Our Correspondent

ଦିଲ୍ଲୀପ ତିର୍କୀ ହକି ଇଣ୍ଡିଆ ସଭାପତି

ଭୁବନେଶ୍ୱର: ଓଡ଼ିଶା ପାଇଁ ଆଉ ଏକ ଗୌରବର ମୁହୂର୍ତ୍ତ । ଓଡ଼ିଆ ପୁଅ ଦିଲ୍ଲୀପ ତିର୍କୀ ହକି ଇଣ୍ଡିଆ ସଭାପତି ଭାବେ ନିଦ୍ଦ୍ୱର୍ନ୍ଦରେ ନିର୍ବାଚିତ ହୋଇଛନ୍ତି । ହକି ଇଣ୍ଡିଆ ଏହି ସର୍ବୋଚ୍ଚ ପଦବୀ ପାଇଁ ଦିଲ୍ଲୀପ ଗତ ରବିବାର ଦିନ...

Read more

ମନ୍ତ୍ରୀ, ବିଧାୟକଙ୍କୁ ଜିଲ୍ଲା ଯୋଜନା କମିଟି ଦାୟିତ୍ୱ

ଭୁବନେଶ୍ୱର: ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ଭାବେ ମନ୍ତ୍ରୀ ଓ ବିଧାୟକଙ୍କ ମଧ୍ୟରେ ଦାୟିତ୍ୱ ବଣ୍ଟନ କରାଯାଇଛି । ୧୯ ମନ୍ତ୍ରୀ ଏବଂ ୧୧ ବିଧାୟକଙ୍କୁ ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ଭାବେ ନିଯୁକ୍ତି ଦିଆଯାଇଛି । ରାଜ୍ୟ ସରକାରଙ୍କ ପକ୍ଷରୁ...

Read more

ଅନୀଲ ସାମଲଙ୍କ କାର୍ଯ୍ୟକାଳ ଆଉ ବର୍ଷେ ବଢ଼ିଲା

ଭୁବନେଶ୍ୱର: କଟକ ଡେଭେଲପମେଣ୍ଟ ଅଥରିଟି(ସିଡିଏ)ର ଅଧ୍ୟକ୍ଷ ଅନୀଲ ସାମଲଙ୍କ ନିଯୁକ୍ତିକୁ ଆଉ ବର୍ଷେ ବଢ଼ାଇ ଦିଆଯାଇଛି । ୨୦୨୩ ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ସେ ଏହି ପଦବୀରେ କାମ କରିବେ । ତାଙ୍କୁ ଯୋଗାଇ ଦିଆଯାଇଥିବା ସବୁ ସରକାରୀ ସୁବିଧା ସୁଯୋଗ...

Read more

କାହା ସୁରକ୍ଷାରେ ବାବୁ ପ୍ରମୋଦ ପୃଷ୍ଟି?

ଭୁବନେଶ୍ୱର: ବିଏମସି ଦାୟିତ୍ୱରେ ଥିବା ବାବୁଜଣଙ୍କ ହାଇକୋର୍ଟରୁ ଆସୁଥିବା ଅର୍ଡରକୁ କମିସନରଙ୍କୁ ଅବଗତ କରାଉ ନ ଥିଲେ । ବାରମ୍ବାର ଆସୁଥିବା ଅର୍ଡର କପିକୁ ମୋଡ଼ି ମକଚି ଫାଇଲ ଗଦାରେ ଫିଙ୍ଗି ଦେଉଥିଲେ । ଯାହାର ଫଳ ଭୋଗିବାକୁ ପଡ଼ିଛି ବିଏମସି...

Read more

ମତ୍ସ୍ୟ ଓ ପଶୁସଂପଦ ବିକାଶ ବିଭାଗରେ ୮୦୪ କର୍ମଚାରୀ ନିଯୁକ୍ତ

ଭୁବନେଶ୍ୱର:  ଆଜି ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନବନିଯୁକ୍ତ ପ୍ରାଣୀ ଚିକିତ୍ସକ, ପ୍ରାଣୀଧନ ନିରୀକ୍ଷକ, କନିଷ୍ଠ ମତ୍ସ୍ୟ ବୈଷୟିକ ସହାୟକ ଓ କନିଷ୍ଠ ଯନ୍ତ୍ରୀଙ୍କ ପାଇଁ ଆୟୋଜିତ ଦିଗଦର୍ଶନ କାର୍ଯ୍ୟକ୍ରମରେ ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମତ୍ସ୍ୟ...

Read more

ଅକ୍ଟୋବର ୧୬ ରେ ଓଏଏସ୍ ପ୍ରିଲିମ୍ ପରୀକ୍ଷା

ଭୁବନେଶ୍ୱର: ଓଡ଼ିଶା ପବ୍ଲିକ ସର୍ଭିସ୍ କମିସନ(ଓପିଏସସି) ଦ୍ୱାରା ପରିଚାଳିତ ଓଡ଼ିଶା ସିଭିଲ୍ ସର୍ଭିସ୍ ପ୍ରିଲମିନାରି ପରୀକ୍ଷାର କାର୍ଯ୍ୟସୂଚୀ ପ୍ରକାଶ ପାଇଛି । ଆସନ୍ତା ଅକ୍ଟୋବର ୧୬ ତାରିଖରେ ଏହି ପରୀକ୍ଷା ଅନୁଷ୍ଠିତ ହେବ । ୫ ଟି ଜୋନ୍ ବାଲେଶ୍ୱର, ବ୍ରହ୍ମପୁର,...

Read more

ମହଙ୍ଗା ଭତ୍ତା ୩ ପ୍ରତିଶତ ବଢ଼ିଲା

ଭୁୁବନେଶ୍ୱର: ସରକାରୀ କର୍ମଚାରୀଙ୍କୁ ରାଜ୍ୟ ସରକାରଙ୍କ ପୂଜା ଭେଟି । ରାଜ୍ୟ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତାରେ ତିନି ପ୍ରତିଶତ ବୃଦ୍ଧି କରାଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏ ସଂକ୍ରାନ୍ତୀୟ ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି। ଏହା ଫଳରେ ସରକାରୀ କର୍ମଚାରୀଙ୍କ ମହଙ୍ଗା...

Read more
Page 448 of 1025 1 … 447 448 449 … 1,025