Our Correspondent

ବୁଲା କୁକୁର, ଗାଈଗୋରୁଙ୍କ ପାଇଁ ଆଉ ୫୫ ଲକ୍ଷ ଟଙ୍କା

ଭୁବନେଶ୍ୱର: ଲକଡାଉନ୍ ବେଳେ ଖାଦ୍ୟ ସଙ୍କଟରେ ପଡ଼ିଥିବା ବୁଲା କୁକୁର ଓ ଗାଈଗୋରୁଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ ଆଉ ୫୫ ଲକ୍ଷ ଟଙ୍କାର ସହାୟତା ଦିଆଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏହାକୁ ମଂଜୁର କରିଛନ୍ତି । ୫ଟି...

Read more

ପାଣ୍ଡିଆନ୍ ଙ୍କୁ ଆନ୍ତର୍ଜାତିକ ସମ୍ମାନ

ଭୁୁବନେଶ୍ୱର: ମୁଖ୍ୟମନ୍ତ୍ରୀଙ୍କ ସଚିବ(୫-ଟି) ଭି.କେ.ପାଣ୍ଡିଆନ୍ ଙ୍କୁ ମିଳିଛି ଆନ୍ତର୍ଜାତିକ ସମ୍ମାନ । ଓଡ଼ିଶାରେ ହକିର ବିକାଶ ପାଇଁ ତାଙ୍କୁ ଆନ୍ତର୍ଜାତିକ ହକି ଫେଡେରେସନ (ଏଫଆଇଏଚ) ପ୍ରେସିଡେଣ୍ଟସ୍ ଆୱାର୍ଡ ମିଳିଛି । ଏଫଆଇଏଚ ପକ୍ଷରୁ ଭର୍ଚୁଆଲ୍ ଆୟୋଜିତ ୪୭ତମ ସମ୍ମିଳନୀରେ ତାଙ୍କୁ ଏହି...

Read more

ଜିରୋ କାଜୁଆଲିଟି ଉପରେ ଗୁରୁତ୍ୱ

ଭୁୁବନେଶ୍ୱର: ସମ୍ଭାବ୍ୟ ବାତ୍ୟାରେ ଜିରୋ କାଜୁଆଲିଟି ବା କାହାର ଜୀବନହାନି ନ ହେବା ଉପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁତ୍ୱ ଦେଇଛନ୍ତି । ସବୁ ବିପର୍ଯ୍ୟୟ ପରିଚାଳନା ପାଇଁ ଆମର ଏକମାତ୍ର ସିଦ୍ଧାନ୍ତ ହେଉଛି ‘ସବୁ ଜୀବନ ମୂଲ୍ୟବାନ’ । ତେଣୁ ବର୍ତ୍ତମାନ...

Read more

ଏଣିକି ୱେବସାଇଟ୍ ରୁ ମିଳିବ କୋଭିଡ୍ ଟେଷ୍ଟ ରିପୋର୍ଟ

ଭୁବନେଶ୍ୱର: କୋଭିଡ୍ ଟେଷ୍ଟ ରିପୋର୍ଟ ପାଇଁ ଆଉ କେନ୍ଦ୍ରକୁ ଯିବାକୁ ପଡ଼ିବନି । ମୋବାଇଲରୁ ମିଳିଯିବ କୋଭିଡ୍ ପରୀକ୍ଷା ରିପୋର୍ଟ । ଲୋକମାନଙ୍କୁ ସୁବିଧାରେ କୋଭିଡ୍ ରିପୋର୍ଟ ପ୍ରଦାନ କରିବା ପାଇଁ ରାଜ୍ୟ ସରକାର କୋଭିଡ୍ ଟେଷ୍ଟ ରିପୋର୍ଟ ୱେବସାଇଟ୍ ଆରମ୍ଭ...

Read more

ଆରପାରିରେ ନବୀନ ନନ୍ଦଙ୍କ ପୁଅ ସମ୍ବିତ

ଭୁୁବନେଶ୍ୱର: ଯୁବ ଉଦ୍ୟୋଗୀ, ସମାଜସେବୀ ତଥା ସୋସିଆଲ୍ ମିଡ଼ିଆରେ ସକ୍ରିୟ ରହୁଥିବା ସମ୍ବିତ ନନ୍ଦ ଓରଫ୍ ସୋମୁ ଆଉ ନାହାନ୍ତି । କଟକ ଅଶ୍ୱିନୀ ହସ୍ପିଟାଲ୍ ରେ ଚିକତ୍ସାଧୀନ ଅବସ୍ଥାରେ ଆଜି ଆଖି ବୁଜିଦେଇଛନ୍ତି । ଫୁସଫୁସ୍ ସଂକ୍ରମଣରୁ ତାଙ୍କର ମୃତ୍ୟୁ...

Read more

ସିଭିୟର୍ ସାଇକ୍ଲୋନ୍ ରୂପ ନେବ ‘ୟାସ୍’

ଭୁବନେଶ୍ୱର: ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ଆଜି ସକାଳେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଆସନ୍ତାକାଲି ଏହା ଡିପ୍ରେସନ୍ ବା ଅବପାତର ରୂପ ନେବ । ଉତ୍ତର-ଉତ୍ତର ପଶ୍ଚିମ ଦିଗରେ ଗତି କରି ୨୪ ତାରିଖ ସକାଳେ ଏହା ବାତ୍ୟାରେ...

Read more

ଉତ୍ତର ଓଡ଼ିଶା-ସୁନ୍ଦରବନ ମଧ୍ୟରେ ଲ୍ୟାଣ୍ଡଫଲ୍!

ଭୁବନେଶ୍ୱର: ଉତ୍ତର ଆଣ୍ଡାମାନ ଓ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ଆଜି ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଏହା ଘନୀଭୂତ ହୋଇ ଆସନ୍ତାକାଲି ଲଘୁଚାପରେ ପରିଣତ ହେବ । ୨୩ ତାରିଖରେ ଅବପାତର ରୂପ ନେଇ ୨୪ ତାରିଖରେ ବାତ୍ୟାରେ ପରିଣତ...

Read more
Page 587 of 1024 1 … 586 587 588 … 1,024