Our Correspondent

ଅନଲାଇନ ମାଧ୍ୟମରେ ୧୨,୦୦୦ ରୁ ଅଧିକ ମତାମତ

ଭୁବନେଶ୍ୱର: ଆମର ବଜେଟ୍ ଟି ଯେପରି ବାସ୍ତବରେ ‘ଲୋକଙ୍କ ବଜେଟ୍’ ଭାବରେ ସମସ୍ତଙ୍କ ଆଶା ଆକାଂକ୍ଷାକୁ ପ୍ରତିଫଳିତ କରିବ, ସେଥିପାଇଁ ଆମର ଉଦ୍ୟମ ଜାରି ରହିଛି। ସେଥିପାଇଁ ସମାଜର ସବୁ ବର୍ଗଙ୍କ ମତାମତ ଆମେ ଗ୍ରହଣ କରୁଛୁ। ଲୋକଙ୍କ ସରକାର ଭାବରେ...

Read more

ରଥ ଉପରେ ମୋବାଇଲ୍ ମନା

ଭୁବନେଶ୍ୱର: ଅଣସେବାୟତମାନେ ରଥ ଉପରକୁ ଚଢ଼ିପାରିବେ ନାହିଁ କି ରଥ ଉପରକୁ କେହି ମୋବାଇଲ୍ ନେଇପାରିବେ ନାହିଁ । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଭାବେ ଆଜି ଦାୟିତ୍ୱ ନେଉ ନେଉ ଏହି କଟକଣା ଜାରି କରିଛନ୍ତି ଅରବିନ୍ଦ ପାଢ଼ୀ । ରଥ...

Read more

ନଗର ଉନ୍ନୟନ ବିଭାଗର ଦାୟିତ୍ୱ ନେଲେ ଉଷା ପାଢ଼ୀ

ଭୁବନେଶ୍ଵର : ଶ୍ରୀମତୀ ଉଷା ପାଢ଼ୀ ଗୃହ ନିର୍ମାଣ ଓ ନଗର ଉନ୍ନୟନ (ଏଚ୍ ଆଣ୍ଡୟୁଡି) ବିଭାଗର ପ୍ରମୁଖ ସଚିବ ଭାବେ ଆଜି ଦାୟିତ୍ୱ ଗ୍ରହଣ କରିଛନ୍ତି। ଦାୟିତ୍ୱ ଗ୍ରହଣ କରିବା ପରେ ବିଭାଗୀୟ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରି...

Read more

ପହଣ୍ଡି ଅଘଟଣ: ମୋହନଙ୍କୁ ଚିଠି ଲେଖିଲେ ନବୀନ, ଉତ୍ତର ଦେଲେ ମୋହନ

ଭୁବନେଶ୍ୱର: ବଡ଼ଠାକୁରଙ୍କ ପହଣ୍ଡି ଅଘଟଣକୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଆଜି ଏକ ଚିଠି ଲେଖିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ନବୀନ ଲେଖିଛନ୍ତି ଯେ ମହାପ୍ରଭୁ ହେଉଛନ୍ତି ଓଡ଼ିଆ ଜାତିର ମୁରବୀ ।...

Read more

ମହାପ୍ରଭୁଙ୍କ ଖଣ୍ଡାଲାଇଟ୍ ଖଣିକୁ ବି ଲୁଟିଲେ!

ଭୁବନେଶ୍ୱର: ପୁରୀ ଜଗନ୍ନାଥ ମନ୍ଦିରର ସୌନ୍ଦର୍ଯ୍ୟକରଣ ପାଇଁ ରାଜ୍ୟ ସରକାର ୬ ଟି ଖଣ୍ଡାଲାଇଟ୍ ଖଣି ସଂରକ୍ଷିତ ରଖିଛନ୍ତି । ମାତ୍ର ଆଶ୍ଚର୍ଯ୍ୟଜନକ ଭାବେ ସେଥିରୁ ୩ଟି ଖଣି ଉଭାନ ହୋଇଯାଇଛି । କାହିଁକି ନା, ସରକାରଙ୍କ ପାଖରେ ଏହି ଖଣିଗୁଡ଼ିକର...

Read more

ଆଇପିଏସ୍ ଆଶିଷ ସିଂହଙ୍କୁ ଛାଟ

ଭୁୁବନେଶ୍ୱର: ପୂର୍ବ ସରକାରରେ ପରାକ୍ରମୀ ଆଇପିଏସ୍ ଅଫିସର ଆଶିଷ କୁମାର ସିଂହ ନୂଆ ସରକାରରେ ସମ୍ପୂର୍ଣ୍ଣ ଦୁର୍ବଳ ଓ ଅସହାୟ ହୋଇଯାଇଛନ୍ତି । ରାଜ୍ୟ ସରକାର ତାଙ୍କର ଆଜି ଗୋଟିକିଆ ବଦଳି ନିର୍ଦ୍ଦେଶ ବାହାର କରିଛନ୍ତି । ଗୃହ ବିଭାଗରେ ଓଏସଡି...

Read more

୧୨ ବର୍ଷର ଗାଦିରୁ ହଟିଲେ ମାଥିଭାଥନନ୍

ଭୁବନେଶ୍ୱର: ନୂଆ ସରକାର ପ୍ରଥମ ଥର ପାଇଁ ସଚିବସ୍ତରରେ ଏକ ବଡ଼ ଧରଣର ଅଦଳବଦଳ କରିଛନ୍ତି । ଦୁଇ ଦୁଇଟି ଗୁରୁତ୍ୱପୂର୍ଣ୍ଣ ବିଭାଗରେ ଦୀର୍ଘ ୧୦ ବର୍ଷରୁ ଅଧିକ ସମୟ ଧରି ଆସ୍ଥାନ ଜମାଇଥିବା ଜି. ମାଥିଭାଥନନଙ୍କୁ ଗୋପବନ୍ଧୁ ଏକାଡେମୀକୁ ପଠାଇ...

Read more
Page 202 of 981 1 201 202 203 981