Our Correspondent

ମଦ ଦୋକାନରେ ମାଷ୍ଟ୍ରେ

ମଦ ଦୋକାନରେ ମାଷ୍ଟ୍ରେ । ଶେଷରେ ମଦ ଦୋକାନରେ ସାର୍ ମାନଙ୍କର ପଡ଼ିଲା ଡ୍ୟୁଟି । ଦେଶରେ ଶିକ୍ଷକ ମାନଙ୍କୁ ପ୍ରଥମ ଥର ପାଇଁ ଏହି ଅତିରିକ୍ତ କାମ ଦେଇଛନ୍ତି ଆନ୍ଧ୍ରପ୍ରଦେଶର ୱାଇ. ଏସ୍. ଜଗନମୋହନ ରେଡି ସରକାର । ଫଳରେ...

Read more

ରାଜ୍ୟରେ ଆଉ ୨୬ ପଜିଟିଭ୍, କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୪୫

ଗଞ୍ଜାମ ୧୯, କେନ୍ଦ୍ରାପଡ଼ା ୫, ଭଦ୍ରକ ୨ ଭୁବନେଶ୍ୱର: ରାଜ୍ୟରେ ଆଉ ୨୬ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଆଜି ସକାଳୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି । ନୂଆ ଚିହ୍ନଟଙ୍କ ମଧ୍ୟରେ କେବଳ ଗଞ୍ଜାମରୁ ୧୯...

Read more

ରଥ ନିର୍ମାଣକୁ ଅନୁମତି, ରଥଯାତ୍ରା ନିଷ୍ପତ୍ତି ରାଜ୍ୟ ସରକାରଙ୍କର

ଭୁବନେଶ୍ୱର: ରଥ ନିର୍ମାଣ ପାଇଁ କେନ୍ଦ୍ର ସରକାର ସର୍ତ୍ତମୂଳକ ଅନୁମତି ଦେଇଛନ୍ତି । କେନ୍ଦ୍ର ସରକାରଙ୍କ କରୋନା ଲକଡାଉନ୍ ଗାଇଡଲାଇନ୍ ପରିପ୍ରେକ୍ଷୀରେ ପୁରୀରେ ରଥ ନିର୍ମାଣ ପାଇଁ ଗତକାଲି ରାଜ୍ୟ ସରକାର ଚିଠି ଲେଖି ଅନୁମତି ଲୋଡିଥିଲେ । କେନ୍ଦ୍ର ଗୃହ...

Read more

୩୪ ଆକ୍ରାନ୍ତଙ୍କ ମଧ୍ୟରୁ ୩୦ ସୁରତ ଫେରନ୍ତା

ଭୁବନେଶ୍ୱର: କରୋନା ପଜିଟିଭ୍ ରେ ରେକର୍ଡ । ଆଜି(ଗୁରୁବାର) ସକାଳୁ ସଂଧ୍ୟା ଭିତରେ ୫ଟି ପର୍ଯ୍ୟାୟରେ ୩୪ ଜଣ କରୋନା ଆକ୍ରାନ୍ତଙ୍କ ତଥ୍ୟ ଆସିଛି । ଗଞ୍ଜାମରୁ ସର୍ବାଧିକ ୨୪ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ଭୁବନେଶ୍ୱରରୁ ୩, ମୟୁରଭଞ୍ଜରୁ ୪,...

Read more

ଅକ୍ଟୋବର ସୁଦ୍ଧା କରୋନା ପ୍ରତିଷେଧକ ଟୀକା!

ଭୁୁବନେଶ୍ୱର: ଭାରତ ସମେତ ବିଭିନ୍ନ ଦେଶରେ କରୋନା ଭାଇରସ୍ ପାଇଁ ପ୍ରତିଷେଧକ ଟୀକା ଉପରେ ଗବେଷଣା ଚାଲିଛି । ସେପ୍ଟେମ୍ବର- ଅକ୍ଟୋବର ସୁଦ୍ଧା ଟୀକା ବାହାରିପାରେ । କୋଭିଡ୍ ସଲିଡାରିଟି ଗ୍ରୁପ୍ ଟ୍ରାଏଲ୍ ଉପରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଆନ୍ତର୍ଜାତିକ ସଂଚାଳନ...

Read more

ଭାଇଜାକ୍ ରେ ଭୟଙ୍କର ଗ୍ୟାସ୍ ଲିକ୍; ୮ ମୃତ, ଶତାଧିକ ଅସୁସ୍ଥ

ବିଶାଖାପାଟଣାମ୍: ଆନ୍ଧ୍ରପ୍ରଦେଶର ବିଶାଖାପାଟଣାମ୍(ଭାଇଜାକ୍) ରେ ଏକ ଗ୍ୟାସ୍ ପ୍ଲାଣ୍ଟ୍ ରୁ ଗ୍ୟାସ୍ ଲିକ୍ ହୋଇ ଭୟଙ୍କର ପରିସ୍ଥିତି ସୃଷ୍ଟି ହୋଇଛି । ଜଣେ ଶିଶୁ ସମେତ ୮ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୭୦ ରୁ ଅଧିକ ଲୋକ ଆକ୍ରାନ୍ତ ହୋଇଛନ୍ତି ।...

Read more

ଥରକରେ ୨୦ ପଜିଟିଭ୍; ଗଞ୍ଜାମରୁ ୧୭, ମୟୁରଭଞ୍ଜରୁ ୩

ସମସ୍ତେ ସୁରତ ଫେରନ୍ତା ଭୁବନେଶ୍ୱର: ଯାହା ଆଶଙ୍କା କରାଯାଉଥିଲା ସତ । ରାଜ୍ୟରେ କରୋନା କାୟା ବିସ୍ତାର କଲାଣି । ଦକ୍ଷିଣରେ ଗଞ୍ଜାମରୁ ଏକାଥରେ ୧୭ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେପଟେ ଉତ୍ତରରେ ମୟୁରଭଞ୍ଜକୁ କରୋନା ଡେଇଁ...

Read more
Page 461 of 764 1 460 461 462 764