Our Correspondent

ସୁଲତାଙ୍କୁ ହଟାଇ ମାନସଙ୍କୁ ଦାୟିତ୍ୱ

ଭୁବନେଶ୍ୱର: ରାଜ୍ୟସଭାରେ ବିଜୁ ଜନତା ଦଳର ମୁଖ୍ୟ ସଚେତକ ଭାବେ ସାଂସଦ ମାନସ ମଙ୍ଗରାଜ ନିଯୁକ୍ତି ପାଇଛନ୍ତି । ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ଆଜି ତାଙ୍କୁ ଏହି ନିଯୁକ୍ତି ଦେଇଛନ୍ତି । ଏହି ଗୁରୁତ୍ୱପୂର୍ଣ୍ଣ ପଦବୀରେ ସାଂସଦ ସୁଲତା ଦେଓ...

Read more

ଶ୍ରଦ୍ଧା କିଏ ସ୍ପଷ୍ଟ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଶ୍ରଦ୍ଧା କିଏ? ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ତାଙ୍କର ସମ୍ପର୍କ କ'ଣ? ବିଜେପି ପକ୍ଷରୁ ଏହି ନାଁକୁ ନେଇ ଗତ କିଛି ଦିନ ହେବ ଟିକା ଟିପ୍ପଣୀ ଚାଲିଥିଲା । ବିଜେପି ନେତାମାନେ ବିଧାନସଭାଠାରୁ ଆରମ୍ଭ କରି ସୋସିଆଲ୍ ମିଡ଼ିଆ...

Read more

ଆଜି ଯାହା ହୋଇଛି, ଏହି କ୍ୟାମ୍ପସର ପବିତ୍ର ମାଟି ପାଇଁ ହୋଇଛି: ଧର୍ମେନ୍ଦ୍ର

ଭୁବନେଶ୍ୱର: ଆଜି ମୁଁ ଜୀବନରେ ଯାହା ହୋଇଛି, ଏହି କ୍ୟାମ୍ପସର ପବିତ୍ର ମାଟି ପାଇଁ ହୋଇଛି । ଏହି ଅବସରରେ ଓଡ଼ିଶାର ଜ୍ଞାନର ଏହି ମାଟିକୁ ପ୍ରଣାମ କରୁଛି ବୋଲି ଆଜି ଉତ୍କଳ ବିଶ୍ୱବିଦ୍ୟାଳୟରେ ‘ମୋ ମାଟି ମୋ ଦେଶ’ କାର୍ଯ୍ୟକ୍ରମରେ...

Read more

ବିରୋଧୀଙ୍କୁ ଧୂଲେଇଲେ ନବୀନ

ଭୁବନେଶ୍ୱର: ଓଡ଼ିଶାର ବିକାଶ ଯାତ୍ରାରେ ବିରୋଧୀ ଖୁସି ନାହାନ୍ତି । ବିକାଶରେ ବାଧା ସୃଷ୍ଟି କରିବାରେ ସେମାନେ ଆନନ୍ଦ ପାଉଛନ୍ତି । ନିର୍ବାଚନ ଆସିଲେ ବିରୋଧୀ ଭିତ୍ତିହୀନ କାର୍ଯ୍ୟ କରିଥାନ୍ତି ଏବଂ ଜନତା ସେଥିପାଇଁ ସେମାନଙ୍କୁ ସବୁବେଳେ ପ୍ରତ୍ୟାଖ୍ୟାନ କରିଆସୁଛନ୍ତି ।...

Read more

ଶେଷରେ ‘ସମ୍ବାଦ’ ଛାଡ଼ିଦେଲେ ସୌମ୍ୟ

ଭୁବନେଶ୍ୱର: 'ସମ୍ବାଦ' ସମ୍ପାଦକ ଏବଂ ଇଷ୍ଟର୍ଣ୍ଣ ମିଡିଆ ଲିମିଟେଡ୍ ଅଧ୍ୟକ୍ଷ ପଦରୁ ସୌମ୍ୟରଞ୍ଜନ ପଟ୍ଟନାୟକ ଅବ୍ୟାହତି ନେଇଛନ୍ତି । ତାଙ୍କ ଜାଗାରେ ଝିଅ ତନୟା ପଟ୍ଟନାୟକ 'ସମ୍ବାଦ'ର ନୂତନ ସମ୍ପାଦକ ଭାବେ ଦାୟିତ୍ୱ ନେଇଛନ୍ତି । ବ୍ୟକ୍ତିଗତ କାରଣରୁ ସେ ଦାୟିତ୍ୱରୁ...

Read more

ସାନ୍ତାଳୀ-ଓଡିଆ-ଇଂରାଜୀ ଶଦ୍ଦକୋଷର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଜି ନବୀନ ନିବାସ ଠାରେ ଜନଜାତି ଭାଷା ସଂସ୍କୃତି ପ୍ରତିଷ୍ଠାନ ପକ୍ଷରୁ ପ୍ରକାଶିତ ସାନ୍ତାଳୀ-ଓଡିଆ-ଇଂରାଜୀ ଶଦ୍ଦକୋଷକୁ ଲୋକାର୍ପଣ କରିଛନ୍ତି । ଏଥିସହିତ ସୌରା, କୁଇ, କୁଭି, ଗୋଣ୍ଡି ଓ ମୁଣ୍ଡା ଭାଷାର ପ୍ରାଥମିକ ଶ୍ରେଣୀ ନିମନ୍ତେ...

Read more
Page 344 of 1024 1 … 343 344 345 … 1,024