Our Correspondent

ଗଞ୍ଜାମର ସୁରତ ଫେରନ୍ତାଙ୍କୁ କରୋନା

ଭୁବନେଶ୍ୱର: ଗଞ୍ଜାମ ଜିଲ୍ଲାକୁ ଛୁଇଁଛି କରୋନା । ସୁରତରୁ ଫେରିଥିବା ୧୭ ବର୍ଷର ନାବାଳକ ଏବଂ ୨୨ ବର୍ଷର ଯୁବକ କରୋନାରେ ଆକ୍ରାନ୍ତ ହୋଇଛନ୍ତି । କୌଣସି ଲକ୍ଷଣ ନ ଥାଇ ମଧ୍ୟ ଉଭୟଙ୍କର କୋଭିଡ୍ ରିପୋର୍ଟ ପଜିଟିଭ୍ ବାହାରିଛି ।...

Read more

କଳିଙ୍ଗା ଘାଟିରେ ପୁଣି ଓଲଟିଲା ସୁରତ୍ ଫେରନ୍ତା ବସ୍

ଭୁବନେଶ୍ୱର: କଳିଙ୍ଗା ଘାଟିରେ ପୁଣି ଓଲଟିଛି ସୁରତ୍ ଫେରନ୍ତା ବସ । ଆଜି ପ୍ରାୟ ସାଢ଼େ ୯ଟା ବେଳେ ସୁରତରୁ ପ୍ରବାସୀ ଓଡ଼ିଆଙ୍କୁ ନେଇ ଫେରୁଥିବା ଆଉ ଏକ ବସ୍ ସମାନ ଢ଼ଙ୍ଗରେ କଳିଙ୍ଗା ଘାଟି ପାଶ୍ୱର୍ ଗାର୍ଡୱାଲ୍ ରେ ପିଟି...

Read more

ଦୁର୍ଭାଗ୍ୟ ଏମିତି ଆସେ.. ଆଉ ଏକ ସୁରତ୍ ଫେରନ୍ତା ବସ ଓଲଟିଲା

ଭୁବନେଶ୍ୱର: କରୋନା ଲକ୍ ଡାଉନ୍ ରେ ଜୀବିକା ହରାଇଥିବା ସୁରତ୍ ପ୍ରବାସୀ ଓଡ଼ିଆଙ୍କ ପିଛା ଛାଡୁନି ଦୁର୍ଭାଗ୍ୟ । ନିଜ ଭିଟାମାଟିକୁ ଫେରିବାକୁ ବ୍ୟାକୁଳ ଏହି ହତଭାଗାଙ୍କ ପାଇଁ ଭଗବାନ ସତେ ଯେମିତି ନିଷ୍ଠୁର ପାଲଟିଛନ୍ତି । ଗତକାଲି ରାତିରେ ସୁରତା...

Read more

ଅପରେସନ୍ ଶୁଭଯାତ୍ରା: କର୍ଣ୍ଣାଟକ ଓ ଆନ୍ଧ୍ରରୁ ଫେରିବେ ପ୍ରବାସୀ

ଭୁବନେଶ୍ୱର: ଓଡ଼ିଶା ବାହାରେ ଅଟକି ରହିଥିବା ପ୍ରବାସୀ ଓଡ଼ିଆଙ୍କୁ ନିିରାପଦରେ ଫେରାଇ ଆଣିବା ପାଇଁ ରାଜ୍ୟ ସରକାର ତତ୍ପର ହୋଇଛନ୍ତି । ସଂପୃକ୍ତ ରାଜ୍ୟ ସହିତ ସମନ୍ୱୟ ରକ୍ଷା କରି ପ୍ରଶାସନ କଳକୁ ସୁବନ୍ଦୋବସ୍ତ କରାଯାଇଛି । ଟ୍ରେନ୍ ଯୋଗେ ସେମାନଙ୍କୁ...

Read more

କ୍ୱାରେଣ୍ଟାଇନ୍ ନିୟମ ନ ମାନିବାରୁ ସଂକ୍ରମଣ

ଯାଜପୁରରୁ ନୂଆ ୮ ପଜିଟିଭ୍, ଆକ୍ରାନ୍ତଙ୍କ ସଂଖ୍ୟା ୧୫୭ ଭୁବନେଶ୍ୱର: ଆଜି ଦିନରେ ଯାଜପୁରରୁ ୮ ପଜିଟିଭ୍ ରିପୋର୍ଟ ଆସିଲାଣି । ସଂଧ୍ୟାରେ ଆଉ ଜଣଙ୍କୁ ମିଶାଇ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୪୮ କୁ ବୃଦ୍ଧି ପାଇଛି । ବରୀ ବ୍ଲକ୍...

Read more

ଯାଜପୁରରୁ ଆଉ ୫ ପଜିଟିଭ୍, ଆକ୍ରାନ୍ତଙ୍କ ସଂଖ୍ୟା ୧୫୪

ଭୁବନେଶ୍ୱର: ଯାଜପୁରରୁ ଆଉ ୫ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରେ ୩ ପୁରୁଷ ଓ ୨ ମହିଳା ଅଛନ୍ତି । ପୁରୁଷଙ୍କ ବୟସ ଯଥାକ୍ରମେ ୨୮, ୫୬ ଏବଂ ୬୩ ବର୍ଷ । ମହିଳାଙ୍କ ମଧ୍ୟରେ ଜଣେ...

Read more

ମେ ୧୭ ଯାଏଁ ବଢ଼ିଲା ଲକଡାଉନ୍

ଭୁବନେଶ୍ୱର: ଦେଶରେ ଲକଡାଉନ ଅବଧି ଆଉ ଦୁଇ ସପ୍ତାହ ବଢ଼ିଛି । ମେ ୧୭ ତାରିଖ ଯାଏଁ ଦେଶରେ ଲକଡାଉନ କଟକଣା ବଳବତ୍ତର ରହିବ । ଆଜି ଗୃହ ମନ୍ତ୍ରଣାଳୟ ପକ୍ଷରୁ ଏହାର ବିଜ୍ଞପ୍ତି ପ୍ରକାଶ ପାଇଛି । ଦେଶରେ କରୋନା...

Read more
Page 460 of 760 1 459 460 461 760