Our Correspondent

ନାସାର ମୁଖ୍ୟ ହେଲେ ଭାରତୀୟ ବଂଶୋଭବ ଭବ୍ୟା ଲାଲ୍

ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ଙ୍କ ପ୍ରଶାସନରେ ଆଉ ଜଣେ ଭାରତୀୟ ବଂଶୋଭବଙ୍କୁ ଶୀର୍ଷ ସ୍ଥାନରେ ଦେଖିବାକୁ ମିଳିଛି । ସେ ହେଉଛନ୍ତି ବିଶିଷ୍ଟ ବୈଜ୍ଞାନିକ ଭବ୍ୟା ଲାଲ୍ । ଆମେରିକାର ମହାକାଶ ଗବେଷଣା ସଂସ୍ଥା ନାସାର ଆକ୍ଟିଂ ଚିଫ୍ ଅଫ୍...

Read more

କେନ୍ଦ୍ର ବଜେଟ୍: ମିଶନ ଶକ୍ତି ଆବିର୍ଭାବରେ ମୁଖ୍ୟମନ୍ତ୍ରୀ ଖୁସି

ଭୁବନେଶ୍ୱର: 'ମହିଳା ସଶକ୍ତିକରଣରେ କେନ୍ଦ୍ର ପାଇଁ ଓଡ଼ିଶା ବେଞ୍ଚମାର୍କ ପାଲଟିଛି । ଓଡ଼ିଶାର ମମତା ଯୋଜନାକୁ ୨୦୧୧-୧୨ ରେ କେନ୍ଦ୍ର ଲାଗୁ କରିଥିଲା । ମହିଳା ସଶକ୍ତିକରଣ ପାଇଁ ଏବେ ମିଶନ ଶକ୍ତିକୁ କେନ୍ଦ୍ର ବଜେଟ୍ ରେ ଗୁରୁତ୍ୱ ଦିଆଯାଇଛି ।...

Read more

ବଜେଟ୍ ରେ ନିମ୍ନ ମଧ୍ୟବିତ୍ତ ନିରାଶ

ନୂଆଦିଲ୍ଲୀ/ଭୁବନେଶ୍ୱର: କୋଭିଡ୍ ମହାମାରୀ ଯୋଗୁଁ ଦେଶର ବିପର୍ଯ୍ୟସ୍ତ ଅର୍ଥନୀତିରେ ସୁଧାର ଆଣିବାକୁ ଅର୍ଥମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣ ବଜେଟ୍ ରେ ଅନେକ ପଦକ୍ଷେପ ନେଇଛନ୍ତି । କୃଷି, ଭିତ୍ତିଭୂମି ଏବଂ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ବ୍ୟାପକ ବ୍ୟୟବରାଦ ସହ ଆତ୍ମନିର୍ଭର ଭାରତର ସଂକଳ୍ପ...

Read more

ଭୟାନକ ଦୁର୍ଘଟଣା: ପିକଅପ୍ ଭ୍ୟାନ୍ ଓଲଟି ୯ ମୃତ୍ୟୁ, ୧୩ ଆହତ

ଜୟପୁର: କୋରାପୁଟ ଜିଲ୍ଲା ଜୟପୁରଠାରୁ ୫୦ କିଲୋମିଟର ଦୂର କୋଟପାଡ ଥାନା ସିନ୍ଧିଗାଁ ନିକଟ ମୂର୍ତ୍ତାହାଣ୍ଡିଠାରେ ଆଜି ସନ୍ଧ୍ୟାରେ ଏକ ଭୟାନକ ଦୁର୍ଘଟଣା ଘଟିଛି । ପ୍ରାୟ ୩୫ ଜଣଙ୍କୁ ନେଇ ଯାଉଥିବା ଏକ ପିକଅପ୍ ଭ୍ୟାନ୍ ଗଛରେ ପିଟିହୋଇ ଓଲଟି...

Read more

‘ମହିଳା ସଂରକ୍ଷଣ ବିଲ୍ ପାରିତ କର’

ନୂଆଦିଲ୍ଲୀ/ଭୁବନେଶ୍ୱର: ମହିଳା ସଂରକ୍ଷଣ ବିଲ୍ ସପକ୍ଷରେ ବିଜେଡ଼ି ନିଜର ସ୍ୱର ଶାଣିତ କରିଛି । ନିର୍ଦ୍ଦିଷ୍ଟ ଭାବେ ପାର୍ଲିଆମେଣ୍ଟର ଚଳିତ ବଜେଟ୍ ଅଧିବେସନରେ ମହିଳା ସଂରକ୍ଷଣ ବିଲ୍ ପାରିତ ପାଇଁ ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ସରକାରଙ୍କୁ...

Read more

ଭୁବନେଶ୍ୱରରେ ପ୍ରତିଷ୍ଠା ହେବ ଇଣ୍ଡିଆନ୍‍ ଇନ୍‍ଷ୍ଟିଚ୍ୟୁଟ୍‍ ଅଫ୍‍ ଲ’

ଭୁବନେଶ୍ୱର: ଉଭୟ ଆଇନ୍‍ ଶିକ୍ଷା ଓ ବୃତ୍ତିର ପ୍ରୋତ୍ସାହନ, ଆଇନ କ୍ଷେତ୍ରରେ ସଂସ୍କାର ଏବଂ ଗବେଷଣା ଓ ସାମାଜିକ ତାଲିମର ବିକାଶ ପାଇଁ ବାର୍‍ କାଉନ୍‍ସିଲ୍‍ ଅଫ୍‍ ଇଣ୍ଡିଆର ଟ୍ରଷ୍ଟ ପକ୍ଷରୁ ଇଣ୍ଡିଆନ୍‍ ଇନ୍‍ଷ୍ଟିଚ୍ୟୁଟ୍‍ ଅଫ୍‍ ଲ (IIL), ପ୍ରତିଷ୍ଠା କରିବା...

Read more

ଆଉ ୯ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର

ଭୁବନେଶ୍ୱର: ଦୁର୍ନୀତି ଓ ଅପାରଗତା ବିରୋଧରେ ଜିରୋ ଟଲେରାନ୍ସ ନୀତି ଧରିଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଛାଟ ବାଜିଛି ଆଉ ୯ ଅଧିକାରୀଙ୍କ ଉପରେ । ୭ ଜଣ ଦୁର୍ନୀତିଗ୍ରସ୍ତ ଅଧିକାରୀ ଓ ୨ ଜଣ ଅପରାଗ ଅଧିକାରୀଙ୍କୁ ଚାକିରିରୁ ବାଧ୍ୟତାମୂଳକ...

Read more
Page 617 of 1024 1 … 616 617 618 … 1,024