Our Correspondent

ରମାଦେବୀ ଛାତ୍ରୀ ଝରାଫୁଲ ହତ୍ୟା: ବୟଫ୍ରେଣ୍ଡ୍ ରାକେଶ ସ୍ୱାଇଁ ଗିରଫ

ଭୁବନେଶ୍ୱର: ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ଯୁକ୍ତ ତିନି ଦ୍ୱିତୀୟ ବର୍ଷର ଛାତ୍ରୀ ଝରାଫୁଲ ନାୟକଙ୍କ ମୃତ୍ୟୁ ରହସ୍ୟର ପର୍ଦ୍ଦାଫାସ ହେବାକୁ ଯାଉଛି । ଝରାଫୁଲଙ୍କ ତଥାକଥିତ ବୟଫ୍ରେଣ୍ଡ୍ ହିଁ ତାଙ୍କୁ ହତ୍ୟା କରିଥିବା ନେଇ ପୁଲିସ ସିଦ୍ଧାନ୍ତରେ ପହଞ୍ଚିଛି । କମିଶନରେଟ୍...

Read more

ପିପିଲି ଉପନିର୍ବାଚନ: ମାଆ-ପୁଅ ଟିକେଟ ଆଶାୟୀ!

ଭୁୁବନେଶ୍ୱର: ପିପିଲି ଉପନିର୍ବାଚନ ପାଇଁ ତାରିଖ ଘୋଷଣା ବାକି ଥିବା ବେଳେ ବିଜେଡ଼ି ପକ୍ଷରୁ କିନ୍ତୁ ଆଗୁଆ ପ୍ରସ୍ତୁତି ଆରମ୍ଭ ହୋଇଛି । ଉପନିର୍ବାଚନ ପାଇଁ ଦଳୀୟ ପର୍ଯ୍ୟବେକ୍ଷକ ଭାବେ ଆଳି ବିଧାୟକ ପ୍ରତାପ ଦେବଙ୍କୁ ଆଜି ନିଯୁକ୍ତି ଦିଆଯାଇଛି ।...

Read more

ରହସ୍ୟଘେରରେ ରମାଦେବୀ ଛାତ୍ରୀ ‘ଝରାଫୁଲ’ଙ୍କ ମୃତ୍ୟୁ

ଭୁବନେଶ୍ୱର: ରମାଦେବୀ ବିଶ୍ୱବିଦ୍ୟାଳୟର ଯୁକ୍ତ ତିନି ଦ୍ୱିତୀୟ ବର୍ଷ (ଦର୍ଶନ) ଛାତ୍ରୀ ଝରାଫୁଲ ନାୟକ(୧୯)ଙ୍କ ମୃତ୍ୟୁକୁ ନେଇ ହଇଚଇ ସୃଷ୍ଟି ହୋଇଛି । ଭୁବନେଶ୍ୱର ଆସିଥିବା ମୟୁରଭଞ୍ଜ ଯଶୀପୁରର ଝିଅ ଝରାଫୁଲ ଯାଜପୁର ଜିଲ୍ଲା କୁଆଖିଆ ଥାନା ଅନ୍ତର୍ଗତ ରାଜେନ୍ଦ୍ରପୁର ରାସ୍ତାକଡରେ...

Read more

ପାଠକ ବାପ-ପୁଅଙ୍କୁ ଭିଜିଲାନସ୍ ଜାମିନ୍

ଭୁବନେଶ୍ୱର: ଦୀର୍ଘ ୨ ମାସ ହେଲା ଝାରପଡ଼ା ଜେଲ୍ ର ଅନ୍ତେବାସୀ ହୋଇଥିବା ଆଇଏଫଏସ୍ ଅଫିସର ଅଭୟକାନ୍ତ ପାଠକ ଓ ତାଙ୍କ ପୁଅ ଆକାଶ ପାଠକଙ୍କୁ ଆଜି ଭିଜିଲାନସ୍ କେସ୍ ରେ ଜାମିନ୍ ମିଳିଛି । ବେଆଇନ ସମ୍ପତ୍ତି ଆହରଣ ଏବଂ...

Read more

ସାଧାରଣତନ୍ତ୍ର ଦିବସ ଅବସରରେ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା

ପ୍ରିୟ ଭାଇ ଓ ଭଉଣୀମାନେ, ପବିତ୍ର ସାଧାରଣତନ୍ତ୍ର ଦିବସ ଅବସରରେ ଆପଣମାନଙ୍କୁ ସମସ୍ତଙ୍କୁ ମୋର ଶୁଭେଚ୍ଛା ଜଣାଉଛି। ଏହି ଅବସରରେ ଜାତିର ଜନକ ମହାତ୍ମାଗାନ୍ଧୀ, ପଣ୍ଡିତ ନେହେରୁ, ନେତାଜୀ ସୁଭାଷ ବୋଷ, ମୌଲନା ଆଜାଦ, ଡଃ ଆମ୍ବେଦକର, ବୀର ସୁରେନ୍ଦ୍ର ସାଏ,...

Read more

କଲେଜ ବକେୟା ଫିସ୍ ଦେବାକୁ ମୂଲ ଲାଗିଲେ ଡିପ୍ଲୋମା ଇଂଜିନିୟରିଂ ଛାତ୍ରୀ

ଭୁୁବନେଶ୍ୱର: ଡିପ୍ଲୋମା ଇଂଜିନିୟରିଂ ପାସ୍ କରିଥିବା ଏକ ଝିଅ ମନରେଗା ଯୋଜନାରେ କାମ କରୁଥିବା ଖବର ପ୍ରସାରିତ ହେବା ଜାଣି ଓଡ଼ିଶା-ମୋ ପରିବାର ଏହି ଘଟଣାର ସତ୍ୟାସତ୍ୟ ଅନୁଧ୍ୟାନ କରି ସହଯୋଗର ହାତ ବଢ଼ାଇଛି । ଡେଲାଙ୍ଗ ଚାଇଁପୁରର ଲୋଜି ବେହେରା...

Read more

ସରକାରୀ ସ୍କୁଲକୁ ପୋଷ୍ୟ ସ୍କୁଲ ଭାବରେ ଗ୍ରହଣ କରିବା ପାଇଁଁ ମୁଖ୍ୟମନ୍ତ୍ରୀଙ୍କ ଚିଠି

ଭୁବନେଶ୍ୱର: ସ୍କୁଲରେ ହିଁ ଆମ ବ୍ୟକ୍ତିତ୍ବର ମୂଳଦୁଆ ପଡିଥାଏ। ଶିଶୁକୁ ସ୍କୁଲ ହିଁ ସମାଜ ସହ ଯୋଡିଥାଏ। ଆମ ସାମାଜିକ ଜୀବନର ଅୟମାରମ୍ଭ ହୋଇଥାଏ ବିଦ୍ୟାଳୟରୁ। ଶିକ୍ଷା ହିଁ ସଭ୍ୟତା ଓ ସଂସ୍କାରକୁ ଆଗକୁ ନେଇଥାଏ ଏବଂ ରୂପାନ୍ତରର ଭିତ୍ତି ପକାଇଥାଏ।...

Read more
Page 618 of 1024 1 … 617 618 619 … 1,024