ଅପରାଜିତା: ପଛପଟ ପତିତପାବନ, ଆଗପଟ ଜଗନ୍ନାଥ!
ଭୁବନେଶ୍ୱର: ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ପଛପଟୁ ତାଙ୍କୁ ପତିତପାବନଙ୍କ ଭଳି ଦିଶିଲେ । ଆଉ ଆଗପଟୁ ଜଗତର ନାଥ ସ୍ୱୟଂ ଜଗନ୍ନାଥଙ୍କ ଭଳି ଦିଶିଲେ । କୁଆଡେ ଅପରାଜିତାଙ୍କୁ ପଛପଟୁ ଦେଖିଦେଲେ ତାହା ଶ୍ରୀମନ୍ଦିର ସିଂହଦ୍ୱାର ନିକଟରେ ପତିତପାବନ ଦର୍ଶନ...
Read more








