Our Correspondent

କିଟ୍‍ ଅନ୍ତର୍ଜାତୀୟ ଛାୟା ଜାତିସଂଘ (ମୁନ୍‌) ଉଦ୍‍ଯାପିତ

ଭୁବନେଶ୍ୱର: ତିନି ଧରି ଚାଲିଥିବା ବହୁ ପ୍ରତୀକ୍ଷିତ କିଟ ଅନ୍ତର୍ଜାତୀୟ ଛାୟା ଜାତିସଂଘ (ମୁନ୍‌)ର ୧୩ତମ ସଂସ୍କରଣ ଉଦ୍‍ଯାପିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ତିନି ଜଣ ଅନ୍ତର୍ଜାତୀୟ କାର୍ଯ୍ୟନିର୍ବାହୀ ବୋର୍ଡ ସଦସ୍ୟ, ୨୦ ରୁ ଅଧିକ କର୍ପୋରେଟ୍ ବ୍ୟକ୍ତିତ୍ୱଙ୍କ ଉପସ୍ଥିତି ଓ ବଲିଉଡ୍...

Read more

୧୮ ଦିନ ଆଗରୁ ସରିଲା ବିଧାନସଭା

ଭୁବନେଶ୍ୱର: ପୂର୍ବ ସରକାରରେ ବିଧାନସଭା ପ୍ରାୟ ଅଧାରୁ ବନ୍ଦ ହେବାର ଯେଉଁ ଧାରା ଥିଲା, ଏ ସରକାରରେ ତାହା ଜାରି ରହିଛି । ୧୮ ଦିନ ବାକି ଥାଇ ମାତ୍ର ୧୧ ଦିନରେ ସରିଯାଇଛି ବିଧାନସଭାର ଶୀତ ଅଧିବେଶନ । ଆଜି...

Read more

ତିନିଗୁଣା ବଢ଼ିଲା ବିଧାୟକଙ୍କ ଦରମା

ଭୁବନେଶ୍ୱର: ବିଧାନସଭାରେ ବିଧାୟକଙ୍କ ଦରମା, ଭତ୍ତା ଓ ପେନସନ ସଂଶୋଧନ ବିଲ୍ ଆଜି ପାରିତ ହୋଇଛି । ଏହାଦ୍ୱାରା ବିଧାୟକ, ମନ୍ତ୍ରୀ ଏବଂ ପୂର୍ବତନ ବିଧାୟକଙ୍କ ଦରମା ଓ ଭତ୍ତା ତିନିଗୁଣା ବଢ଼ିଛି । ବିଧାୟକମାନେ ପୂର୍ବରୁ ମାସକୁ ଲକ୍ଷେ ପାଉଥିଲେ...

Read more

କିଟ ଇଂଟରନ୍ୟାସ୍‌ନାଲ୍ ସ୍କୁଲ୍ ସେନ୍ ଗ୍ଲୋବ୍‌ର ୧୧ତମ ପ୍ରତିଷ୍ଠା ଦିବସ

ଭୁବନେଶ୍ୱର: କିଟ୍ ଇଂଟରନ୍ୟାସନାଲ ସ୍କୁଲରେ ସ୍ୱତନ୍ତ୍ର ଛାତ୍ରଛାତ୍ରୀଙ୍କ ପାଇଁ ଥିବା ସ୍ପେଶାଲ୍ ଏଜୁକେସନାଲ୍ ନିଡ୍‌ସ (ସେନ୍‌) ଗ୍ଲୋବର ୧୧ତମ ପ୍ରତିଷ୍ଠା ଦିବସ ଆଜି ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ନୋବେଲ ପୁରସ୍କାର ବିଜେତା  ପ୍ରଫେସର ଅଭିଜିତ ବିନାୟକ ବାନାର୍ଜୀ ମୁଖ୍ୟ...

Read more

ଆଖି ବୁଜିଲେ ରାଜଗାଙ୍ଗପୁର ପୀଡ଼ିତା

ଭୁବନେଶ୍ୱର: ଶେଷରେ ଆଖି ବୁଜିଦେଇଛନ୍ତି ସୁନ୍ଦରଗଡ଼ ଜିଲ୍ଲା କୁତ୍ରା ବ୍ଲକ୍ ଲାଞ୍ଜିବେର୍ଣ୍ଣାର ନାବାଳିକା କଲେଜ ଛାତ୍ରୀ । ରାଉରକେଲା ଆଇଜିଏଚ୍ ରେ ୩ ଦିନ ଧରି ଜୀବନ ମରଣ ସହ ସଂଘର୍ଷ କରୁଥିଲେ । ଏହି ୧୭ ବର୍ଷୀୟା ନାବାଳିକା ରାଜଗାଙ୍ଗପୁରର...

Read more

ମନ୍ତ୍ରୀଙ୍କ ଘର ମରାମତିରେ ୩ କୋଟି

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ତାଙ୍କ ମନ୍ତ୍ରିମଣ୍ଡଳର ସଦସ୍ୟମାନଙ୍କୁ ମିଳିଥିବା ସରକାରୀ ବାସଭବନର ମରାମତି ଓ ଆଧୁନିକୀକରଣ ପାଇଁ ଏ ପର୍ଯ୍ୟନ୍ତ ୩ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ ହୋଇଛି । ମୁଖ୍ୟମନ୍ତ୍ରୀଙ୍କୁ ମିଳିଥିବା ଦୁଇଟି ଘର ପାଇଁ...

Read more

କିମ୍‍ସରେ ପେନ୍‍ ମ୍ୟାନେଜମେଣ୍ଟ ସମ୍ମିଳନୀ ଉଦ୍‍ଘାଟିତ

ଭୁବନେଶ୍ୱର: କିମ୍‍ସରେ ପେନ୍‍ ମ୍ୟାନେଜମେଣ୍ଟ ସମ୍ମିଳନୀ ଆଜି ଉଦ୍‍ଘାଟିତ ହୋଇଯାଇଛି। ଓଡ଼ିଶାରେ ପ୍ରଥମ ଥର ପାଇଁ ଏଭଳି ସମ୍ମିଳନୀ ଆୟୋଜିତ ହୋଇଛି। ଇଣ୍ଡିଆନ୍‍ ସୋସାଇଟି ଫର୍‍ ଷ୍ଟଡି ଅଫ୍‍ ପେନ୍‍, ଭୁବନେଶ୍ୱର ଶାଖା ଓ କିମ୍‍ସର ଆନାସ୍ଥେସିଓଲୋଜି ସ୍ନାତକୋତ୍ତର ବିଭାଗ ଓ ପେନ୍‍...

Read more
Page 46 of 978 1 45 46 47 978