Our Correspondent

ବବି, ସଞ୍ଜୟ, ପ୍ରତାପଙ୍କୁ ଗୁରୁଦାୟିତ୍ୱ

ଭୁବନେଶ୍ୱର: ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ଦଳର ସାଂଗଠନିକ ଦାୟିତ୍ୱ ବିଧାୟକ ପ୍ରଣବ ପ୍ରକାଶ(ବବି) ଦାସଙ୍କ ଉପରେ ନ୍ୟସ୍ତ କରିଛନ୍ତି । ଆଜି ତାଙ୍କୁ ବିଜେଡ଼ିର ସାଧାରଣ ସମ୍ପାଦକ(ସଂଗଠନ) ପଦରେ ନିଯୁକ୍ତି ଦିଆଯାଇଛି । ଅନୁରୂପ ଭାବେ ପୂର୍ବତନ ମନ୍ତ୍ରୀ ସଞ୍ଜୟ...

Read more

‘ମୋ ସରକାର’ ପାଇଁ ହାତ ଖୋଲିଦେଲେ ସରକାର

୮,୧୨୬ କୋଟି ୩୨ ଲକ୍ଷ ଟଙ୍କାର ଅତିରିକ୍ତ ବଜେଟ୍ ଭୁୁବନେଶ୍ୱର: ‘ମୋ ସରକାର’ ପାଇଁ ଅର୍ଥର ଅଭାବ ରହିଲାନି । କାର୍ଯ୍ୟକ୍ରମ ରୂପାୟନ ଓ ଭିତ୍ତିଭୂମି ଉନ୍ନୟନ ପାଇଁ ରାଜ୍ୟ ସରକାର ହାତ ଖୋଲି ଦେଇଛନ୍ତି । ୨୦୧୯-୨୦ ଆର୍ଥିକ ବର୍ଷ...

Read more

ସୁପ୍ରିମୋଙ୍କ କଡ଼ା ନଜରରେ ବିଜେଡ଼ି ବିଧାୟକ

ବିଧାନସଭାରେ ଆଉ ଢ଼ିଲା ମାରିବେନି ଶାସକ ଦଳ  ଭୁୁବନେଶ୍ୱର: ଲଗାତର ପଞ୍ଚମ ଥର ପାଇଁ ରାଜ୍ୟବାସୀଙ୍କ ଆସ୍ଥା ଓ ବିଶ୍ୱାସ ଜିତିଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଧାନସଭାରେ ଦଳର ଉତ୍ତମ ପ୍ରଦର୍ଶନ ଓ ଉତ୍ତର ଦାୟିତ୍ୱ ପାଳନ ପ୍ରତି କଠୋର ହୋଇଛନ୍ତି...

Read more

ବୁଲବୁଲ୍ କ୍ଷତିଗ୍ରସ୍ତଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ପ୍ୟାକେଜ୍

ଭୁୁବନେଶ୍ୱର: ବୁଲବୁଲ୍ ବାତ୍ୟା ଭଦ୍ରକ, ବାଲେଶ୍ୱର, କେନ୍ଦ୍ରାପଡ଼ା, ଜଗତସିଂହପୁର, ଯାଜପୁର ଏବଂ ମୟୁରଭଞ୍ଜ ଜିଲ୍ଲାରେ ସରକାରୀ ଓ ଘରୋଇ ସମ୍ପତ୍ତିର ବ୍ୟାପକ କ୍ଷତି ଘଟାଇଛି । ବିଦ୍ୟୁତ ଭିତ୍ତିଭୂମି କ୍ଷତିଗ୍ରସ୍ତ ହୋଇଛି । ଆଜି ଦିଲ୍ଲୀରୁ ଫେରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ...

Read more

ଅରୁଣଙ୍କ ଦକ୍ଷତା: ଆଫ୍ରିକାନ୍ ଫଲ୍ ଆର୍ମିୱର୍ମ କବଳରୁ ମକା ଚାଷୀଙ୍କୁ ବଞ୍ଚାଇଲେ

ଭୁବନେଶ୍ୱର: ରାଜ୍ୟର ମକା ଚାଷୀଙ୍କ ପାଇଁ ଆଶ୍ୱସ୍ତି । ମକା ଚାଷ ପାଇଁ ଘାତକ ବିବେଚନା କରାଯାଉଥିବା ଫଲ୍ ଆର୍ମିୱର୍ମ କୀଟନାଶକ ଜୀବାଣୁ ନିୟନ୍ତ୍ରଣ କରିବାରେ କୃଷି ବିଭାଗ ସଫଳ ହୋଇଛି । ବିଭାଗୀୟ ମନ୍ତ୍ରୀ ଡ. ଅରୁଣ କୁମାର ସାହୁଙ୍କ...

Read more

ମୁଖ୍ୟମନ୍ତ୍ରୀଙ୍କ ପ୍ରଶ୍ନ: ଆଉ ୬ ହଜାର କୋଟି କେବେ?

ନୂଆଦିଲ୍ଲୀ: କେନ୍ଦ୍ର ପ୍ରଣୀତ ବିଭିନ୍ନ ସ୍କିମ୍ ଏବଂ କେନ୍ଦ୍ରୀୟ ପାଣ୍ଠିର ସ୍ଥିତି ସମ୍ପର୍କରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଦିଲ୍ଲୀର ଓଡ଼ିଶା ଭବନଠାରେ ସମୀକ୍ଷା କରିଛନ୍ତି । ଏସବୁ ପ୍ରକଳ୍ପ କାର୍ଯ୍ୟକାରିତାରେ ୫-ଟି ଆଧାରକୁ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେଇଥିଲେ । ତେବେ...

Read more

ଦେଶଭକ୍ତିର ବାର୍ତ୍ତା ଦେଲେ ମୋଦି, ନୂଆ ଭାରତ ନିର୍ମାଣ ପାଇଁ ଆହ୍ୱାନ

ନୂଆଦିଲ୍ଲୀ: ଅଯୋଧ୍ୟା ରାୟ ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଦେଶବାସୀଙ୍କୁ ସମ୍ବୋଧିତ କରି ଏକତା ସୂତ୍ରରେ ନୂଆ ଭାରତ ନିର୍ମାଣର ସଂକଳ୍ପ ଦେଇଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି, ଭାରତ ମାଟିରେ କଟୁତା ଓ ନକରାତ୍ମକର ସ୍ଥାନ ନାହିଁ । ଭାରତର...

Read more
Page 513 of 756 1 512 513 514 756