୧୫ କର୍ମଚାରୀଙ୍କ ଚାକିରି ଖାଇଲେ ମୁଖ୍ୟମନ୍ତ୍ରୀ
ଭୁୁବନେଶ୍ୱର: ଦୁର୍ନୀତି ବିରୋଧରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଠୋର ଆଭିମୁଖ୍ୟ ଦେଖାଇଛନ୍ତି । ଭିଜିଲାନସ୍ କୋର୍ଟରେ ଦୋଷୀ ସାବ୍ୟସ୍ତ ୧୫ ଜଣ କର୍ମଚାରୀଙ୍କୁ ଆଜି ଚାକିରିରୁ ବରଖାସ୍ତ କରିଛନ୍ତି । ୨ ଜଣ ଅବସରପ୍ରାପ୍ତ କର୍ମଚାରୀଙ୍କ ପେନସନ ବି ବନ୍ଦ କରିଛନ୍ତି...
Read more








