Our Correspondent

ବିଜେପିକୁ ଝାଡ଼ଖଣ୍ଡ ଚଟକଣି

ନୂଆଦିଲ୍ଲୀ: କାଶ୍ମୀରରୁ ୩୭୦ ଉଚ୍ଛେଦ ହେଉ କି ଅଯୋଧ୍ୟାରେ ରାମମନ୍ଦିର ନିର୍ମାଣ ଅଥବା ନାଗରିକ ସଂଶୋଧନ ଆଇନ ହେଉ । ନରେନ୍ଦ୍ର ମୋଦି-ଅମିତ୍ ଶାହାଙ୍କ ତଥାକଥିତ ଐତିହାସିକ ପଦକ୍ଷେପ ସାଧାରଣ ଜନତାଙ୍କ ଉପରେ ସମ୍ଭବତଃ କାଟୁ କରୁନି । ଝାଡ଼ଖଣ୍ଡରେ ବିଜେପିର...

Read more

ବିଜେପି ଜିଲ୍ଲା ସଭାପତିଙ୍କ ନାଁ ଘୋଷଣା

ଭୁବନେଶ୍ୱର: ରାଜ୍ୟ ବିଜେପିର ୩୩ଟି ସାଂଗଠନିକ ଜିଲ୍ଲା ସଭାପତିଙ୍କ ନାଁ ଘୋଷଣା ହୋଇଛି । ସେମାନେ ହେଲେ, ଅନୁଗୁଳ- ଦିଲେଶ୍ୱର ପ୍ରଧାନ, ଢ଼େଙ୍କାନାଳ- ନରେଶ ମହାପାତ୍ର, କଟକ ନଗର- ଲଲାତେନ୍ଦୁ ବଡୁ, କଟକ ସଦର- ପ୍ରକାଶ ଚନ୍ଦ୍ର ବେହେରା(ପୂର୍ବତନ ବିଧାୟକ), ଜଗତସିଂହପୁର- ସତ୍ୟବ୍ରତ...

Read more

ଡିସେମ୍ବର ୨୭ରୁ ଫେବୃଆରୀ ୨୬ ବିଜେଡ଼ିର ସାଂଗଠନିକ ନିର୍ବାଚନ

ଭୁବନେଶ୍ୱର: ୫ଟି ପର୍ଯ୍ୟାୟରେ ଦୁଇମାସ ଧରି ଅନୁଷ୍ଠିତ ହେବ ବିଜେଡ଼ିର ସାଂଗଠନିକ ନିର୍ବାଚନ । ଆସନ୍ତା ଡିସେମ୍ବର ୨୭ରୁ ଆରମ୍ଭ ହୋଇ ଫେବୃଆରୀ ୨୬ରେ ସରିବ । ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ବିଜେଡ଼ି ରାଜ୍ୟ ନିର୍ବାଚନ ଅଧିକାରୀ ପ୍ରତାପ କେଶରୀ...

Read more

ତାରା ଦତ୍ତଙ୍କୁ ମହିଳାଙ୍କ ଗାଳି, ପଛପଟେ ବାହାରିଲେ ରାଜ୍ୟପାଳ

ଭୁବନେଶ୍ୱର: ପୂର୍ବତନ ପ୍ରଶାସକ ତାରା ଦତ୍ତଙ୍କ ପାଇଁ ଆଜି ଏକ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିଲା । ତାଙ୍କର ବହୁଚର୍ଚ୍ଚିତ ଆତ୍ମଜୀବନୀ “ହାଇଲ୍ୟାଣ୍ଡର୍ସ ପ୍ଲେନ୍ ସ୍ପିକ୍” ପୁସ୍ତକର ଉନ୍ମୋଚନ ବେଳେ ଶତାଧିକ ମହିଳା ସ୍ୱେଚ୍ଛାସେବୀ ତାଙ୍କର ଗିରଫ ଦାବି କରି ବିକ୍ଷୋଭ...

Read more

ଏନଆରସିକୁ ବିଜେଡ଼ି ସମର୍ଥନ କରୁନି: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ନାଗରିକତା ସଂଶୋଧନ ଆଇନ(ସିଏଏ)କୁ ସମର୍ଥନ ଦେଉଥିବା ବିଜୁ ଜନତା ଦଳ ଜାତୀୟ ନାଗରିକ ପଞ୍ଜିକୃତ ଆଇନ ବା ଏନଆରସିକୁ ସମର୍ଥନ କରୁନାହିଁ । ବିଜେଡ଼ି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏହା ସ୍ପଷ୍ଟ କରିଛନ୍ତି । ମୁଖ୍ୟମନ୍ତ୍ରୀ...

Read more

ନିର୍ଭୟା ରେପିଷ୍ଟ୍ ଙ୍କ ଫାଶୀ ରାସ୍ତା ସଫା

ନୂଆଦିଲ୍ଲୀ: ଦୀର୍ଘ ୭ ବର୍ଷର ପ୍ରତୀକ୍ଷା ପରେ ମିଳିଛି ନ୍ୟାୟ । ବହୁ ଚର୍ଚ୍ଚିତ ଦିଲ୍ଲୀର ନିର୍ଭୟା ଗଣଦୁଷ୍କର୍ମର ଅନ୍ୟତମ ଦୋଷୀ ଅକ୍ଷୟ ସିଂହର ପୁନଃ ବିଚାର ଆବେଦନକୁ ସୁପ୍ରିମକୋର୍ଟଙ୍କ ୩ ଜଣିଆ ଖଣ୍ଡପୀଠ ଆଜି ଖାରଜ କରିଦେଇଛନ୍ତି । ଏଥିସହ...

Read more

ନବୀନଙ୍କୁ ଟକ୍କର ଦେବାକୁ ନବଙ୍କ ଷ୍ଟଣ୍ଟ ସୋ!

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଟକ୍କର ଦେବାପାଇଁ ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ କ୍ୟାପିଟାଲ ହସ୍ପିଟାଲରେ ସମ୍ଭବତଃ ଷ୍ଟଣ୍ଟ ସୋ କରିଛନ୍ତି । ନବଙ୍କ ଏଭଳି ଘୋଷଣା ଷ୍ଟେଣ୍ଟ ଲଗାଇବା ବାହାନରେ ଷ୍ଟଣ୍ଟ ସୋ ବୋଲି ଚର୍ଚ୍ଚା ହେଉଛି । କ୍ୟାପିଟାଲ...

Read more
Page 512 of 763 1 511 512 513 763