Our Correspondent

ଅଲିମ୍ପିକ୍‍ କ୍ୱାଲିଫାଏର୍‍ କିଟ୍‍ ଛାତ୍ରୀ ଭବାନୀଙ୍କୁ ଉଚ୍ଛ୍ୱସିତ ସମ୍ବର୍ଦ୍ଧନା

ଭୁବନେଶ୍ୱର : ଟୋକିଓ ଅଲିମ୍ପିକ୍‍ ପାଇଁ ଅସି ଚାଳନାରେ କ୍ୱାଲିଫାଏ କରିଥିବା କିଟ୍‍ ଛାତ୍ରୀ ସି ଏ ଭବାନୀ ଦେବୀଙ୍କୁ କିଟ୍‍ ଓ କିସ୍‍ ପକ୍ଷରୁ ଉଚ୍ଛ୍ୱସିତ ସମ୍ବର୍ଦ୍ଧନା ଦିଆଯାଇଛି । ଅସି ଚାଳନାରେ ଅଲିମ୍ପିକ୍‍ କ୍ୱାଲିଫାଏ କରିବାରେ ଭବାନୀ ହେଉଛନ୍ତି...

Read more

ରୁଦ୍ର ମହାରଥୀ ପିପିଲି ବିଜେଡ଼ି ପ୍ରାର୍ଥୀ

ଭୁୁବନେଶ୍ୱର: ପ୍ରଦୀପ ମହାରଥୀଙ୍କ ଉତ୍ତରାଧିକାରୀ ଭାବେ ପିପିଲିରୁ ଉପନିର୍ବାଚନ ଲଢ଼ିବେ ତାଙ୍କ ପୁଅ ରୁଦ୍ର ପ୍ରତାପ ମହାରଥୀ । ସବୁ ଦ୍ୱନ୍ଦ, କଳ୍ପନାଜଳ୍ପନାର ଅବସାନ ଘଟାଇ ବିଜେଡ଼ି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ତାଙ୍କ ନାଁ ଘୋଷଣା କରିଛନ୍ତି...

Read more

ପିପିଲିରୁ ଆଶ୍ରିତ ପଟ୍ଟନାୟକ ବିଜେପି ପ୍ରାର୍ଥୀ

ଭୁବନେଶ୍ୱର: ପିପିଲି ଉପନିର୍ବାଚନ ପାଇଁ ବିଜେପି ଆଜି ତା'ର ପ୍ରାର୍ଥୀ ଘୋଷଣା କରିଛି । ଗତଥର ପ୍ରାର୍ଥୀ ଥିବା ଆଶ୍ରିତ ପଟ୍ଟନାୟକଙ୍କୁ ପୁଣି ଥରେ ପ୍ରାର୍ଥୀ କରିଛି । ଆଶ୍ରିତଙ୍କ ପ୍ରାର୍ଥୀତ୍ୱକୁ ନେଇ ଦଳରେ କୌଣସି ବିବାଦ ନ ଥିଲା ।...

Read more

ବକେୟା କେନ୍ଦ୍ରୀୟ ଯୋଜନା ଅର୍ଥ ମାଗିଲେ

ନୂଆଦିଲ୍ଲୀ/ଭୁବନେଶ୍ୱର: ଚଳିତ ଆର୍ଥିକ ବର୍ଷ ଶେଷ ହେବାକୁ ଆଉ ମାତ୍ର ୫ ଦିନ ବାକି ଥିବା ବେଳେ ବିଭିନ୍ନ କେନ୍ଦ୍ରୀୟ ଯୋଜନାରେ ଓଡ଼ିଶାକୁ ପ୍ରାପ୍ୟ ଅର୍ଥ ମିଳିନାହିଁ । କୃଷି ଓ ଶିକ୍ଷା ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗରେ ଚାଲୁ ରହିଥିବା କେନ୍ଦ୍ରୀୟ...

Read more

କରୋନା ଡିଆଁ: ଦିନକରେ ରାଜ୍ୟରୁ ୨୧୪, ଦେଶରୁ ୫୩ ହଜାର ଆକ୍ରାନ୍ତ

ଭୁବନେଶ୍ୱର: କରୋନାର ଦ୍ୱିତୀୟ ଲହରରେ ସଂକ୍ରମଣ ହୁ ହୁ ହୋଇ ବଢ଼ିଚାଲିଛି । ଗତ ୨୪ ଘଣ୍ଟାରେ ଦେଶରୁ ୫୩, ୪୭୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ଯାହାକି ୫ ମାସରେ ସର୍ବାଧିକ । ମହାରାଷ୍ଟ୍ରରୁ ସର୍ବାଧିକ ୩୧,୮୫୫ ନୂଆ ଆକ୍ରାନ୍ତ ବାହାରିଥିବା...

Read more

ସତର୍କ ନହେଲେ ଘୋର ବିପଦ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ପରିସ୍ଥିତିର ଗମ୍ଭୀରତା ଅନୁଭବ କର । ବ୍ୟାପକ ସଚେତନତା ସୃଷ୍ଟି କର । କୋଭିଡ୍ ଗାଇଡଲାଇନ୍ ଅନୁପାଳନକୁ କଠୋର କର । ଟେଷ୍ଟିଂ, ସର୍ଭେଲାନ୍ସ ବଢ଼ାଅ । କରୋନା ସ୍ଥିତିର ସମୀକ୍ଷା କରି ସବୁ ଜିଲ୍ଲାର ଜିଲ୍ଲାପାଳ ଓ ଏସପିଙ୍କୁ...

Read more

ମେଡିକାଲ, ଇଞ୍ଜିନିୟରିଂରେ ସରକାରୀ ସ୍କୁଲ ପିଲାଙ୍କ ପାଇଁ ୧୫% ସିଟ୍

ଭୁବନେଶ୍ୱର: ସରକାରୀ ହାଇସ୍କୁଲରେ ପଢ଼ୁଥିବା ପିଲାଙ୍କ ପାଇଁ ମେଡିକାଲ ଓ ଇଞ୍ଜିନିୟରିଂ କଲେଜରେ ଏଣିକି ୧୫% ସ୍ଥାନ ସଂରକ୍ଷଣ ରହିବ । ଏହି ସଂରକ୍ଷଣ ସୁବିଧା ସମସ୍ତ ସଂରକ୍ଷିତ ବର୍ଗ ତଥା ସାଧାରଣ ବର୍ଗର ପିଲାଙ୍କ ସ୍ଥାନ ସମେତ ସବୁସ୍ତରରେ ସମାନୁପାତିକ...

Read more
Page 606 of 1024 1 … 605 606 607 … 1,024