‘ଜନସମ୍ପର୍କ ପଦଯାତ୍ରା’ ଉପରେ ଜୋର୍ ଦେଲେ ନବୀନ
ଭୁବନେଶ୍ୱର: ପ୍ରତିବର୍ଷ ଭଳି ଏବର୍ଷ ମଧ୍ୟ ବିଜୁ ଜନତା ଦଳର 'ଜନସମ୍ପର୍କ ପଦଯାତ୍ରା' ଅନୁଷ୍ଠିତ ହେବ । ଅକ୍ଟୋବର ୨ "ଗାନ୍ଧୀ ଜୟନ୍ତୀ'ରୁ ନଭେମ୍ବର ୨ ପର୍ଯ୍ୟନ୍ତ ଏକମାସ ବ୍ୟାପୀ ଏହି ଯାତ୍ରା ଜିଲ୍ଲାସ୍ତରରୁ ଆରମ୍ଭ କରି ନିର୍ବାଚନମଣ୍ଡଳୀ, ନଗର, ପଞ୍ଚାୟତ...
Read more








