Our Correspondent

ଆଉ ୫ ଦୁର୍ନୀତିଗ୍ରସ୍ତ ଅଧିକାରୀ ଚାକିରିରୁ ବିଦା

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୁର୍ନୀତି ବିରୋଧୀ କଠୋର ଆଭିମୁଖ୍ୟରେ ପୁଣି ବଳି ପଡ଼ିଛନ୍ତି ୫ ଅଧିକାରୀ । ସେମାନଙ୍କୁ ଚାକିରିରୁ ବାଧ୍ୟତାମୂଳକ ଅବସର ଦିଆଯାଇଛି । ସେମାନଙ୍କ ମଧ୍ୟରେ ଅଛନ୍ତି ଇଞ୍ଜିନିୟର, ସିଡ଼ିପିଓ, ଅଙ୍ଗନବାଡ଼ି ସୁପରଭାଇଜର, ପୁଲିସ ଇନସପେକ୍ଟର ଏବଂ...

Read more

ବରିଷ୍ଠ ସାମ୍ବାଦିକ ପ୍ରତାପ ମହାନ୍ତିଙ୍କ ମାତୃ ବିୟୋଗ

ଭୁବନେଶ୍ୱର: ବରିଷ୍ଠ ସାମ୍ବାଦିକ ପ୍ରତାପ ମହାନ୍ତିଙ୍କ ମା' ଦମୟନ୍ତୀ ମହାନ୍ତିଙ୍କର ଆଜି ପରଲୋକ ହୋଇଯାଇଛି । ତାଙ୍କୁ ୮୮ ବର୍ଷ ହୋଇଥିଲା । ଅତ୍ୟନ୍ତ ସ୍ନେହୀ, ବନ୍ଧୁବତ୍ସଳ ଏବଂ ପରୋପକାରୀ ମଣିଷ ଭାବେ ସେ ସମସ୍ତଙ୍କର ପ୍ରିୟପାତ୍ର ଥିଲେ । ତାଙ୍କ...

Read more

ପିଲାଙ୍କ ଖୁସିରେ ମୁଁ ବି ବହୁତ ଖୁସି: ମୁଖ୍ୟମନ୍ତ୍ରୀ

ଭୁୁବନେଶ୍ୱର: କରୋନା ପାଇଁ ବନ୍ଦ ରହିଥିବା ସ୍କୁଲ, କଲେଜଗୁଡ଼ିକ ଦୀର୍ଘ ୨ ବର୍ଷ ପରେ ଆଜି ଖୋଲିଛି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଛାତ୍ରଛାତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ବାର୍ତ୍ତା ଦେଇଛନ୍ତି । ମୁଖ୍ୟମନ୍ତ୍ରୀ କ'ଣ କହିଛନ୍ତି ପଢ଼ନ୍ତୁ...

Read more

ଓଡ଼ିଶା-ମୋ ପରିବାର, କିଡସ୍ ଆନୁକୁଲ୍ୟରେ ଦାନ୍ତ ପରୀକ୍ଷା ଶିବିର

କଟକ/ଭୁବନେଶ୍ୱର:  ଆଜି ଓଡ଼ିଶା-ମୋ ପରିବାର ଏବଂ କଳିଙ୍ଗ ଇନଷ୍ଟିଚ୍ୟୁଟ୍ ଅଫ୍ ଡେଣ୍ଟାଲ ସାଇନ୍ସ୍ (କିଡସ୍)ର ମିଳିତ ଆନୁକୁଲ୍ୟରେ କଟକ ଜଗତପୁର ସ୍ଥିତ ନିମପୁର ସ୍ପୋର୍ଟ୍ସ ଆଣ୍ଡ କ୍ରିକେଟ୍ କ୍ଲବ୍ ଠାରେ ପ୍ରଥମଥର ପାଇଁ ଏକ ଦନ୍ତ ପରୀକ୍ଷା ଶିବିର ଆୟୋଜନ କରାଯାଇଥିଲା...

Read more

ନିରବି ଗଲେ ସ୍ୱର ସାମ୍ରାଜ୍ଞୀ

ମୁମ୍ବାଇ/ଭୁବନେଶ୍ୱର: ଆଉ ନାହାନ୍ତି ଲତା ମଙ୍ଗେସକର । ଦୀର୍ଘ ସାତ ଦଶନ୍ଧୀ ଧରି ଭାରତୀୟ ଜନଗଣଙ୍କ ହୃଦୟରେ ବସା ବାନ୍ଧିଥିବା ଏହି କିମ୍ବଦନ୍ତୀ ଗାୟିକାଙ୍କ ସ୍ୱର ଆଜି ନିରବି ଯାଇଛି । କୋଭିଡ୍ ରେ ଆକ୍ରାନ୍ତ ହେବା ପରେ ଦୀର୍ଘ ୨୯...

Read more

ବେଙ୍ଗାଲୁରରେ ଖୋଲିଲା ‘ଛପନଭୋଗ’

ବେଙ୍ଗାଲୁର/ଭୁବନେଶ୍ୱର: ଭୁବନେଶ୍ୱର ଭିତ୍ତିକ ଲୋକପ୍ରିୟ ମିଠା ଦୋକାନ 'ଛପନଭୋଗ' ବେଙ୍ଗାଲୁର Whitefieldରେ ଏହାର ପ୍ରଥମ ଶାଖା ସ୍ଥାପନ କରିଛି । ଏହା ହେଉଛି ଓଡ଼ିଶା ବାହାରେ ଛପନ ଭୋଗର ପ୍ରଥମ ୟୁନିଟ୍ । ଆଜି ପବିତ୍ର ବସନ୍ତ ପଂଚମୀରେ ସେମାନଙ୍କର ଅନ୍-ଲାଇନ...

Read more

କିଟ୍‍ ରେ ପ୍ରଥମ ୱାର୍ଲ୍ଡ ଲିଡରସିପ୍‍ କନଭେନସନ୍

ଭୁବନେଶ୍ୱର: ଭାରତ ବହୁ ପୂର୍ବରୁ ବିଶ୍ୱକୁ ନେତୃତ୍ୱ ଦେଇ ଆସୁଥିଲା ଏବଂ ଏକବିଂଶ ଶତାବ୍ଦୀରେ ଭାରତ ମଧ୍ୟ ବିଶ୍ୱର ନେତୃତ୍ୱ ନେବ ବୋଲି ପୂର୍ବତନ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ଚନ୍ଦ୍ର ପୋଖରିଆଲ୍‍ ନିଶଙ୍କ କହିଛନ୍ତି । ଶନିବାର...

Read more
Page 509 of 1025 1 … 508 509 510 … 1,025