Our Correspondent

ପ୍ରମିଳା ମଲ୍ଲିକଙ୍କୁ ପ୍ରଚାର ମନା

ଭୁବନେଶ୍ୱର: ବିଜେଡ଼ିର ବରିଷ୍ଠ ନେତ୍ରୀ ତଥା ସରକାରୀ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକଙ୍କ ଉପରେ ବାଜିଛି ନିର୍ବାଚନ କମିସନଙ୍କ ଛାଟ । ପଞ୍ଚାୟତ ନିର୍ବାଚନ ପ୍ରଚାର ମଇଦାନରୁ ତାଙ୍କୁ ୪୮ ଘଣ୍ଟା ପାଇଁ ବାରଣ କରାଯାଇଛି । ଆସନ୍ତାକାଲି ଅର୍ଥାତ ଫେବ୍ରୁଆରୀ...

Read more

ବନ୍ଧା ହେଲେ ଏଡ଼ିଏମ୍ ବିଶ୍ୱଜିତ୍ ମହାପାତ୍ର

ଭୁବନେଶ୍ୱର: ବିପୁଳ ଆୟ ବହିର୍ଭୂତ ସମ୍ପତ୍ତି ରଖିବା ଅଭିଯୋଗରେ ସୁନ୍ଦରଗଡ଼ ଅତିରିକ୍ତ ଜିଲ୍ଲାପାଳ ବିଶ୍ୱଜିତ୍ ମହାପାତ୍ର ଆଜି ଗିରଫ ହୋଇଛନ୍ତି । ତାଙ୍କ ପତ୍ନୀଙ୍କ ନାଁରେ ମଧ୍ୟ ମାମଲା ହୋଇଛି । ଉଭୟଙ୍କ ବିରୋଧରେ ଦୁର୍ନୀତି ନିବାରଣ ଆଇନରେ ମାମଲା ରୁଜୁ...

Read more

କେନ୍ଦ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁଙ୍କ ମନ୍ତବ୍ୟ ଡାହା ମିଛ: ବିଜେଡି

ଭୁବନେଶ୍ୱର: କେନ୍ଦ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁ ଆଜି ତାଙ୍କର ବିବୃତ୍ତି ଜରିଆରେ ଯେଭଳି ମିଥ୍ୟା ତଥ୍ୟ ରଖିଛନ୍ତି ତାହା ଡାହା ମିଛ ବୋଲି କହିଛନ୍ତି ବିଜେଡି ନେତା ଦେବାଶିଷ ମାରାଣ୍ଡି । ଶ୍ରୀ ମାରାଣ୍ଡି ଆଜି ଏକ ବିବୃତ୍ତି ଜରିଆରେ କହିଛନ୍ତି ଯେ...

Read more

ବାଚସ୍ପତି ରଖିଲେ ତଥ୍ୟ ପ୍ରମାଣ, କେନ୍ଦ୍ରମନ୍ତ୍ରୀଙ୍କ ଜବାବକୁ ଅପେକ୍ଷା

ଭୁବନେଶ୍ୱର: ବିଧାନ ପରିଷଦ ଗଠନ ପାଇଁ ଓଡ଼ିଶା ସରକାରଙ୍କ ଠାରୁ କୌଣସି ପ୍ରସ୍ତାବ ଆସିନାହିଁ ବୋଲି ରାଜ୍ୟସଭାରେ କେନ୍ଦ୍ର ଆଇନ ମନ୍ତ୍ରୀ କିରେନ ରିଜଜୁଙ୍କ ଉତ୍ତର ଅଜବ ପରିସ୍ଥିତି ସୃଷ୍ଟି କରିଛି । ଖୋଦ୍ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ତଥ୍ୟ ପ୍ରମାଣ...

Read more

୧୪ ରୁ ସ୍କୁଲ ଖୋଲା, ୨୮ ରୁ କ୍ଲାସ୍

ଭୁବନେଶ୍ୱର: ପ୍ରଥମରୁ ସପ୍ତମ ଶ୍ରେଣୀ ପିଲାଙ୍କ ପାଇଁ ୧୪ ତାରିଖରୁ ସ୍କୁଲ ଖୋଲିଲେ ବି ୨୮ ତାରିଖରୁ ପିଲା କ୍ଲାସ୍ ରେ ବସି ପାଠ ପଢ଼ିବେ । ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଆଜି ଏହି ନିର୍ଦ୍ଦେଶନାମା ପ୍ରକାଶ ପାଇଛି...

Read more

୩ ବର୍ଷରେ ଦେଶରେ ୨୫ ହଜାରରୁ ଅଧିକ ଆତ୍ମହତ୍ୟା

ନୂଆଦିଲ୍ଲୀ/ଭୁବନେଶ୍ୱର: ବେରୋଜଗାରୀ ସମସ୍ୟା ଏବଂ ଋଣଭାର ଯୋଗୁଁ ଦେଶରେ ଆତ୍ମହତ୍ୟା ଘଟଣା ବଢ଼ିଚାଲିଛି । ଖାସ୍ କରି କରୋନା କାଳରେ ଏହା ଉକ୍ରଟ ରୂପ ଧାରଣ କରିଛି । କେନ୍ଦ୍ର ସରକାର ଆଜି ଲୋକସଭାରେ ଏହି ତଥ୍ୟ ରଖିଛନ୍ତି । କେନ୍ଦ୍ର...

Read more

ନବୀନଙ୍କୁ ମୋଦିଙ୍କ ସାବାସି, ପ୍ରଶଂସା

ଭୁୁବନେଶ୍ୱର: ବିଜେଡ଼ି ସରକାର ବିରୋଧରେ ରାଜ୍ୟ ବିଜେପିର ବଡ଼ ପ୍ରସଙ୍ଗ ହେଉଛି ଖଣି ଦୁର୍ନୀତି । ଆଜି ନୁହେଁ, ବର୍ଷ ବର୍ଷ ଧରି ବିଜେପି ନିରନ୍ତର ଭାବେ ଏହି ପ୍ରସଙ୍ଗରେ ନବୀନ ସରକାରଙ୍କୁ ଘେରୁଛି । ଅତୀତରେ ନବୀନଙ୍କ ଇସ୍ତଫା ଦାବି...

Read more
Page 508 of 1025 1 … 507 508 509 … 1,025