Our Correspondent

ଚିଦାମ୍ବରମ ନିରାଶ: ୨୬ ଯାଏଁ ସିବିଆଇ ରିମାଣ୍ଡରେ

ନୂଆଦିଲ୍ଲୀ: ଆଇଏନଏକ୍ସ ମିଡ଼ିଆ ଦୁର୍ନୀତି ମାମଲାରେ ସିବିଆଇ ଦ୍ୱାରା ଗିରଫ ପୂର୍ବତନ ଅର୍ଥମନ୍ତ୍ରୀ ପି.ଚିଦାମ୍ବରମଙ୍କୁ ମିଳିଲାନି ଜାମିନ୍ । ଚିଦାମ୍ବରମଙ୍କ ଜାମିନ୍ ଆବେଦନକୁ ସିବିଆଇ ସ୍ୱତନ୍ତ୍ର କୋର୍ଟ ଗ୍ରହଣ କରିନାହାନ୍ତି । ଅନ୍ୟପକ୍ଷରେ ସିବିଆଇ ପକ୍ଷରୁ କରାଯାଇଥିବା ରିମାଣ୍ଡ ଆବେଦନକୁ କୋର୍ଟ...

Read more

ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଦାୟିତ୍ୱ ନେଲେ କ୍ରିଷନ୍ କୁମାର

ପୁରୀ: ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଭାବେ ଆଜି ଦାୟିତ୍ୱ ଗ୍ରହଣ କରିଛନ୍ତି ଡ. କ୍ରିଷନ୍ କୁମାର । ପୂର୍ତ୍ତ ବିଭାଗର ସଚିବ ଦାୟିତ୍ୱ ସାଙ୍ଗକୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅତିରିକ୍ତ ଦାୟିତ୍ୱରେ ରାଜ୍ୟ ସରକାର ଗତ ୧୫ ତାରିଖରେ ତାଙ୍କୁ ନିଯୁକ୍ତି...

Read more

ଚିଦାମ୍ବରମଙ୍କୁ ଘରୁ ଉଠାଇନେଲା ସିବିଆଇ

ନୂଆଦିଲ୍ଲୀ: ପୂର୍ବତନ ଅର୍ଥମନ୍ତ୍ରୀ ପି. ଚିଦାମ୍ବରମ୍ ଙ୍କୁ ଶେଷରେ ଉଠାଇ ନେଲା ସିବିଆଇ । ଗତକାଲି ରାତିରୁ ଅନ୍ତର୍ଦ୍ଧାନ କୁହାଯାଉଥିବା ଚିଦାମ୍ବରମ୍ ଆଜି ରାତି ପ୍ରାୟ ସାଢ଼େ ୯ଟାରେ ନିଜ ଘରକୁ ଫେରିବା କ୍ଷଣି ସିବିଆଇ ଅଧିକାରୀମାନେ ଘରେ ପଶି ତାଙ୍କୁ...

Read more

ପ୍ରଶାସନିକ ବିଭାଗ ସହ ମିଶିଲା ନିର୍ଦ୍ଦେଶାଳୟ, ତଳିଆ ଖାଲି ପଦବୀ ଉଚ୍ଛେଦ

ଭୁୁବନେଶ୍ୱର: ରାଜ୍ୟ ସରକାରଙ୍କ ବିଭିନ୍ନ ପ୍ରଶାସନିକ ବିଭାଗ ଏବଂ ସଂପୃକ୍ତ ବିଭାଗୀୟ ନିଦେ୍ର୍ଦଶାଳୟ ଏଣିକି ଗୋଟେ ହୋଇ କାର୍ଯ୍ୟ କରିବେ । ପ୍ରଶାସନିକ ବିଭାଗ ସାଙ୍ଗରେ ନିର୍ଦ୍ଦେଶାଳୟକୁ ମିଶାଇ ଦିଆଯାଇଛି । ସରକାରୀ କାର୍ଯ୍ୟ ସୁଗମ ଏବଂ ନିଷ୍ପତ୍ତି ପ୍ରକ୍ରିୟାକୁ ତ୍ୱରାନ୍ୱିତ...

Read more

ବଦଳିଲେ ୩୬ ଆଇପିଏସ୍, ୩ ଓପିଏସ୍: ସୁଧାଂଶୁ ଷଡ଼ଙ୍ଗୀ ଟ୍ୱିନସିଟି ପୁଲିସ କମିଶନର

ଭୁବନେଶ୍ୱର: ବରିଷ୍ଠ ଆଇଏଏସ୍ ଅଫିସରଙ୍କ ବଦଳି ପରେ ଆଜି ଆଇପିଏସ୍ ସ୍ତରରେ ବଡ଼ ଧରଣର ଅଦଳ ବଦଳ କରିଛନ୍ତି ରାଜ୍ୟ ସରକାର । ଏକାଥରକେ ୩୬ ଜଣ ଆଇପିଏସ୍ ଏବଂ ୩ ଜଣ ଓପିଏସ୍ ଅଫିସରଙ୍କ ବଦଳି ହୋଇଛି । କମିଶନରେଟ୍...

Read more

ନୂଆ କ୍ୟାପଟେନ୍ ଙ୍କ ସଂକଳ୍ପ: ରକେଟ୍ ଗତିରେ ଫାଇଲ୍, କାମ ଅଟକିବନି

ଭୁୁବନେଶ୍ୱର: ମୁଖ୍ୟମନ୍ତ୍ରୀଙ୍କ 5T ମନ୍ତ୍ର ହେବ ରାଜ୍ୟ ପ୍ରଶାସନର ପ୍ରାଣବିନ୍ଦୁ । କୌଣସି ଫାଇଲ୍ ସରକାରଙ୍କ ଦପ୍ତରରେ ପଡ଼ିବ ନାହିଁ । ରକେଟ ଗତିରେ ଫାଇଲ ମୁଭମେଣ୍ଟ(ଗତି) କରିବ । ଯାହାଦ୍ୱାରା ସରକାରୀ କାର୍ଯ୍ୟ ଗତିଶୀଳ ହେବ । ଭିତ୍ତିଭୂମି ଓ ସାମାଜିକ କ୍ଷେତ୍ରକୁ...

Read more

ବରିଷ୍ଠ ସାମ୍ବାଦିକ ରଣଜିତ ଗୁରୁ ଚାଲିଗଲେ

ଭୁବନେଶ୍ୱର: ବରିଷ୍ଠ ସାମ୍ବାଦିକ ରଣଜିତ ଗୁରୁ ଆଉ ନାହାନ୍ତି । ଚିକିତ୍ସାଧୀନ ଅବସ୍ଥାରେ ଗତକାଲି ମଧ୍ୟରାତ୍ରରେ ସେ ଆଖି ବୁଜି ଦେଇଛନ୍ତି । ମୃତ୍ୟୁବେଳକୁ ତାଙ୍କୁ ମାତ୍ର ୬୧ ବର୍ଷ ବୟସ ହୋଇଥିଲା । ସଂକ୍ରମଣଜନିତ ଅସୁସ୍ଥତା ଯୋଗୁଁ ଗତ ୧...

Read more
Page 793 of 1023 1 … 792 793 794 … 1,023