Tuesday, May 26, 2026 11:40 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

୧୨୮ ଜଣଙ୍କୁ ପଦ୍ମ ସମ୍ମାନ

ତାଲିକାରେ ୭ ଓଡ଼ିଆ, ପ୍ରତିଭା ରାୟଙ୍କୁ ପଦ୍ମଭୂଷଣ

by Our Correspondent
25 Jan, 2022- 10:50 PM
in Latest News, News
1 min read
0
୧୨୮ ଜଣଙ୍କୁ ପଦ୍ମ ସମ୍ମାନ

ଭୁବନେଶ୍ୱର: ୨୦୨୨ ବର୍ଷର ସମ୍ମାନଜନକ ପଦ୍ମ ପୁରସ୍କାର ଘୋଷଣା ହୋଇଛି । ଦେଶର ଏହି ଦ୍ୱିତୀୟ ସର୍ବୋଚ୍ଚ ବେସାମରିକ ସମ୍ମାନ ୧୨୮ ଜଣ ବିଶିଷ୍ଟ ବ୍ୟକ୍ତିଙ୍କୁ ଦିଆଯିବ । ସେମାନଙ୍କ ମଧ୍ୟରୁ ୪ ଜଣଙ୍କୁ ପଦ୍ମ ବିଭୂଷଣ, ୧୭ ଜଣଙ୍କୁ ପଦ୍ମଭୂଷଣ ଏବଂ ୧୦୭ ଜଣଙ୍କୁ ପଦ୍ମଶ୍ରୀ ସମ୍ମାନ ପାଇଁ ମନୋନୀତ କରାଯାଇଛି । ପଦ୍ମ ସମ୍ମାନ ତାଲିକାରେ ୩୪ ଜଣ ମହିଳା ଥିବା ବେଳେ ୧୩ ଜଣଙ୍କୁ ମରଣୋତ୍ତର ଭାବେ ଏହି ସମ୍ମାନ ଦିଆଯିବ । ୧୦ ଜଣ ପ୍ରବାସୀ ଭାରତୀୟ ତାଲିକାରେ ସ୍ଥାନ ପାଇଛନ୍ତି ।

ତାଲିକାରେ ଓଡ଼ିଶାର ୭ ଜଣ ପ୍ରତିଭା ସ୍ଥାନ ପାଇଛନ୍ତି । ପଦ୍ମ ଭୂଷଣ ତାଲିକାରେ ଜଣେ ଏବଂ ପଦ୍ମଶ୍ରୀ ତାଲିକାରେ ୬ ଜଣ ବିଶିଷ୍ଟ ଓଡ଼ିଆ ସ୍ଥାନ ପାଇଛନ୍ତି ।

ବିଶିଷ୍ଟ ସାହିତ୍ୟିକା ଡକ୍ଟର ପ୍ରତିଭା ରାୟଙ୍କୁ ପଦ୍ମଭୂଷଣ ସମ୍ମାନ ମିଳିବ । ସେହିଭଳି ପଦ୍ମଶ୍ରୀ ସମ୍ମାନ ପାଇବାକୁ ଥିବା ବ୍ୟକ୍ତିମାନେ ହେଲେ ପାରା ଆଥଲେଟ୍ ପ୍ରମୋଦ ଭଗତ, ସମାଜସେବା ପାଇଁ ଶ୍ରୀମଦ ବାବା ବଳିଆ, ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ପାଇଁ ଆଦିତ୍ୟ ପ୍ରସାଦ ଦାଶ, କଳା କ୍ଷେତ୍ରରେ ଅବଦାନ ପାଇଁ ଶ୍ୟାମାମଣୀ ଦେବୀ, ସାହିତ୍ୟ ଓ ଶିକ୍ଷା ପାଇଁ ନୃସିଂହ ପ୍ରସାଦ ଗୁରୁ । ସିଭିଲ୍ ସର୍ଭିସ୍ କ୍ଷେତ୍ରରେ ଅବଦାନ ପାଇଁ ଓଡ଼ିଶାରେ ଜନ୍ମିତ ଗୁରୁପ୍ରସାଦ ମହାପାତ୍ରଙ୍କୁ ମରଣୋତ୍ତର ଭାବେ ପଦ୍ମଶ୍ରୀ ସମ୍ମାନ ଦିଆଯିବ । ତେବେ ପଦ୍ମ ତାଲିକାରେ ତାଙ୍କୁ ଦିଲ୍ଲୀ ବାସିନ୍ଦା ଭାବେ ଦର୍ଶାଯାଇଛି ।

ପଦ୍ମ ବିଭୂଷଣ ଏବଂ ପଦ୍ମଭୂଷଣ ତାଲିକା

ପଦ୍ମ ବିଭୂଷଣ: ଶ୍ରୀମତୀ ପ୍ରଭା ଏ ତ୍ରେ(କଳା) ମହାରାଷ୍ଟ୍ର, ସ୍ୱର୍ଗତଃ ରାଧେଶ୍ୟାମ ଖେମକା(ସାହିତ୍ୟ ଓ ଶିକ୍ଷା) ଉତ୍ତରପ୍ରଦେଶ, ସ୍ୱର୍ଗତଃ ଜେନେରାଲ୍ ବିପିନ୍ ରାୱତ୍(ସିଭିଲ୍ ସର୍ଭିସ୍) ଉତ୍ତରାଖଣ୍ଡ, ସ୍ୱର୍ଗତଃ କଲ୍ୟାଣ ସିଂହ(ରାଜନୀତି) ଉତ୍ତର ପ୍ରଦେଶ

ପଦ୍ମଭୂଷଣ: ଗୁଲାମନବୀ ଆଜାଦ(ରାଜନୀତି) ଜାମ୍ମୁ କାଶ୍ମୀର, ଭିକ୍ଟର ବାନାର୍ଜୀ(କଳା) ପଶ୍ଚିମବଙ୍ଗ, ସ୍ୱର୍ଗତଃ ଶ୍ରୀମତୀ ଗୁମିତ୍ ବାୱା(କଳା), ପଞ୍ଜାବ, ବୁଦ୍ଧଦେବ ଭଟ୍ଟଚାର୍ଯ୍ୟ(ରାଜନୀତି) ପଶ୍ଚିମବଙ୍ଗ, ନଟରାଜନ୍ ଚନ୍ଦ୍ରଶେଖର(ବାଣିଜ୍ୟ ଓ ଶିଳ୍ପ) ମହାରାଷ୍ଟ୍ର, ଦ୍ୱୈତ ଭାବେ ଶ୍ରୀ କ୍ରିଷ୍ଣ ଇଲ୍ଲା ଏବଂ ଶ୍ରୀମତୀ ସୁଚିତ୍ରା ଇଲ୍ଲା(ବାଣିଜ୍ୟ ଓ ଶିଳ୍ପ) ତେଲେଙ୍ଗାନା, ଶ୍ରୀମତୀ ମଧୁର ଜାଫରି(ରୋଷେଇ) ଯୁକ୍ତରାଷ୍ଟ୍ର ଆମେରିକା, ଦେବେନ୍ଦ୍ର ଝଜହରିଆ(କ୍ରୀଡ଼ା) ରାଜସ୍ଥାନ, ରସିଦ ଖାନ୍(କଳା) ଉତ୍ତର ପ୍ରଦେଶ, ରାଜୀବ ମେହେରିଶି(ସିଭିଲ୍ ସର୍ଭିସ୍) ରାଜସ୍ଥାନ, ସତ୍ୟ ନାରାୟଣ ନାଦେଲ୍ଲା( ବାଣିଜ୍ୟ ଓ ଶିଳ୍ପ), ଯୁକ୍ତରାଷ୍ଟ୍ର ଆମେରିକା, ସୁନ୍ଦରରାଜନ୍ ପିଚାଇ(ବାଣିଜ୍ୟ ଓ ଶିଳ୍ପ) ଯୁକ୍ତରାଷ୍ଟ୍ର ଆମେରିକା, ସାଇରସ୍ ପୁନୱାଲିଆ(ବାଣିଜ୍ୟ ଓ ଶିଳ୍ପ) ମହାରାଷ୍ଟ୍ର, ସ୍ୱର୍ଗତଃ ସଞ୍ଜୟ ରାଜାରାମ୍(ବିଜ୍ଞାନ ଓ ଇଞ୍ଜିନିୟରିଂ), ମେକ୍ସିକୋ, ଶ୍ରୀମତୀ ପ୍ରତିଭା ରାୟ(ସାହିତ୍ୟ ଓ ଶିକ୍ଷା) ଓଡ଼ିଶା, ସ୍ୱାମୀ ସଚିଦାନନ୍ଦ(ସାହିତ୍ୟ ଓ ଶିକ୍ଷା) ଗୁଜୁରାଟ, ବଶିଷ୍ଠ ତ୍ରିପାଠୀ(ସାହିତ୍ୟ ଓ ଶିକ୍ଷା), ଉତ୍ତର ପ୍ରଦେଶ

ବୁଦ୍ଧଦେବଙ୍କ ପ୍ରତ୍ୟାଖ୍ୟାନ: ଶେଷ ଖବର ଅନୁଯାୟୀ ପଦ୍ମଭୂଷଣ ତାଲିକାରେ ଥିବା ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ବୁଦ୍ଧଦେବ ଭଟ୍ଟଚାର୍ଯ୍ୟ ସମ୍ମାନ ଗ୍ରହଣ କରିବାକୁ ମନା କରିଦେଇଛନ୍ତି ।

Previous Post

ମଦନିଶାରେ ଯୁବନେତ୍ରୀଙ୍କୁ ଅଶ୍ଲୀଳ ଇଙ୍ଗିତ କଲେ ଜୁଏଲ ଓରାମ !

Next Post

ନବୀନ ଫିଟ୍ ଆଣ୍ଡ ଫାଇନ୍ !

Next Post
ନବୀନ ଫିଟ୍ ଆଣ୍ଡ ଫାଇନ୍ !

ନବୀନ ଫିଟ୍ ଆଣ୍ଡ ଫାଇନ୍ !

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA