ନାବାଳିକା ଗଣଦୁଷ୍କର୍ମ: କ୍ରାଇମବ୍ରାଞ୍ଚକୁ ଗଲା ତଦନ୍ତ ଦାୟିତ୍ୱ
ଭୁୁବନେଶ୍ୱର: ରାଜଧାନୀରେ ଜଣେ ୧୩ ବର୍ଷର ନାବାଳିକା ଉପରେ ହୋଇଥିବା ଗଣଦୁଷ୍କର୍ମ ମାମଲାର ତଦନ୍ତ ଭାର କ୍ରାଇମବ୍ରାଞ୍ଚ ହାତକୁ ଯାଇଛି । ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ପରେ କ୍ରାଇମବ୍ରାଞ୍ଚ ର ଏକ ସ୍ୱତନ୍ତ୍ର ଟିମ୍ ଦ୍ୱାରା ଏହାର ତଦନ୍ତ ଆରମ୍ଭ ହୋଇଛି...
Read more








