Our Correspondent

ଶତାୟୁ ସ୍ୱାଧୀନତା ସଂଗ୍ରାମୀ ନିଶାକର ଦାସଙ୍କ ଦେହାନ୍ତ

ଭୁବନେଶ୍ୱର: ଶତାୟୁ ସ୍ୱାଧୀନତା ସଂଗ୍ରାମୀ ତଥା ବିଶିଷ୍ଟ ଗାନ୍ଧୀବାଦୀ ନେତା ନିଶାକର ଦାସ ଆଉ ନାହାନ୍ତି । କୋରାପୁଟ ଜିଲ୍ଲା ପାଡୁଆସ୍ଥିତ କୁଲାବିର ଆଶ୍ରମରେ ଆଜି ପ୍ରତ୍ୟୁଷରେ ତାଙ୍କର ଦେହାନ୍ତ ହୋଇଯାଇଛି । ତାଙ୍କୁ ୧୦୨ ବର୍ଷ ହୋଇଥିଲା । ଏହି...

Read more

ସମ୍ଭାବ୍ୟ ବାତ୍ୟା ପାଇଁ ଆଗୁଆ ପ୍ରସ୍ତୁତି

ଭୁବନେଶ୍ୱର: ଦକ୍ଷିଣ ବଙ୍ଗୋପସାଗରରେ ଏକ ଲଘୁଚାପ ଓ ପରବର୍ତ୍ତୀ ସମୟରେ ଏହା ବାତ୍ୟା ସମ୍ଭାବନା ସୃଷ୍ଟି କରିଛି । ପାଣିପାଗ ବିଭାଗ ପକ୍ଷରୁ ଯଦିଓ ଏହାର ଆକଳନ ଆସିନାହିଁ ତେବେ ଗ୍ରୀଷ୍ଣ ଋତୁ ବାତ୍ୟାର ଗତି ଅତି ଜଟିଳ ଏବଂ ଆକଳନ...

Read more

ମଂଜୁର: ଖୋର୍ଦ୍ଧାରେ ଶିଳ୍ପାଞ୍ଚଳ ଥାନା, କେନ୍ଦୁଝର ଓ ବଡ଼ବିଲରେ ଟ୍ରାଫିକ ଥାନା

ଭୁବନେଶ୍ୱର: ଖୋର୍ଦ୍ଧା ଶିଳ୍ପାଞ୍ଚଳ ପାଇଁ ଇଣ୍ଡଷ୍ଟ୍ରିଆଲ୍ ପୁଲିସ ଷ୍ଟେସନ୍ ଏବଂ କେନ୍ଦୁଝର ଓ ବଡ଼ବିଲ ସହରରେ ଦୁଇଟି ଟ୍ରାଫିକ ପୁଲିସ ଷ୍ଟେସନ୍ ସ୍ଥାପନ ହେବ । ଏହି ତିନୋଟି ନୂଆ ପୁଲିସ ଷ୍ଟେସନ୍ ପାଇଁ ୪୭ ପଦବୀ ସୃଷ୍ଟି କରାଯାଇଛି ।...

Read more

ଉନ୍ନୀତ ହେଲେ ୨୮୩୬ ମିନି ଅଙ୍ଗନବାଡି କେନ୍ଦ୍ର

ଭୁବନେଶ୍ୱର: ରାଜ୍ୟର ୨୮୩୬ ମିନି ଅଙ୍ଗନବାଡି କୁ ଉନ୍ନୀତ (upgrade) କରାଯାଇ ଅଙ୍ଗନବାଡି କେନ୍ଦ୍ରରେ ରାଜ୍ୟ ସରକାର ପରିଣତ କରିଛନ୍ତି। ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକ ଏ ସଂପର୍କୀତ ପ୍ରସ୍ତାବକୁ ଅନୁମୋଦନ ଦେଇଛନ୍ତି । ରାଜ୍ୟରେ ବର୍ତ୍ତମାନ ୭୪୧୫୪ ଅଙ୍ଗନବାଡି କେନ୍ଦ୍ର ମଧ୍ୟରୁ...

Read more

‘ସମ୍ବଲପୁରରେ ବିଶୃଙ୍ଖଳା ସୃଷ୍ଟି ପାଇଁ ବିଜେପିର ପୁଣି ଉଦ୍ୟମ’

ଭୁବନେଶ୍ୱର: ସମ୍ବଲପୁରବାସୀଙ୍କ ଦୃଢ଼ ଇଚ୍ଛାଶକ୍ତି ଓ ଆନ୍ତରିକ ପ୍ରୟାସ ସାଙ୍ଗକୁ ପୁଲିସ ଓ ପ୍ରଶାସନର କଠୋର କାର୍ଯ୍ୟାନୁଷ୍ଠାନ ଫଳରେ ସମ୍ବଲପୁରରେ ଶାନ୍ତି ଓ ସ୍ୱାଭାବିକ ସ୍ଥିତି ଫେରି ଆସିଛି। ଏହାଛଡ଼ା ଗଣ୍ଡଗୋଳକାରୀମାନଙ୍କୁ ମଧ୍ୟ ଗିରଫ କରି ଜେଲକୁ ପଠାଯାଇଛି। ମାତ୍ର ଓଡ଼ିଶା...

Read more

ବରିଷ୍ଠ ସାମ୍ବାଦିକ ବାସୁଦେବ ମହାପାତ୍ର ଆଉ ନାହାନ୍ତି

ଭୁବନେଶ୍ୱର: ବରିଷ୍ଠ ସାମ୍ବାଦିକ ତଥା ଲେଖକ ବାସୁଦେବ ମହାପାତ୍ର ଆଉ ନାହାନ୍ତି । କିଛି ଦିନ ଧରି ଅସୁସ୍ଥ ଥିବା ବାସୁଦେବ ଆଜି ହଠାତ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ । ପରିବାର ଲୋକେ ତାଙ୍କୁ ତୁରନ୍ତ କ୍ୟାପିଟାଲ୍ ହସ୍ପିଟାଲ୍ ଆଣିଥିଲେ...

Read more
Page 387 of 1024 1 … 386 387 388 … 1,024