କଂଗ୍ରେସର ଆଉ ୯ ଲୋକସଭା ପ୍ରାର୍ଥୀ
ଭୁୁବନେଶ୍ୱର: ଓଡ଼ିଶାର ୯ ଲୋକସଭା ଆସନ ପାଇଁ ଏଆଇସିସି ପକ୍ଷରୁ ଆଜି ପ୍ରାର୍ଥୀ ଘୋଷଣା କରାଯାଇଛି । ବାଲେଶ୍ୱରରୁ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନାଙ୍କୁ ପ୍ରାର୍ଥୀ କରାଯାଇଥିବା ବେଳେ ଭୁବନେଶ୍ୱରରୁ ୟାସିର ନୱାଜ୍ ପ୍ରାର୍ଥୀ ହୋଇଛନ୍ତି । ୟାସିର ରାଜ୍ୟ ଛାତ୍ର...
Read more








