Our Correspondent

ମର୍ଯ୍ୟାଦାକୁ ଥୂ : ରୂପା ଚଉକିରେ ନବୀନ

ଭୁବନେଶ୍ୱର(ମିଡ-ଡେ ଓଡ଼ିଶା): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପାଇଁ ପରମ୍ପରା ଭାଙ୍ଗିଲା। କେବଳ ରାଜ୍ୟପାଳ ଓ ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କ ପାଇଁ ଉଦ୍ଦିଷ୍ଟ ରୂପା ଚଉକିଟି ମୁଖ୍ୟମନ୍ତ୍ରୀଙ୍କ ଅଧିକାରକୁ ଚାଲିଆସିଛି। ସ୍ୱାଧୀନତା ଦିବସ ପ୍ୟାରେଡ ଅଭିବାଦନସ୍ଥଳରେ ମୁଖ୍ୟମନ୍ତ୍ରୀ ଏହି ପାରମ୍ପରିକ ଦୁର୍ଲ୍ଲଭ ଚଉକିରେ...

Read more

ମହାନଦୀ ଜଳ: ଚାଲୁଣି କହୁଛି ଛୁଞ୍ଚିକୁ

ଭୁବନେଶ୍ୱର(ମିଡ-ଡେ ଓଡ଼ିଶା): ମହାନଦୀ ଜଳକୁ ଛତିଶଗଡ଼ ସରକାର ଶିଳ୍ପପତିଙ୍କ ହାତରେ ଟେକି ଦେଇଥିବା ଅଭିଯୋଗ କରୁଛି ଶାସକ ବିଜୁ ଜନତା ଦଳ। ତେବେ ନିଜ ସରକାର ମହାନଦୀ ଜଳକୁ ଶିଳ୍ପପତିଙ୍କ ଦ୍ୱାରା ଖାଲି ଲୁଟ୍ ନୁହେଁ ଧର୍ଷଣ କରାଉଛନ୍ତି। ମେସର୍ସ ଇଣ୍ଡ୍...

Read more

ଉତ୍ପାତିଆ ବିଧାୟକ, ବିଜେଡ଼ି ବଦନାମ୍

ଭୁବନେଶ୍ୱର(ମିଡ-ଡେ ଓଡ଼ିଶା): ଏମଏଲଏ ଟିକେଟ ଖଣ୍ଡିଏ ପାଇଁ ବିଜେଡ଼ିର ବହୁ ନେତାଙ୍କ ପାଦ ତଳେ ପଡୁଥିଲେ ପ୍ରଶାନ୍ତ ଓରଫ୍ ଗଣେଶ ଜଗଦ୍ଦେବ। ହେଲେ ପ୍ୟାରୀମୋହନ ମହାପାତ୍ର ତାଙ୍କୁ ଠିକ୍ ଚିହ୍ନିଥିଲେ। ଗୁଣ୍ଡା,ଟାଉଟର୍ ଆଖ୍ୟା ଦେଇ ତାଙ୍କୁ ପାଖରେ ପୂରାଇ ଦେଉ ନ...

Read more

ନା ଅଛି ଲଜ୍ଜା ନା ସରମ୍

ଭୁବନେଶ୍ୱର(ମିଡ-ଡେ ଓଡ଼ିଶା): ସାଢ଼େ ଚାରି କୋଟି ଓଡ଼ିଆଙ୍କୁ ଭକୁଆ ବନେଇ ଦେଇଛନ୍ତି ନବୀନ ପଟ୍ଟନାୟକ ଓ ତାଙ୍କ ବିଜୁ ଜନତା ଦଳ। ମହାନଦୀ ଉପରମୁଣ୍ଡରେ ଛତିଶଗଡ଼ ସରକାରଙ୍କ ବୃହତ ପ୍ରକଳ୍ପ ନିର୍ମାଣର ଟେର୍ ପାଇ ନ ଥିଲେ ବୋଲି କହୁଛନ୍ତି। ଜଳସେଚନ...

Read more

ସରକାର ବେଫିକର, କର୍ମଚାରୀ ଭକୁଆ

ଭୁବନେଶ୍ୱର(ମିଡ-ଡେ ଓଡ଼ିଶା): କେନ୍ଦ୍ର ସରକାରୀ କର୍ମଚାରୀମାନେ ଚଳିତ ମାସରୁ ପାଇବେ ସପ୍ତମ ବେତନ କମିଶନ ଦରମା। ପିଛିଲା ଭାବେ ଜାନୁଆରୀ ପହିଲାରୁ ଲାଗୁ ନୂଆ ଦରମା ଏରିଅର୍ ହୋଇ ଅଗଷ୍ଟ ମାସର ଦରମାରେ କର୍ମଚାରୀଙ୍କୁ ଏକାଥରେ ମିଳିଯିବ। ହେଲେ ରାଜ୍ୟ ସରକାର...

Read more

ଜାଣି ଅଜଣା, ଏଠି ବି ମହାନଦୀରେ ବେଆଇନ ଡ୍ୟାମ୍

ଭୁବନେଶ୍ୱର(ମିଡ-ଡେ ଓଡ଼ିଶା): ପଡୋଶୀ ଛତିଶଗଡ଼ ସରକାର ମହାନଦୀ ଉପରେ ୫/୬ ବର୍ଷ ହେଲାଣି କେଲୋ ଭଳି ବୃହତ୍ତ ଜଳସେଚନ ପ୍ରକଳ୍ପ ଛିଡ଼ା କରାଉଛନ୍ତି, ମାତ୍ର ଆମ ସରକାର ଜାଣିପାରୁନାହାନ୍ତି। ଏବେ ସେପଟୁ ନ ଜଣେଇବାର ଆଳ କରି ଖସିଯିବାକୁ ବସିଛନ୍ତି। ତେବେ ଛତିଶଗଡ଼ ସରକାର କଥା ଛାଡନ୍ତୁ,...

Read more

ଅରୁଣଙ୍କ ସଙ୍ଗେ ପ୍ରଫୁଲ୍ଲ କଳି !

ଭୁବନେଶ୍ୱର(ମିଡ-ଡେ ଓଡ଼ିଶା): ଦୁଇ ମନ୍ତ୍ରୀଙ୍କ କଳହରେ ସେ ଫସିଛନ୍ତି। ଭିଜିଲାନସ୍ କୋର୍ଟରେ ହାଜର ହେବାକୁ ଆସିଥିବା ଡାକ୍ତର ମୋତିଲାଲ ଗୌଡ଼ ଗଣମାଧ୍ୟମକୁ ଏହି ବୟାନ ଦେଇଛନ୍ତି। ତେବେ ଏହି ଦୁଇ ମନ୍ତ୍ରୀ କିଏ, ତାହା ଗଣମାଧ୍ୟମ ଚର୍ଚ୍ଚାର ବିଷୟ ହୋଇଛି। ଜଣେ ମନ୍ତ୍ରୀ ଅରୁଣ...

Read more
Page 995 of 1022 1 … 994 995 996 … 1,022