Our Correspondent

ଆଉ ୨୦ ପ୍ଲଟ୍ ଠାବ, ସମୁଦାୟ ୧୦୫ ପ୍ଲଟ୍

ଭୁବନେଶ୍ୱର: ଏ ବାବୁଙ୍କ ପ୍ଲଟ୍ ସଂଖ୍ୟାର ଥଳକୂଳ ପାଉନି ଭିଜିଲାନସ୍ । ଆଗରୁ ମିଳିଥିଲା ୮୫ ପ୍ଲଟ୍ । ଏବେ ମିଳିଲାଣି ଆହୁରି ୨୦ ଟି ପ୍ଲଟ୍ । ଅଧିକ ଖୋଳତାଡ଼ ବେଳେ ପଶ୍ଚିମବଙ୍ଗର ୱେଷ୍ଟ ମେଦିନାପୁର ଜିଲ୍ଲାରେ ତାଙ୍କର ଏହି...

Read more

ମମତାଙ୍କ ଜାଗାରେ କିଏ ?

ଭୁବନେଶ୍ୱର: ଓଡ଼ିଶା ସମେତ ୯ଟି ରାଜ୍ୟରେ ଖାଲିପଡ଼ିଥିବା ୧୨ ରାଜ୍ୟସଭା ଆସନ ପାଇଁ ଉପନିର୍ବାଚନ ତାରିଖ ଘୋଷଣା ହୋଇଛି । ନିର୍ବାଚନ କମିସନଙ୍କ ପକ୍ଷରୁ ଆଜି ଏହାର କାର୍ଯ୍ୟସୂଚୀ ପ୍ରକାଶ ପାଇଛି । ଆସନ୍ତା ୧୪ ତାରିଖରେ ଉପନିର୍ବାଚନ ବିଜ୍ଞପ୍ତି ପ୍ରକାଶ...

Read more

୨୦୪୭ ସୁଦ୍ଧା ଓଡ଼ିଶା ଅର୍ଥନୀତି ୧.୫୦ ଟ୍ରିଲିଅନ୍ ଡଲାର ପହଞ୍ଚିବା ଲକ୍ଷ୍ୟ

ଭୁବନେଶ୍ୱର: ବିକଶିତ ଓଡିଶାର ସ୍ୱପ୍ନକୁ ସାକାର କରିବା ପାଇଁ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ନୀତି ଆୟୋଗ ଆଗେଇ ଆସିଛି। ଆଜି ଲୋକସେବା ଭବନରେ ନୀତି ଆୟୋଗର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ବି.ଭି.ଆର୍ ସୁବ୍ରମନିୟମ୍ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟି...

Read more

ସମ୍ ରେ ଜଟିଳ ଯକୃତ ସମସ୍ୟାରେ ପୀଡ଼ିତ ବାଳିକାର ପ୍ଲାଜମ୍ ଏକ୍ସଚେଞ୍ଜ ଦ୍ୱାରା ସଫଳ ଚିକିତ୍ସା

ଭୁବନେଶ୍ୱର : ଯକୃତ ନଷ୍ଟ ହୋଇ ଗୁରୁତର ହୋଇପଡ଼ିଥିବା ଜଣେ ୯ ବର୍ଷୀୟା ବାଳିକାଙ୍କର ପ୍ଲାଜ୍‌ମା ଏକ୍ସଚେଞ୍ଜ ଚିକିତ୍ସା ମାଧ୍ୟମରେ ସମ୍ ଅଲ୍ଟିମେଟ ମେଡିକେୟାରର ଚିକିତ୍ସକ ସମ୍ପୂର୍ଣ୍ଣ ସୁସ୍ଥ କରିପାରିଛନ୍ତି । ବାହ୍ୟ ସଂକ୍ରମଣ ଯୋଗୁଁ ଜଣ୍ଡିସ୍‌ରେ ପୀଡ଼ିତା ବାଳିକାଟି ଅସୁସ୍ଥ...

Read more

ଜିଲ୍ଲାପାଳଙ୍କ ରିପୋର୍ଟ କାଇଁ ?

ଭୁବନେଶ୍ୱର: ରାଜ୍ୟପାଳ ରଘୁବର ଦାସଙ୍କ ଅଭିଭାଷଣ ସହ ଜୁଲାଇ ୨୨ରୁ ଆରମ୍ଭ ହେଲା ସପ୍ତଦଶ ବିଧାନସଭାର ପ୍ରଥମ ଅଧିବେଶନ । ଆରମ୍ଭରୁ ହିଁ ଗୃହ ଅଶାନ୍ତ ହୋଇପଡ଼ିଲା । ରାଜ୍ୟପାଳଙ୍କ ପୁଅ ଜଣେ ଓଡିଆ ଅଧିକାରୀଙ୍କୁ ମାଡ଼ ମାରି ଲହୁ ଲୁହାଣ...

Read more

ବନ୍ଧା ହେଲେ ମାଲଦାର ଯନ୍ତ୍ରୀ

ଭୁବନେଶ୍ୱର: ଓଡ଼ିଶା ସେତୁ ଓ ନିର୍ମାଣ ନିଗମ(ଓବିସିସି)ର ଅତିରିକ୍ତ ମୁଖ୍ୟଯନ୍ତ୍ରୀ ପ୍ରଦୀପ କୁମାର ରଥଙ୍କୁ ବାନ୍ଧିଛି ଭିଜିଲାନସ୍ । ବିପୁଳ ଆୟ ବହିର୍ଭୂତ ସମ୍ପତ୍ତି ରଖିବା ଅଭିଯୋଗରେ ତାଙ୍କୁ ଆଜି ଗିରଫ କରାଯାଇଛି । ଏହି ବାବୁଙ୍କର ୨ଟି ତିନିମହଲା କୋଠା,...

Read more

ବିପର୍ଯ୍ୟୟ କାରଣ ନ ଖୋଜି ଆଗକୁ ବଢ଼ିଲେ ନବୀନ

ଭୁବନେଶ୍ୱର: ନିର୍ବାଚନରେ ବିଜେଡି ବିପର୍ଯ୍ୟୟ କାରଣ ଖୋଜିବାକୁ ଚାହିଁନାହାନ୍ତି ସଭାପତି ନବୀନ ପଟ୍ଟନାୟକ । କେଉଁ କାରଣ ପାଇଁ ଦଳର ଏଭଳି ସ୍ଥିତି ହେଲା ତାହାର ସମୀକ୍ଷା ନ କରି ଆଗକୁ ବଢ଼ିଛନ୍ତି । ମାସେ ତଳେ ଭାଙ୍ଗି ଦିଆଯାଇଥିବା ସଂଗଠନର...

Read more
Page 194 of 980 1 193 194 195 980