Our Correspondent

କେନ୍ଦ୍ର ବଜେଟ: ଆୟକର ସୀମା ଅପରିବର୍ତ୍ତିତ

ନୂଆଦିଲ୍ଲୀ/ଭୁବନେଶ୍ୱର: ଲଗାତର ଦୁଇବର୍ଷ ଧରି ଆୟକର ସ୍ଲାବ୍ ରେ କେନ୍ଦ୍ର ସରକାର ପରିବର୍ତ୍ତନ ଆଣିଲେ ନାହିଁ । ଆୟକର ସ୍ଲାବ୍ ଯାହା ଥିଲା ସେୟା ରହିଲା । ଆଜି ସଂସଦରେ ସାଧାରଣ ବଜେଟ୍ ଉପସ୍ଥାପନ କରିଥିବା କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ...

Read more

ରାତି ୧୦ ଟାରୁ ନାଇଟ୍ କର୍ଫ୍ୟୁ

ଭୁବନେଶ୍ୱର: ଫେବ୍ରୁଆରୀ ମାସ ପାଇଁ ରାଜ୍ୟ ସରକାରଙ୍କ କରୋନା ଗାଇଡଲାଇନ୍ ଆସିଛି । କିଛି କ୍ଷେତ୍ରରେ କରୋନା କଟକଣାକୁ କୋହଳ କରାଯାଇଛି । ଏଣିକି ସହରାଞ୍ଚଳରେ ରାତି ୯ ଟା ପରିବର୍ତ୍ତେ ପୂର୍ବଭଳି ରାତି ୧୦ଟାରୁ ନାଇଟ୍ କର୍ଫ୍ୟୁ ଲାଗୁ ହେବ...

Read more

ନୀଳାଚଳ ଇସ୍ପାତକୁ ୧୨,୧୦୦ କୋଟିରେ କିଣିବ ଟାଟା

ନୂଆଦିଲ୍ଲୀ: ବିପୁଳ କ୍ଷତି ଯୋଗୁଁ ବନ୍ଦ ହୋଇଥିବା କଳିଙ୍ଗନଗରସ୍ଥିତ ନୀଳାଚଳ ଇସ୍ପାତ ନିଗମ ଲିମିଟେଡ କାରଖାନାକୁ ୧୨ ହଜାର ୧୦୦ କୋଟି ଟଙ୍କାରେ କିଣିବ ଟାଟା ଷ୍ଟିଲ୍ କମ୍ପାନୀ । ଟାଟାର ସର୍ବାଧିକ ବିଡିଂକୁ ଅର୍ଥନୈତିକ ବ୍ୟାପାର ସଂକ୍ରାନ୍ତୀୟ କେନ୍ଦ୍ର କ୍ୟାବିନେଟ୍...

Read more

ପୌରାଧ୍ୟକ୍ଷ ଚିଠା ସଂରକ୍ଷଣ ତାଲିକା ଅପରିବର୍ତ୍ତିତ

ଭୁବନେଶ୍ୱର: ରାଜ୍ୟର ୧୦୭ ଟି ଏନଏସି ଏବଂ ମ୍ୟୁନିସିପାଲିଟି ଅଧ୍ୟକ୍ଷ ପଦବୀର ଚୂଡ଼ାନ୍ତ ସଂରକ୍ଷଣ ତାଲିକା ବାହାରିଛି । ନଗର ଉନ୍ନୟନ ବିଭାଗ ପକ୍ଷରୁ ଆଜି ଏହାର ବିଜ୍ଞପ୍ତି ପ୍ରକାଶ ପାଇଛି । ଗତ ୧୫ ତାରିଖରେ ଚିଠା ସଂରକ୍ଷଣ ତାଲିକା...

Read more

ଫେବ୍ରୁଆରୀ ୧ ରୁ ଜଗା ଦର୍ଶନ

ଭୁବନେଶ୍ୱର: କୋଭିଡ ଯୋଗୁଁ ସାଧାରଣ ଶ୍ରଦ୍ଧାଳୁଙ୍କ ପାଇଁ ବନ୍ଦ ଥିବା ଶ୍ରୀମନ୍ଦିର ଫେବ୍ରୁଆରୀ ୧ ରୁ ଖୋଲିବ । ଆଜି ଛତିଶା ନିଯୋଗ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ତେବେ ପୂର୍ବଭଳି ପ୍ରତି ରବିବାର ଶ୍ରୀମନ୍ଦିରରେ ସାଧାରଣ ଦର୍ଶନ ବନ୍ଦ...

Read more

ବୟସ୍କମାନଙ୍କୁ ବୁଷ୍ଟର ଡୋଜ୍ ଉପରେ ଗୁରୁତ୍ୱ

ଭୁବନେଶ୍ୱର: ରାଜ୍ୟରେ କୋଭିଡ ସ୍ଥିତି ସମ୍ପର୍କରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡ଼ିଓ କନଫରେନ୍ସିଂ ଜରିଆରେ ସମୀକ୍ଷା କରିଥିଲେ । ପ୍ରଶାସନ ସତର୍କ ରହିବା ସହିତ ସଚେତନତା କାର୍ଯ୍ୟକ୍ରମ ଜାରି ରଖିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ । ବିଶେଷକରି ବରିଷ୍ଠ ନାଗରିକ...

Read more

କାନ୍ଦିଲେ ପ୍ରସାଦ, ଟାର୍ଗେଟ୍ ରେ ନିରଞ୍ଜନ

ଭୁବନେଶ୍ୱର: ସତ୍ୟବାଦୀ ନିର୍ବାଚନମଣ୍ଡଳୀରେ ଜିଲ୍ଲା ପରିଷଦ ଟିକେଟ ଦିଆ ନ ହେବାର ଅପବାଦକୁ ସହ୍ୟ କରିପାରିନାହାନ୍ତି ପ୍ରସାଦ ହରିଚନ୍ଦନ । ଆଜି ଏକ ସାମ୍ବାଦିକ ସମ୍ମିଳନୀ ଡାକି ଏହାର ଲମ୍ବା ସ୍ପଷ୍ଟୀକରଣ ଦେଇଛନ୍ତି । ଅତ୍ୟନ୍ତ ଭାବବିହ୍ୱଳ ହୋଇ କାନ୍ଦି ପକାଇଛନ୍ତି...

Read more
Page 511 of 1025 1 … 510 511 512 … 1,025