୨କୋଠା, ୨ ଫ୍ଲାଟ୍, ୪୨ ପ୍ଲଟ୍

ଭୁବନେଶ୍ୱର: ଭୁବନେଶ୍ୱରରୁ ଆରମ୍ଭ କରି ଖୋର୍ଦ୍ଧା, କଟକ, ଢ଼େଙ୍କାନାଳ, ଭଦ୍ରକ, ଯାଜପୁର । ଯୁଆଡ଼େ ଦେଖିବ ପୁଳା ପୁଳା ସମ୍ପତ୍ତି । ଭୁବନେଶ୍ୱର ଛାତି ଉପରେ ବିଶାଳ କୋଠା, ଦୁଇ ଦୁଇଟି ଫ୍ଲାଟ୍ । କେବଳ ଯାଜପୁରରେ ୩୨ଟି ପ୍ଲଟ୍ କୁ...

Read more

ପୁଲିସ ଡିଜି ବି ହେବେ ଅଣଓଡ଼ିଆ !

ଭୁବନେଶ୍ୱର: ଅସ୍ଥାୟୀ ପୁଲିସ ଡିଜି ଅରୁଣ ଷଡ଼ଙ୍ଗୀଙ୍କୁ ହଟାଇ ଜଣେ ସ୍ଥାୟୀ ଡିଜିପିଙ୍କୁ ନିଯୁକ୍ତି ପାଇଁ ନୂଆ ସରକାର ପ୍ରକ୍ରିୟା ଆଗକୁ ବଢ଼ାଇଛନ୍ତି । ଏହିକ୍ରମରେ ତିନିଜଣ ବରିଷ୍ଠ ଆଇପିଏସ୍ ଅଧିକାରୀଙ୍କଠାରୁ ବାୟୋଡାଟା ମଗାଯାଇଛି । ସେମାନେ ହେଲେ ୧୯୮୮ ବ୍ୟାଚ୍...

Read more

ପୂର୍ବତନ ମନ୍ତ୍ରୀଙ୍କ ଛତ୍ରଛାୟାରେ ଥିଲେ ପ୍ରଭାସ ପ୍ରଧାନ !

ଭୁବନେଶ୍ୱର: ବାଲେଶ୍ୱର ଜିଲ୍ଲା ଜଳସେଚନ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ ପ୍ରଭାସ ଚନ୍ଦ୍ର ପ୍ରଧାନ ଶେଷରେ ବନ୍ଧା ହୋଇଛନ୍ତି । ଜଣେ ଯନ୍ତ୍ରୀଙ୍କର ଏଭଳି ଅଚଳାଅଚଳ ସମ୍ପତ୍ତି ସାରା ରାଜ୍ୟବାସୀଙ୍କୁ ତାଜୁବ୍ କରିଦେଇଛି । ଗତକାଲି ଭିଜିଲାନସ୍ ଚଢ଼ଉରୁ ତାଙ୍କର ଏକ ପାଞ୍ଚ...

Read more

ଯନ୍ତ୍ରୀଙ୍କର ୮୫ ପ୍ଲଟ୍, ୫ ମହଲା କୋଠା

ଭୁୁବନେଶ୍ୱର: ଜୁଲାଇ ଶେଷ ସପ୍ତାହରେ ଭିଜିଲାନସ୍ ର ଦୁଇଟି ଚଢ଼ଉ ସମସ୍ତଙ୍କର ଆଖି ଖୋସି ଦେଇଥିଲା । ବଲାଙ୍ଗୀର ଲୋୟର ସୁକତେଲ ପ୍ରକଳ୍ପର ମୁଖ୍ୟ ନିର୍ମାଣ ଇଞ୍ଜିନିୟର ସୁନୀଲ କୁମାର ରାଉତଙ୍କର ୫ଟି ଅଟ୍ଟାଳିକା ଓ ଫ୍ଲାଟ୍ ବ୍ୟତୀତ ୩୪ଟି ପ୍ଲଟ୍...

Read more

ବିଡିଓ ମ୍ୟାଡାମ୍ ଙ୍କ ଲୁଟ୍ କାହାଣୀ

ଭୁବନେଶ୍ୱର: କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବିଡିଓ ଅକ୍ଷମିତା କାର୍ତ୍ତିକଙ୍କୁ ଆଜି ଭିଜିଲାନସ୍ ଗିରଫ କରିଛି । କୋର୍ଟରେ ଜାମିନ୍ ନାମଞ୍ଜୁର ହେବାରୁ ତାଙ୍କୁ ଜେଲ୍ କୁ ପଠାଇ ଦିଆଯାଇଛି । ଗତକାଲି ଏହି ମ୍ୟାଡାମ୍ ଭବାନୀପାଟଣାଠାରେ ଜିଲ୍ଲାପାଳଙ୍କ ମିଟିଂରେ ଯୋଗ ଦେଇସାରି...

Read more

ସେୟା ହେଲା; ବିଜେପିରେ ମମତା ମହାନ୍ତ

ଭୁବନେଶ୍ୱର: ଯାହା ଅନୁମାନ କରାଯାଉଥିଲା ସେୟା ହେଲା । ଗତକାଲି ରାଜ୍ୟସଭା ସାଂସଦ ପଦରୁ ଇସ୍ତଫା ଦେବା ସହ ବିଜେଡିରୁ ସମ୍ପର୍କ ଛିନ୍ନ କରିଥିବା ମମତା ମହାନ୍ତ ଆଜି ବିଜେପିରେ ଯୋଗ ଦେଇଛନ୍ତି । ଦିଲ୍ଲୀ ବିଜେପି ମୁଖ୍ୟାଳୟରେ ସାଧାରଣ ସମ୍ପାଦକ...

Read more

କେରଳ ଟ୍ରାଜେଡି: ଶବ ହୋଇଗଲେ ଡାକ୍ତର ବିଷ୍ଣୁପ୍ରସାଦ

ଭୁବନେଶ୍ୱର: ବିବାହ ପରେ ପତ୍ନୀଙ୍କୁ ସାଙ୍ଗରେ ଧରି ପ୍ରଥମ ଥର ପାଇଁ ବାହାରକୁ ବୁଲିବାକୁ ଯାଇଥିଲେ ଡାକ୍ତର ବିଷ୍ଣୁପ୍ରସାଦ ଚିନାରା । ମାତ୍ର ସେଠାରେ ମୃତ୍ୟୁ ତାଙ୍କୁ ଯେମିତି ଛକି ରହିଥିଲା । କେରଳର ୱାୟନାଡ଼ରେ ପ୍ରକୃତିର ଭୟଙ୍କର ତାଣ୍ଡବରେ ଚାଲିଗଲା...

Read more
Page 195 of 980 1 194 195 196 980