Our Correspondent

ରାଜ୍ୟର କୋଭିଡ ସ୍ଥିତି ନିୟନ୍ତ୍ରଣରେ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟରେ କୋଭିଡ୍ ସ୍ଥିତି ନିୟନ୍ତ୍ରଣରେ ଥିବା ଆଜି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜ୍ୟରେ ସୁସ୍ଥ ହେଉଥିବା ରୋଗୀଙ୍କ ସଂଖ୍ୟା ନୂଆ ଚିହ୍ନଟ ହେଉଥିବା ରୋଗୀଙ୍କଠାରୁ ଅଧିକ ରହୁଛି । ଗତ ସପ୍ତାହରୁ କେତେକ ଜିଲ୍ଲାରେ ସଂକ୍ରମଣ କମିବା...

Read more

ଜୁନ୍ ୧ ଯାଏଁ ବଢ଼ିଲା ଲକଡାଉନ୍

ଭୁବନେଶ୍ୱର: ରାଜ୍ୟରେ ଲକଡାଉନ୍ ଅବଧି ଆଉ ଦୁଇ ସପ୍ତାହ ବଢ଼ିଛି । ଆସନ୍ତା ଜୁନ୍ ୧ ତାରିଖ ସକାଳ ୫ଟା ଯାଏଁ ଲକଡାଉନ୍ ହେବ । ସପ୍ତାହାନ୍ତ ସଟଡାଉନ୍ ପୂର୍ବଭଳି ଜାରି ରହିବ । ପ୍ରଥମ ଲକଡାଉନ୍ କଟକଣାଠାରୁ ଦ୍ୱିତୀୟ ଲକଡାଉନ୍...

Read more

ମରଣ କାଳେ ପ୍ରତିଶୋଧ ରାଜନୀତି!

କରୋନା ମହାମାରୀରେ ଲୋକ ଜୁଝୁଥିବା ବେଳେ ସମ୍ଭବତଃ ପ୍ରତିଶୋଧ ରାଜନୀତିର ଆଉ ଏକ ଜ୍ୱଳନ୍ତ ଉଦାହରଣ ଆଜି ପଶ୍ଚିମବଙ୍ଗରେ ଦେଖିବାକୁ ମିଳିଛି । ୬ ବର୍ଷ ତଳର ଏକ ଷ୍ଟିଙ୍ଗ୍ ଅପରେସନ୍ ମାମଲାରେ ସିବିଆଇ ୨ ଜଣ ବରିଷ୍ଠ ମନ୍ତ୍ରୀଙ୍କ ସମେତ...

Read more

ମେ’ ୨୪ ରୁ ଘରକୁ ଘର ବୁଲି ସର୍ଭେ

ଭୁବନେଶ୍ୱର: ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ ସର୍ବଦଳୀୟ ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନେକ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି । ଆସନ୍ତା ମେ ୨୪ ତାରିଖରୁ ୩ ମାସ ପାଇଁ ସାରା ରାଜ୍ୟରେ କରୋନା ସର୍ଭେ କରାଯିବ । ଆଶା ଓ...

Read more

ସଙ୍ଗୀତ ନିର୍ଦ୍ଦେଶକ ଅମରେନ୍ଦ୍ର ମହାନ୍ତିଙ୍କ ପରଲୋକ

ଭୁବନେଶ୍ୱର: ପ୍ରସିଦ୍ଧ ସଙ୍ଗୀତ ନିର୍ଦ୍ଦେଶକ ଅମରେନ୍ଦ୍ର ମହାନ୍ତି(ବୁଲୁ ଭାଇ)ଙ୍କର ଆଜି ପରଲୋକ ହୋଇଯାଇଛି । କରୋନାରେ ଆକ୍ରାନ୍ତ ହୋଇ ଏକ ଘରୋଇ ହସ୍ପିଟାଲ୍ ରେ ଚିକିତ୍ସିତ ହେଉଥିଲେ । ମାତ୍ର ଆଜି ସକାଳୁ ସେ ସବୁଦିନ ପାଇଁ ଆଖି ବୁଜି ଦେଇଛନ୍ତି...

Read more

ଶ୍ରୀମନ୍ଦିର କଟକଣା ଅବଧି ବଢ଼ିଲା: ଜୁନ୍ ୧୫ ଯାଏଁ ଜଗା ଦର୍ଶନ ବନ୍ଦ

ପୁରୀ: କରୋନା ସଂକ୍ରମଣ ଦୃଷ୍ଟିରୁ ଶ୍ରୀମନ୍ଦିର କଟକଣା ଅବଧିକୁ ଆହୁରି ମାସେ ବଢ଼ାଇ ଦିଆଯାଇଛି । ଜୁନ୍ ୧୫ ଯାଏଁ ସାଧାରଣ ଭକ୍ତମାନେ ଶ୍ରୀମନ୍ଦିରକୁ ଦର୍ଶନ ନିମନ୍ତେ ଯାଇ ପାରିବେ ନାହିଁ । କୋଭିଡ୍ କଟକଣା ଭିତରେ ଅଳ୍ପ ସଂଖ୍ୟକ ସେବାୟତଙ୍କୁ...

Read more

କରୋନାକୁ ପରାସ୍ତ କଲେ ୯୦ ବର୍ଷୀୟା ବୃଦ୍ଧା

ଭୁବନେଶ୍ୱର: ହାରିବ କରୋନା, ଜିତିବ ମଣିଷ। ଏ କଥାକୁ ପୁଣି ଥରେ ସାବ୍ୟସ୍ତ କରିଛନ୍ତି ୯୦ ବର୍ଷୀୟା ଜଣେ ବୃଦ୍ଧା | ସମ କୋଭିଡ ହସ୍ପିଟାଲରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି କରୋନା ସଂକ୍ରମିତ ହୋଇଥିବା ବାଉରୀ ସାହୁ | ଭୁବନେଶ୍ୱର...

Read more
Page 589 of 1024 1 … 588 589 590 … 1,024