Our Correspondent

ମାଓବାଦୀଙ୍କ ଲ୍ୟାଣ୍ଡମାଇନ ବିସ୍ଫୋରଣରେ ସାମ୍ବାଦିକ ମୃତ

ଭୁବନେଶ୍ୱର: ଖବର ସଂଗ୍ରହ କରିବାକୁ ଯାଇଥିବା କଳାହାଣ୍ଡିର ଜଣେ ଯୁବ ସାମ୍ବାଦିକ ମାଓବାଦୀଙ୍କ ଲ୍ୟାଣ୍ଡମାଇନ ବିସ୍ଫୋରଣରେ ପ୍ରାଣ ହରାଇଛନ୍ତି । ମୃତ ସାମ୍ବାଦିକ ହେଲେ ମୋହନଗିରି ଧରିତ୍ରୀ ପ୍ରତିନିଧି ରୋହିତ ବିଶ୍ୱାଳ । ଘଟଣାଟି ସମଗ୍ର ରାଜ୍ୟରେ ଆଲୋଡ଼ନ ସୃଷ୍ଟି କରିଛି...

Read more

ବନ୍ଧା ହେଲେ କୁବେର ମୁଖ୍ୟଯନ୍ତ୍ରୀ

ଭୁବନେଶ୍ୱର: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ(ପରିବେଶ) ମୁଖ୍ୟଯନ୍ତ୍ରୀ ରବିନାରାୟଣ ପୃଷ୍ଟିଙ୍କୁ ଆଜି ଭିଜିଲାନସ୍ ଗିରଫ କରିଛି । ଭୁବନେଶ୍ୱର ସ୍ୱତନ୍ତ୍ର ଭିଜିଲାନସ୍ କୋର୍ଟରେ ତାଙ୍କ ଜାମିନ୍ ଆବେଦନ ନାମଞ୍ଜୁର ହେବାରୁ ଝାରପଡ଼ା ଜେଲ୍ ହାଜତ...

Read more

୭ ରୁ ଖୋଲିବ ସ୍କୁଲ, କଲେଜ

ଭୁବନେଶ୍ୱର: ଦୀର୍ଘ ୨ ବର୍ଷ ପରେ ଛୋଟ ପିଲା ଯିବେ ସ୍କୁଲ । କରୋନା ଯୋଗୁଁ ବନ୍ଦ ଥିବା ରାଜ୍ୟର ସମସ୍ତ ସ୍କୁଲ ଓ କଲେଜ ଆସନ୍ତା ୭ ତାରିଖରୁ ଖୋଲିବ । ଅଷ୍ଟମରୁ ଉପରକୁ ସମସ୍ତ କ୍ଲାସ୍ ଫେବ୍ରୁଆରୀ ୭...

Read more

ବନ୍ଧା ହେଲେ ଖାଉ ଯୋଗାଣ ଅଧିକାରୀ

ଭୁବନେଶ୍ୱର: ଆୟ ବହିର୍ଭୂତ ସମ୍ପତ୍ତି ରଖିବା ଅଭିଯୋଗରେ ନୂଆପଡ଼ା ଜିଲ୍ଲା ଯୋଗାଣ ବିଭାଗର ଅତିରିକ୍ତ ସିଏସଓ ରତ୍ନାକର ସେଠୀଙ୍କୁ ଆଜି ଭିଜିଲାନସ୍ ପୁଲିସ ଗିରଫ କରିଛି । କଟକ ଭିଜିଲାନସ ଏସପି ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି ।...

Read more

ଓଡ଼ିଶାକୁ ୯୭୩୪ କୋଟି ରେଳ ଅନୁଦାନ

ଭୁବନେଶ୍ୱର: ଓଡ଼ିଶାରୁ ପ୍ରତିନିଧିତ୍ୱ କରୁଥିବା କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏଥର ବଜେଟରେ ରାଜ୍ୟର ସ୍ୱାର୍ଥକୁ ଅଗ୍ରାଧିକାର ଦେଇଛନ୍ତି । ୨୦୨୨-୨୩ ରେଳ ବଜେଟ୍ ରେ ଓଡ଼ିଶାକୁ ମିଳିଛି ରେକର୍ଡ ୯୭୩୪ କୋଟି ଟଙ୍କା ଅନୁଦାନ । ଗତଥର ରାଜ୍ୟକୁ ମିଳିଥିଲା...

Read more

ଚାକିରିରୁ ବିଦା ହେଲେ ଆଇଏଏସ୍ ବିନୋଦ କୁମାର

ଭୁବନେଶ୍ୱର: ବରିଷ୍ଠ ଆଇଏଏସ୍ ଅଫିସର ତଥା ଓଡ଼ିଶା ଗ୍ରାମ୍ୟ ଗୃହ ନିର୍ମାଣ ନିଗମର ପୂର୍ବତନ ଏମଡି ବିନୋଦ କୁମାରଙ୍କୁ ରାଜ୍ୟ ସରକାର ଚାକିରିରୁ ବିଦା କରିଛନ୍ତି । ବାବୁଙ୍କ ବିରୋଧରେ ଥିବା ମାଳ ମାଳ ଦୁର୍ନୀତି ଅଭିଯୋଗ ପ୍ରମାଣିତ ହେବା ପରେ...

Read more

ନବୀନ ଖୁସି କମ୍, ନା’ ଖୁସ୍ ଅଧିକ

ଭୁବନେଶ୍ୱର: ଗରିବ ଓ ମଧ୍ୟବିତ୍ତଙ୍କୁ ପ୍ରଭାବିତ କରୁଥିବା ଦରଦାମ ବୃଦ୍ଧି ରୋକିବାକୁ ଏଥରର ବଜେଟ୍ ରେ କୌଣସି ପଦକ୍ଷେପ ନିଆଯାଇନାହିଁ । ଗରିବଙ୍କ ଏହି କଷ୍ଟକୁ ଆହୁରି ଅସହ୍ୟ କରିଛି ଏଲପିଜି ସବସିଡି ହ୍ରାସ୍ । ଘରୋଇ ଅର୍ଥନୀତି ଉପରେ ଏହାର...

Read more
Page 510 of 1025 1 … 509 510 511 … 1,025