Thursday, April 30, 2026 02:22 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ଓଡ଼ିଶାକୁ ୯୭୩୪ କୋଟି ରେଳ ଅନୁଦାନ

ଖୋର୍ଦ୍ଧା-ବଲାଙ୍ଗୀର ପ୍ରକଳ୍ପ ପାଇଁ ଅନୁଦାନ କମିଲା

by Our Correspondent
02 Feb, 2022- 09:52 PM
in Latest News, News
1 min read
0
ଓଡ଼ିଶାକୁ ୯୭୩୪ କୋଟି ରେଳ ଅନୁଦାନ

ଭୁବନେଶ୍ୱର: ଓଡ଼ିଶାରୁ ପ୍ରତିନିଧିତ୍ୱ କରୁଥିବା କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏଥର ବଜେଟରେ ରାଜ୍ୟର ସ୍ୱାର୍ଥକୁ ଅଗ୍ରାଧିକାର ଦେଇଛନ୍ତି । ୨୦୨୨-୨୩ ରେଳ ବଜେଟ୍ ରେ ଓଡ଼ିଶାକୁ ମିଳିଛି ରେକର୍ଡ ୯୭୩୪ କୋଟି ଟଙ୍କା ଅନୁଦାନ । ଗତଥର ରାଜ୍ୟକୁ ମିଳିଥିଲା ସର୍ବାଧିକ ୬୯୯୫ କୋଟି ଟଙ୍କା । ୨୮୯ କିମି ବିଶିଷ୍ଟ ବହୁ ଚର୍ଚ୍ଚିତ ଖୋର୍ଦ୍ଧା-ବଲାଙ୍ଗୀର ରେଳପଥ ପାଇଁ ବଜେଟ୍ ରେ ରହିଛି ୮୯୧ କୋଟି ଟଙ୍କାର ଅନୁଦାନ । ଓଡ଼ିଶାକୁ ରେଳ ଅନୁଦାନ ନେଇ ରେଳ ମନ୍ତ୍ରଣାଳୟ ପକ୍ଷରୁ ଆଜି ଏହି ସୂଚନା ଦିଆଯାଇଛି ।

ସୂଚନା ଅନୁଯାୟୀ, ଚଳିତ ବଜେଟ୍ ରେ ଖୋର୍ଦ୍ଧା-ବଲାଙ୍ଗୀର ରେଳପଥ ପ୍ରକଳ୍ପ ପାଇଁ ୮୯୧ କୋଟି ଟଙ୍କା ଅନୁଦାନ ମିଳିଥିବା ବେଳେ ଅନୁଗୁଳ-ସୁକିନ୍ଦା ପ୍ରକଳ୍ପ ପାଇଁ ୪୭୫ କୋଟି, ହରିଦାସପୁର-ପାରାଦ୍ୱୀପ ପ୍ରକଳ୍ପ ପାଇଁ ୮୫ କୋଟି, ତାଳଚେର-ବିମଳାଗଡ଼ ପ୍ରକଳ୍ପ ପାଇଁ ୨୫୦ କୋଟି, ଜୟପୁର-ମାଲକାନଗିରି ପ୍ରକଳ୍ପ ପାଇଁ ୧୩ କୋଟି ୮୦ ଲକ୍ଷ, ଜୟପୁର- ନବରଙ୍ଗପୁର ପ୍ରକଳ୍ପ ପାଇଁ ୮୧ କୋଟି, ନୌପଡ଼ା-ଗୁଣପୁର-ଥେରୁବାଲି ପ୍ରକଳ୍ପ ପାଇଁ ୧୦ କୋଟି, ଖୋର୍ଦ୍ଧା-ବାରଙ୍ଗ(ତୃତୀୟ ଲାଇନ) ପାଇଁ ୧୬୪ କୋଟି, ସମ୍ବଲପୁର-ଟିଟିଲାଗଡ଼ ପ୍ରକଳ୍ପ ପାଇଁ ୭୯ କୋଟି ୫୦ ଲକ୍ଷ, ବାଂଶପାଣି-ଯଖପୁରା ପ୍ରକଳ୍ପ ପାଇଁ ୩୦୦ କୋଟି, ସମ୍ବଲପୁର-ତାଳଚେର ପ୍ରକଳ୍ପ ପାଇଁ ୧୭୨ କୋଟି ୫୦ ଲକ୍ଷ, ଭଦ୍ରକ-ନିର୍ଗୁଣ୍ଡି(ତୃତୀୟ ଲାଇନ) ପାଇଁ ୩୫୧ କୋଟି ଟଙ୍କା ମଂଜୁର ହୋଇଛି ।

ସୂଚନାଯୋଗ୍ୟ, ୨୦୦୯ ରୁ ୨୦୧୪ ପର୍ଯ୍ୟନ୍ତ ରେଳ ବଜେଟ୍ ରେ ପ୍ରତିବର୍ଷ ଓଡ଼ିଶାକୁ ମିଳୁଥିଲା ହାରାହାରି ୮୦୦ କୋଟି ଟଙ୍କା । ୨୦୧୪- ୧୫ ରେ ଏହି ରାଶି ୪୭୦୦ କୋଟିକୁ ବୃଦ୍ଧି ପାଇଥିଲା । ପର୍ଯ୍ୟାୟକ୍ରମେ ତାହା ବୃଦ୍ଧି ପାଇ ଗତ ୨୦୨୦-୨୧ ବଜେଟ୍ ରେ ଓଡ଼ିଶାକୁ ରେଳ ଅନୁଦାନ ୫,୭୫୯ କୋଟି ଏବଂ ୨୦୨୧-୨୨ ରେ ୬୯୯୫.୫୮ କୋଟି ଟଙ୍କା ମିଳିଥିଲା ।

ଗତଥର ଖୋର୍ଦ୍ଧା-ବଲାଙ୍ଗୀର ରେଳ ପ୍ରକଳ୍ପ ପାଇଁ ୧ ହଜାର ୫୦ କୋଟି ଟଙ୍କା ମଂଜୁର ହୋଇଥିଲା ବେଳେ ଏଥର ତାହା ହ୍ରାସ୍ ପାଇଛି । ମଂଜୁର ହୋଇଛି ୮୯୧ କୋଟି ।

Previous Post

ଚାକିରିରୁ ବିଦା ହେଲେ ଆଇଏଏସ୍ ବିନୋଦ କୁମାର

Next Post

ବନ୍ଧା ହେଲେ ଖାଉ ଯୋଗାଣ ଅଧିକାରୀ

Next Post
ବନ୍ଧା ହେଲେ ଖାଉ ଯୋଗାଣ ଅଧିକାରୀ

ବନ୍ଧା ହେଲେ ଖାଉ ଯୋଗାଣ ଅଧିକାରୀ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19182 shares
    Share 7673 Tweet 4796
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA