Our Correspondent

କିମ୍‍ସ ସୁପରସ୍ପେଶିଆଲିଟି ଓ କ୍ୟାନ୍‍ସର ସେଣ୍ଟର ଉଦ୍‍ଘାଟିତ

ଭୁବନେଶ୍ୱର: ଓଡ଼ିଶାର ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ନୂତନ କୀର୍ତ୍ତିମାନ । କିମ୍‍ସ ସୁପର ସ୍ପେଶିଆଲିଟି ଓ କିମ୍‍ସ କ୍ୟାନ୍‍ସର ସେଣ୍ଟରକୁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍‍ଘାଟନ କରିଛନ୍ତି । ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ, କିଟ୍‍, କିସ୍‍ ଓ କିମ୍‍ସ ପ୍ରତିଷ୍ଠାତା...

Read more

ସସ୍ମିତ୍ ପାତ୍ର ବିଜେଡି ସଂସଦୀୟ ଦଳ ନେତା

ଭୁବନେଶ୍ୱର: ରାଜ୍ୟସଭାରେ ବିଜେଡି ସଂସଦୀୟ ଦଳର ନେତା ହୋଇଛନ୍ତି ଡକ୍ଟର ସସ୍ମିତ୍ ପାତ୍ର । କ୍ରମାଗତ ଦ୍ୱିତୀୟ ଥର  ରାଜ୍ୟସଭାକୁ ନିର୍ବାଚିତ ସସ୍ମିତ୍ ଙ୍କୁ ଏହି ଗୁରୁ ଦାୟିତ୍ୱ ମିଳିଛି । ପୂର୍ବରୁ ପ୍ରସନ୍ନ ଆଚାର୍ଯ୍ୟ ଏହି ଦାୟିତ୍ୱରେ ଥିଲେ ।...

Read more

+୨ ବିଜ୍ଞାନ ଓ ବାଣିଜ୍ୟରେ କିସ୍‍ର ଶତ ପ୍ରତିଶତ ସଫଳତା

ଭୁବନେଶ୍ୱର: ଚଳିତ ବର୍ଷ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ +୨ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ଫଳ ବୁଧବାର ପ୍ରକାଶ ପାଇଛି। ଏଥିରେ କିସ୍‍ର ଛାତ୍ରଛାତ୍ରୀମାନେ ଶତ ପ୍ରତିଶତ ସଫଳତା ହାସଲ କରିଛନ୍ତି। ରାଜ୍ୟର ପାସ୍‍ ହାର ବିଜ୍ଞାନରେ...

Read more

ବାବୁସାନ୍ ଚେନ୍ନାଇ ଫେରନ୍ତା ଖବର ଆଗରେ ତୁଚ୍ଛ ହୋଇଗଲା ବିଧାନସଭା ଖବର

ଭୁବନେଶ୍ୱର: ବାବୁସାନ୍ ଚେନ୍ନାଇରୁ ଫେରିଲେ । ସକାଳେ ଏୟାରପୋର୍ଟରୁ ସିଧା ବରମୁଣ୍ଡା ଜଗନ୍ନାଥବିହାରସ୍ଥିତ ଘରକୁ ଆସିଲେ । ୨୩ ତାରିଖ ସକାଳେ ପ୍ରେମିକା ପ୍ରକୃତି ମିଶ୍ରଙ୍କୁ ସାଙ୍ଗରେ ଧରି ଚେନ୍ନାଇ ଯାଉଥିବା ବାବୁସାନ୍ ଙ୍କୁ ତାଙ୍କ ପତ୍ନୀ ତୃପ୍ତି ରାସ୍ତାରେ ଧରିଥିଲେ...

Read more

କାଲି ଅପରାହ୍ନ ୪ଟାରେ +୨ ରେଜଲ୍ଟ

ଭୁବନେଶ୍ୱର: ଆସନ୍ତାକାଲି ୨୭ ତାରିଖ ଅପରାହ୍ନ ୪ଟାରେ ଯୁକ୍ତ ଦୁଇ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ଫଳ ପ୍ରକାଶ ପାଇବ । ଭୁବନେଶ୍ୱରସ୍ଥିତ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚଏସଇ) କାର୍ଯ୍ୟାଳୟରେ ଏହା ବିଧିବଦ୍ଧ ଭାବେ ପ୍ରକାଶିତ ହେବ । ପରେ ୱେବ୍...

Read more

ଶପଥ ନେଲେ ଦ୍ରୌପଦ୍ରୀ ମୁର୍ମୁ

ନୂଆଦିଲ୍ଲୀ: ଭାରତର ରାଷ୍ଟ୍ରପତି ପଦ ଅଳଙ୍କୃତ କରିଛନ୍ତି ଓଡ଼ିଆ ଝିଅ ଦ୍ରୌପଦୀ ମୁର୍ମୁ । ସେ ହୋଇଛନ୍ତି ଦେଶର ପଞ୍ଚଦଶ, ପ୍ରଥମ ଆଦିବାସୀ ଏବଂ ସର୍ବ କନିଷ୍ଠ ରାଷ୍ଟ୍ରପତି । ଆଜି ଠିକ୍ ସକାଳ ୧୦.୧୨ ମିନିଟ୍ ରେ ପାର୍ଲାମେଣ୍ଟ କେନ୍ଦ୍ରୀୟ...

Read more

ନବନିର୍ବାଚିତ ରାଷ୍ଟ୍ରପତିଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ଭାରତର ରାଷ୍ଟ୍ରପତି ଭାବେ ଆସନ୍ତାକାଲି ଶପଥ ନେବେ ଓଡ଼ିଆ ଝିଅ ଦ୍ରୌପଦୀ ମୁର୍ମୁ । ଶପଥ ଗ୍ରହଣର ଅବ୍ୟବହିତ ପୂର୍ବରୁ ନବ ନିର୍ବାଚିତ ରାଷ୍ଟ୍ରପତିଙ୍କୁ ଭେଟିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜି ମୁଖ୍ୟମନ୍ତ୍ରୀଙ୍କ ସହ ଦଳୀୟ ସାଂସଦମାନେ ମଧ୍ୟ...

Read more
Page 462 of 1025 1 … 461 462 463 … 1,025