Our Correspondent

କଳାହାଣ୍ଡିରେ ‘ଲକ୍ଷ୍ମୀ’ ବସ୍ ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: କଳାହାଣ୍ଡି ପ୍ରତିଷ୍ଠା ଦିବସ ଅବସରରେ ଆଜି ଜିଲ୍ଲାରେ ଗଡ଼ିଛି ଲକ୍ଷ୍ମୀ ବସ୍ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜିଲ୍ଲାରେ ଲକ୍ଷ୍ମୀ ବସ୍ ଯୋଜନାର ଶୁଭାରମ୍ଭ କରିଛନ୍ତି । ଏହି ଯୋଜନାରେ ୬୩ ଟି ବସ୍ ଚାଲିବ ଏବଂ ସବୁ ପଞ୍ଚାୟତକୁ...

Read more

ବିଶ୍ୱସ୍ତରୀୟ ହେବ କିଟ୍ ପଲିଟେକନିକ୍

ଭୁବନେଶ୍ୱର: ଖୁବ୍‌ ଶୀଘ୍ର ବିଶ୍ୱ ପ୍ରସିଦ୍ଧ ସିଙ୍ଗାପୁରର ନନ୍ୟାଙ୍ଗ ପଲିଟେକ୍‌ନିକ ଢାଞ୍ଚାର ରୂପ ନେବ କିଟ୍‌ ପଲିଟେକ୍‌ନିକ । ଏଥିପାଇଁ କିଟ୍‌ ପଲିଟେକ୍‌ନିକର ଅଧ୍ୟାପକ ଓ କର୍ମଚାରୀମାନଙ୍କୁ ନେଇ ୪୦ଜଣିଆ ପ୍ରତିନିଧି ଦଳ ଆଜି ସିଙ୍ଗାପୁରକୁ ସପ୍ତାହ ବ୍ୟାପୀ ‘ଏକ୍‌ସପୋଜର ଭିଜିଟ୍‌’ରେ...

Read more

ସମ୍‌ ପ୍ରଫେସର ମୈତ୍ରେୟୀ ପଣ୍ଡା ଶିଶୁ ଚର୍ମରୋଗ ସଂଘର ଜାତୀୟ ସମ୍ପାଦିକା ମନୋନୀତ

ଭୁବନେଶ୍ୱର: ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ଚର୍ମ ଓ ଯୌନ ରୋଗ ବିଭାଗର ପ୍ରଫେସର (ଡାକ୍ତର) ମୈତ୍ରେୟୀ ପଣ୍ଡା ଭାରତୀୟ ଶିଶୁ ଚର୍ମରୋଗ ସଂଘ (ଇଣ୍ଡିଆନ୍ ସୋସାଇଟି ଅଫ୍ ପେଡିଆଟ୍ରିକ ଡର୍ମାଟୋଲୋଜି)ର ଜାତୀୟ ସଂପାଦିକା ଭାବେ ମନୋନୀତ...

Read more

ବିଜେପି ସୋସିଆଲ୍ ମିଡିଆ ଟିମ୍ ଗଠନ

ଭୁବନେଶ୍ୱର: ବିଜେପି ସୋସିଆଲ୍ ମିଡିଆର ନୂଆ ଟିମ୍ ଘୋଷଣା ହୋଇଛି । ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଅନୁମୋଦନକ୍ରମେ ସୋସିଆଲ୍ ମିଡିଆ ମୁଖ୍ୟ ଉମାକାନ୍ତ ପଟ୍ଟନାୟକ ଏହି ଟିମ୍ ଗଠନ କରିଛନ୍ତି । ଏଥିରେ ୨ ଜଣ ସଂଯୋଜକ ଓ ୧୨...

Read more

ନୂଆ ଦାୟିତ୍ୱ ପାଇଁ ପାଣ୍ଡିଆନଙ୍କୁ ଶୁଭେଚ୍ଛାର ସୁଅ

ଭୁବନେଶ୍ୱର: ଆଇଏଏସ୍ ଚାକିରି ଛାଡ଼ି ନୂଆ ଭୂମିକାରେ ଆସିଥିବା ୫-ଟି ତଥା ନବୀନ ଓଡ଼ିଶାର ଅଧ୍ୟକ୍ଷ ଭି.କେ.ପାଣ୍ଡିଆନଙ୍କୁ ବିଭିନ୍ନ ସରକାରୀ ଓ ବେସରକାରୀ କର୍ମଚାରୀ ସଂଗଠନ ପକ୍ଷରୁ ଶୁଭେଚ୍ଛାର ସୁଅ ଛୁଟିଛି । ଗତ ଶୁକ୍ରବାର ଦିନ ରାଜ୍ୟ ସରକାରଙ୍କ ୨୦...

Read more

ବାଲେଶ୍ୱରକୁ ୧୭୮ କୋଟି, ବଲାଙ୍ଗୀରକୁ ୧୫୮ କୋଟି

ଭୁବନେଶ୍ୱର: ଆମ ଓଡ଼ିଶା ନବୀନ ଓଡ଼ିଶାରେ ସାମିଲ ହୋଇଛି ବାଲେଶ୍ୱର ଓ ବଲାଙ୍ଗୀର ଜିଲ୍ଲା । କାର୍ଯ୍ୟକ୍ରମର ସପ୍ତମ ଦିନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସିଂ ଯୋଗେ ଏହି ଦୁଇ ଜିଲ୍ଲାରେ ଆଜି ଯୋଜନାର ଶୁଭାରମ୍ଭ କରିଛନ୍ତି । ୫-ଟି...

Read more

ବ୍ରିଜେଶ ରାୟ ଅତିରିକ୍ତ ସିପି

ଭୁବନେଶ୍ୱର: ୨୦୦୯ ବ୍ୟାଚ୍ ର ଆଇପିଏସ୍ ବ୍ରିଜେଶ କୁମାର ରାୟ ଭୁବନେଶ୍ୱର-କଟକ କମିସନରେଟ୍ କୁ ବଦଳି ହୋଇଛନ୍ତି । ଉମାଶଙ୍କର ଦାଶଙ୍କ ଜାଗାରେ ତାଙ୍କୁ ଅତିରିକ୍ତ ପୁଲିସ କମିସନର(ଏସିପି) ଭାବେ ନିଯୁକ୍ତି ମିଳିଛି । ଗତ ଅଗଷ୍ଟ ୨୨ ତାରିଖରେ ଏକ...

Read more
Page 336 of 1024 1 … 335 336 337 … 1,024