Our Correspondent

କେବଳ ଗଞ୍ଜେଇରୁ ଜେଲରଙ୍କ ପକେଟକୁ ମାସିକ ୬୦ ଲକ୍ଷ !

ଭୁବନେଶ୍ୱର: ଭୁବନେଶ୍ୱର ଝାରପଡ଼ା ଜେଲ୍ ରେ ଖୁଲମଖୁଲା ଚାଲିଛି ନିଶା ବେପାର । ଖୋଦ୍ ଜେଲ୍ କର୍ତ୍ତୃପକ୍ଷ ଅପରାଧୀମାନଙ୍କୁ ଏହା ଯୋଗାଇ ଦେଉଛନ୍ତି । କେବଳ ଗଞ୍ଜେଇରୁ ଜେଲ୍ ର ମାସିକ ଲାଭ ପାଉଛନ୍ତି ୫୦ରୁ ୬୦ ଲକ୍ଷ ଟଙ୍କା ।...

Read more

କେରଳ ଓ ତ୍ରିପୁରାକୁ ୫ କୋଟି ଟଙ୍କା ଲେଖାଏଁ ସହାୟତା

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ସଂଧ୍ୟାରେ କେରଳର ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ ଓ ତ୍ରିପୁରାର ମୁଖ୍ୟମନ୍ତ୍ରୀ ମାନିକ ଶାହାଙ୍କ ସହିତ ଫୋନ ଯୋଗେ ଆଲୋଚନା କରି ଉଭୟ ରାଜ୍ୟରେ ପ୍ରାକୃତିକ ବିପର୍ଯ୍ୟୟ ଯୋଗୁଁ ଘଟିଥିବା କ୍ଷୟକ୍ଷତି ପାଇଁ ସମବେଦନା...

Read more

ବିଜେପିର ମିଛ ପଦାରେ ପକାଅ: ନବୀନ

ଭୁବନେଶ୍ୱର: ମିଛ ବିଜେପିର ସବୁଠାରୁ ବଡ଼ ପରିଚୟ। ମିଛ ପ୍ରତିଶ୍ରୁତି ଦେଇ ବିଜେପି କ୍ଷମତାକୁ ଆସିଛି। ତେଣୁ ବିଜେପିର ମିଛ ପଦାରେ ପକାଇବାକୁ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଆହ୍ୱାନ ଜଣାଇଛନ୍ତି। ଆଜି ଶଙ୍ଖ ଭବନରେ ଆୟୋଜିତ ବିଜୁ ମହିଳା...

Read more

ମନମୋହନଙ୍କୁ ଅପରାଜିତାଙ୍କ ଚାଲେଂଜ !

ଭୁବନେଶ୍ୱର: ଅପରାଜିତା ଷଡ଼ଙ୍ଗୀ ବିଜେପିରେ ତାଙ୍କ ରାଜନୀତି ଯାତ୍ରା ଆରମ୍ଭ କରିବା ଦିନରୁ ରାଜ୍ୟ ନେତୃତ୍ୱ ଏବଂ ସଂଗଠନକୁ ପାସଙ୍ଗରେ ନେଇନାହାନ୍ତି । ଦଳୀୟ ସଂଗଠନ ବାହାରେ ନିଜର ଏକ ସ୍ୱତନ୍ତ୍ର ଗୋଷ୍ଠୀ କରି ରାଜନୀତି କରିବାକୁ ସେ ଭଲ ପାଆନ୍ତି...

Read more

ଟି ଇ ରେଭେନସା ଓ ଓଡିଶାରେ ନବଜାଗରଣ

୧୮୯୮ ସାଲ,ନଭେମ୍ବର ୩୦ ତାରିଖର ରେଭେନସା ଙ୍କର ସେ ଚିଠିର ନେଳିଆ ପୃଷ୍ଠା ଆଜି ଜୀର୍ଣ୍ଣ, ଅକ୍ଷର ସବୁ ଅସ୍ପଷ୍ଟ,ପଢିବାରେ ଅସୁବିଧା ହୁଏ .. ମାତ୍ର ସେଥିରେ ଜଣେ ଅବସରପ୍ରାପ୍ତ ଇଂରେଜ କମିଶନରଙ୍କର କର୍ମଭୂମୀ ଓଡିଶା ପ୍ରତି ଆନ୍ତରିକତାର ଯେଉଁ ସ୍ୱାକ୍ଷର...

Read more

ଜାଗା ହଡ଼ପ: ରାଜ୍ୟପାଳଙ୍କୁ ବି ଖାତିର କଲେନି !

ଭୁବନେଶ୍ୱର: ଭୁବନେଶ୍ୱର ଚନ୍ଦ୍ରଶେଖରପୁର ଡିଷ୍ଟ୍ରିକ୍ଟ ସେଣ୍ଟରରେ ଜଣେ ଅଣଓଡ଼ିଆ ବୃଦ୍ଧଙ୍କର ମୂଲ୍ୟବାନ ପ୍ଲଟ୍ ହଡ଼ପ ଅଭିଯୋଗ ଉପରେ ବିଡିଏ କର୍ତ୍ତୃପକ୍ଷଙ୍କଠାରୁ ରିପୋର୍ଟ ମାଗିଥିଲେ ରାଜ୍ୟପାଳ ରଘୁବର ଦାସ । ବିଡିଏ ପକ୍ଷରୁ ଏଥିପାଇଁ ତତ୍ପରତା ପ୍ରକାଶ ପାଇଥିଲା । ତଳ ଆଡୁ...

Read more
Page 228 of 1023 1 … 227 228 229 … 1,023