କାଲି ଆସୁଛନ୍ତି ବୈଷ୍ଣବ, ବିଜେପି ନେତାଙ୍କୁ ଗଲା ଡ଼ାକରା
ଭୁୁବନେଶ୍ୱର: ରାଜ୍ୟସଭା ତୃତୀୟ ଆସନକୁ ନେଇ ଯେଉଁ ନାଁ ଚର୍ଚ୍ଚା ହେଉଛି ତାହା ଆପାତତଃ ସତ ହୋଇପାରେ । ଆସନ୍ତାକାଲି ଦୁଇଦିନିଆ ଗସ୍ତରେ ଭୁବନେଶ୍ୱର ଆସୁଛନ୍ତି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ତାଙ୍କୁ ହାଜିରା ଦେବା ପାଇଁ ଓଡ଼ିଶାର ବିଜେପି...
Read more








