Our Correspondent

‘ସମ୍ବାଦ’ ଅଫିସରେ ଇଓଡବ୍ଲୁ ଟିମ୍

ଭୁବନେଶ୍ୱର: ଭୁବନେଶ୍ୱର 'ସମ୍ବାଦ' ଅଫିସରେ ପଶିଛି ଇଓଡବ୍ଲୁ ଟିମ୍ । ଇଓଡବ୍ଲୁର ଏକ ୧୨ ଜଣିଆ ଟିମ୍ ଆଜି ଦିନ ପ୍ରାୟ ସାଢ଼େ ୧ଟା ବେଳେ ରସୁଲଗଡ଼ ଶିଳ୍ପାଞ୍ଚଳସ୍ଥିତ ସମ୍ବାଦ ଅଫିସରେ ପଶି ଛାନଭିନ୍ କରୁଛି । ଏହି ଟିମ୍ ରେ...

Read more

ଗୀତା ମେହେଟ୍ଟାଙ୍କ ପରଲୋକ

ଭୁୁବନେଶ୍ୱର: ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ଲେଖିକା ଗୀତା ମେହେଟ୍ଟା ଆଉ ନାହାନ୍ତି । ନୂଆଦିଲ୍ଲୀରେ ଆଜି ତାଙ୍କର ପରଲୋକ ହୋଇଯାଇଛି । ଦୀର୍ଘ ଦିନ ଧରି ସେ ଅସୁସ୍ଥ ଥିଲେ । ସେ ହେଉଛନ୍ତି ପ୍ରବାଦ ପୁରୁଷ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କର ଏକମାତ୍ର...

Read more

କଟକ ନେତାଜୀ ବସ ଟର୍ମିନାଲ୍‌ ଲୋକାର୍ପିତ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି କଟକ ଠାରେ ୫-ଟି ଉପକ୍ରମରେ ନବ ନିର୍ମିତ ଅତ୍ୟାଧୁନିକ କଟକ ନେତାଜୀ ବସ ଟର୍ମିନାଲ୍‌କୁ ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ଲୋକାର୍ପିତ କରିଛନ୍ତି। ଏଥି ସହିତ ମୁଖ୍ୟମନ୍ତ୍ରୀ କଟକ ସହରର ୯ଟି ଉନ୍ନୟନ ପ୍ରକଳ୍ପର ଉଦ୍‌ଘାଟନ ଓ...

Read more

ଏମିତି କାମ କରନ୍ତି ସୌମ୍ୟ ପଟ୍ଟନାୟକ?

ଭୁବନେଶ୍ୱର: ରାଜ୍ୟର ୧ ନମ୍ବର ଖବରକାଗଜ 'ସମ୍ବାଦ'ରେ ଚାକିରି କରୁଥିବା କର୍ମଚାରୀଙ୍କ ନାଁରେ ଜାଲିଆତି କରି ବ୍ୟାଙ୍କରୁ ଋଣ ଉଠାଯାଏ । ଏହି ଋଣ ଟଙ୍କା ଯାଏ ମାଲିକଙ୍କ ପାଖକୁ । ଋଣ ଆବେଦନ ଫର୍ମରେ ଦସ୍ତଖତ କରିବାକୁ ଅମଙ୍ଗ ହେଲେ...

Read more

ଇଓଡବ୍ଲୁ ଜାଲରେ ବିଲଡର ତପନ ମହାନ୍ତି

ଭୁବନେଶ୍ୱର: ଘର ବିକ୍ରି ପରେ ବି ମାଲିକାନା ସତ୍ତ୍ୱ ଦିଆଯାଉନି । ବିକ୍ରି ବେଳେ ରହିଥିବା ସର୍ତ୍ତ ପାଳନ ହେଉନି । ଆର୍ଥିକ ଅନିୟମିତତାରେ ସଂସ୍ଥା ବୁଡିକି ଅଛି । ଘର କିଣିଥିବା ଲୋକଙ୍କ ଅଧିକାରକୁ ଅର୍ଥବଳ, କ୍ଷମତାବଳ ଏବଂ ମିଡିଆବଳରେ...

Read more

ପୁରୀ ପୌରପାଳିକା ଲିଜ୍‌ ଜମି ହେବ ନିୟମିତ, ସେପ୍ଟେମ୍ବର ସୁଦ୍ଧା ବୃତ୍ତଙ୍ଗ ଜଳସେଚନ ପ୍ରକଳ୍ପ ଟେଣ୍ଡର

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ୫-ଟି ସଚିବଙ୍କ ପୁରୀ ଓ ନୟାଗଡ ଜିଲ୍ଲା ଗସ୍ତ ସମୟରେ ଜନସାଧାରଣଙ୍କ ଠାରୁ ବିଭିନ୍ନ ଅଭିଯୋଗ ମିଳିଥିଲା। ଏ ସଂପର୍କରେ ୫-ଟି ସଚିବ ଭି.କେ. ପାଣ୍ଡିଆନ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଇବା ପରେ, ଆଜି...

Read more

‘ମୁଖ୍ୟମନ୍ତ୍ରୀ ସମ୍ପୂର୍ଣ୍ଣ ପୁଷ୍ଟି ଯୋଜନା’ର ଶୁଭାରମ୍ଭ

ଭୁବନେଶ୍ୱର: ରାଜ୍ୟର ମା’, କିଶୋରୀ ଝିଅ ଓ ଶିଶୁମାନଙ୍କ ଉପଯୁକ୍ତ ପୁଷ୍ଟିସାଧନ ଉଦ୍ଦେଶ୍ୟରେ ରାଜ୍ୟରେ ‘ମୁଖ୍ୟମନ୍ତ୍ରୀ ସମ୍ପୂର୍ଣ୍ଣ ପୁଷ୍ଟି ଯୋଜନା’ର ଆଜି ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏଥିସହ ‘ପଡା ପୁଷ୍ଟି’ କାର୍ଯ୍ୟକ୍ରମ ମଧ୍ୟ ଆରମ୍ଭ ହୋଇଛି। ଏହି ଯୋଜନାରେ...

Read more
Page 347 of 1024 1 … 346 347 348 … 1,024