Our Correspondent

କଳାହାଣ୍ଡିରେ ପାଣ୍ଡିଆନ୍ ଙ୍କ ମାରାଥନ କାର୍ଯ୍ୟକ୍ରମ

ଭୁୁବନେଶ୍ୱର: ମୁଖ୍ୟମନ୍ତ୍ରୀଙ୍କ ସଚିବ(୫-ଟି) ଭି.କେ.ପାଣ୍ଡିଆନ୍ ତିନିଦିନିଆ କଳାହାଣ୍ଡି ଓ ନୂଆପଡ଼ା ଗସ୍ତରେ ଯାଇଛନ୍ତି । ଆଜି ଗସ୍ତର ପ୍ରଥମ ଦିନରେ ଉତ୍କେଳା, ମଦନପୁର ଓ ଭାବନୀପାଟଣା ଯାଇ ବିଭିନ୍ନ ବିକାଶ କାମ ବୁଲି ଦେଖିବା ସହ ଛାତ୍ରଛାତ୍ରୀ, ମହିଳା, କ୍ରୀଡ଼ାବିତ୍ ଓ...

Read more

ବଜାରରୁ ହଟିଯିବ ୨୦୦୦ ଟଙ୍କିଆ ନୋଟ୍

ଭୁବନେଶ୍ୱର: ବଜାରରୁ ହଟିଯିବ ନୋଟ୍ ୨ ହଜାର ଟଙ୍କିଆ ନୋଟ୍ । ଲୋକମାନଙ୍କ ପାଖରେ ଥିବା ୨ ହଜାର ଟଙ୍କିଆ ନୋଟ୍ ବ୍ୟାଙ୍କକୁ ଫେରାଇ ଦେବାକୁ ପଡ଼ିବ । ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ଆଜି ଏହି ବଡ଼ ଘୋଷଣା କରାଯାଇଛି...

Read more

ଏଏସଓ ମେରିଟ୍ ଲିଷ୍ଟ୍ ଖାରଜ

କଟକ: ଓଡିଶା ପବ୍ଲିକ୍ ସର୍ଭିସ୍ କମିସନଙ୍କ ଦ୍ୱାରା ପରିଚାଳିତ ଆସିଷ୍ଟାଣ୍ଟ ସେକ୍ସନ୍ ଅଫିସର(ଏଏସଓ) ପରୀକ୍ଷାର ମେରିଟ୍ ଲିଷ୍ଟକୁ ଓଡିଶା ହାଇକୋର୍ଟ ଖାରଜ କରିଦେଇଛନ୍ତି । ଲିଖିତ ପରୀକ୍ଷାର ମୋଟ୍ ମାର୍କ(ଏଗ୍ରିଗେଟ୍) ଆଧାରରେ ସାନି ମେରିଟ୍ ଲିଷ୍ଟ୍ ୨ ମାସ ମଧ୍ୟରେ ପ୍ରକାଶ...

Read more

ଅମିତାଭ ଠାକୁର ନୂଆ ପରିବହନ କମିସନର

ଭୁବନେଶ୍ୱର: ବରିଷ୍ଠ ଆଇପିଏସ୍ ଅଫିସରସ୍ତରରେ ଆଜି ଏକ ବଡ଼ ଧରଣର ଅଦଳବଦଳ ହୋଇଛି । ଦୁଇଜଣ ଡିଜିପି ପାହ୍ୟାର ଅଫିସରଙ୍କ ସହ ୬ ଅତିରିକ୍ତ ଡିଜିପି, ଦୁଇଜଣ ଆଇଜି ଏବଂ ତିନିଜଣ ଡିଆଇଜି ପାହ୍ୟା ଅଫିସରଙ୍କ ବଦଳି ହୋଇଛି । ୫...

Read more

ମାଟ୍ରିକ୍ ରେ କିସ୍‌ର ଶତ ପ୍ରତିଶତ ସଫଳତା

ଭୁବନେଶ୍ୱର: ଓଡ଼ିଶା ମାଧ୍ୟମିକ ଶିକ୍ଷା ବୋର୍ଡ ଦ୍ୱାରା ପରିଚାଳିତ ଚଳିତ ବର୍ଷ ମାଟ୍ରିକ୍ ପରୀକ୍ଷା ଫଳ ଆଜି ପ୍ରକାଶ ପାଇଥିବା ବେଳେ ଏଥିରେ କଳିଙ୍ଗ ଇନଷ୍ଟିଚ୍ୟୁଟ୍ ଅଫ୍ ସୋସିଆଲ୍ ସାଇନ୍ସେସ୍ (କିସ୍)କୁ ଶତ ପ୍ରତିଶତ ସଫଳତା ମିଳିଛି । କିସ୍‌ର ମୋଟ...

Read more

ପୁରୀରୁ ଗଡ଼ିଲା ‘ବନ୍ଦେ ଭାରତ’ ଏକ୍ସପ୍ରେସ୍

ଭୁବନେଶ୍ୱର: ବହୁ ପ୍ରତୀକ୍ଷିତ ପୁରୀ-ହାୱାଡା 'ବନ୍ଦେ ଭାରତ' ଏକ୍ସପ୍ରେସ୍ ଆଜି ପୁରୀରୁ ଶୁଭାରମ୍ଭ କରିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନଫରେନ୍ସିଂ ଯୋଗେ ପତାକା ହଲାଇ ଏହି ଯାତ୍ରାର ଶୁଭାରମ୍ଭ କରିଛନ୍ତି । ଏହି ଟ୍ରେନ୍ ରେ ପୁରୀ-କୋଲକତା ଯାତ୍ରା ପାଇଁ...

Read more

ଏବର୍ଷ ମାଟ୍ରିକ୍ ପାସ୍ ହାର ୯୬.୪ %

ଭୁବନେଶ୍ୱର: ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଚଳିତବର୍ଷର ମାଟ୍ରିକ୍ ପରୀକ୍ଷାଫଳ ଆଜି ପ୍ରକାଶ ପାଇଛି । ଏଥିରେ ରେକର୍ଡ ସଂଖ୍ୟକ ୯୬.୪ ପ୍ରତିଶତ ଛାତ୍ରଛାତ୍ରୀ ପାସ୍ କରିଛନ୍ତି । ଛାତ୍ରଙ୍କ ତୁଳନାରେ ଛାତ୍ରୀଙ୍କ ପାସ୍ ହାର ଅଧିକ ହୋଇଛି...

Read more
Page 381 of 1024 1 … 380 381 382 … 1,024