ଭୁବନେଶ୍ୱର: ବିଜୁ ଛାତ୍ର ଜନତା ଦଳର ପୁନର୍ଗଠନ କରିଛନ୍ତି ଦଳ ସଭାପତି ନବୀନ ପଟ୍ଟନାୟକ । ଏଥିରେ ଜଣେ ମହାସଚିବ ଥିବା ବେଳେ ୫ ଜଣ କାର୍ଯ୍ୟକାରୀ ସଭାପତି, ୮ ବରିଷ୍ଠ ଉପସଭାପତି, ୭ ଜୋନ୍ ସଭାପତି, ୧୦ ଉପସଭାପତି, ୫୧ ସାଧାରଣ ସମ୍ପାଦକ, ୬୧ ସମ୍ପାଦକ, ୨୬ ଯୁଗ୍ମ ସମ୍ପାଦକ ଏବଂ ୩୫ ଜିଲ୍ଲାରେ ୩୭ ସଭାପତିଙ୍କୁ ନିଯୁକ୍ତି ଦିଆଯାଇଛି ।
କାର୍ଯ୍ୟକାରୀ ସଭାପତି: ଅବିନାଶ ଠାକୁର (କଳାହାଣ୍ଡି), ପ୍ରଶାନ୍ତ ପଣ୍ଡା (ନବରଙ୍ଗପୁର), ରାଜେଶ ରାଜ ସ୍ୱାଇଁ (ଭୁବନେଶ୍ୱର), ବିଶ୍ୱ ପ୍ରତାପ ସାହୁ (ବିଜେପୁର), ମିକୁ ପ୍ରଧାନ (ଭୁବନେଶ୍ୱର)
ମହାସଚିବ: ଇପସିତା ସାହୁ( ଭୁବନେଶ୍ୱର)
ବରିଷ୍ଠ ଉପସଭାପତି: ଅଜିତ ବେହେରା (ଭୁବନେଶ୍ୱର),ସ୍ୱାଗତିକା ମହାନ୍ତି (ଭୁବନେଶ୍ୱର), ଅପୂର୍ବା ଅପରୂପା (ଭୁବନେଶ୍ୱର), ପ୍ରଦୋଷ ପରିଡ଼ା (କେନ୍ଦ୍ରାପଡ଼ା), ଚିନ୍ମୟ ଦାସ (ଭଦ୍ରକ), ବିଜୟ ବସନ୍ତିଆ (ଭୁବନେଶ୍ୱର), ଅବିନାଶ ପଟେଲ (ଝାରସୁଗୁଡ଼ା), ତାପସ କୁମାର ସାହୁ (ଭୁବନେଶ୍ୱର)
ଜୋନ୍ ସଭାପତି: ଭୁବନେଶ୍ୱର- ଭଗବାନ ସାହୁ, କଟକ- ସ୍ମୃତି ରଂଜନ ଦାସ, ଗଞ୍ଜାମ- ଜ୍ୟୋତି ରଞ୍ଜନ ସାହୁ, ସମ୍ବଲପୁର- ମିଲନ ହୋତା, ବଲାଙ୍ଗୀର-ଚିରାଗ ସିଂହ ଦେଓ, କୋରାପୁଟ- ଶଶାଙ୍କ ମିଶ୍ର, ବାଲେଶ୍ୱର- ଅବଦୁଲ ହବିବ
ଉପସଭାପତି: କମଳ ଜ୍ୟୋତି ଦାସ, ଭବାନୀ ଶଙ୍କର ଦାସ, ସୁଜିତ ପାଲଟାସିଂହ, ଅଭିଷେକ ମହାପାତ୍ର, ଦେବସ୍ମିତା ଦାସ, ରଶ୍ମିରେଖା ମଲ୍ଲିକ, ସଙ୍କେତ ରାୟ, ନାରାୟଣ ସିଂହ, ଅରୂପ ଶ୍ରୀଚନ୍ଦନ, ତାରିଣୀ ସନ୍ଧିବିଘ୍ର
ଜିଲ୍ଲା ସଭାପତି: ବଲାଙ୍ଗୀର-ସୁମନ କୁମାର ନନ୍ଦ, ସୁନ୍ଦରଗଡ଼- ଶେବାଜ ହୁସେନ୍, ପୁରୀ- ରାଜେଶ ରଥ, ବୌଦ୍ଧ- ସଂଗ୍ରାମ କେଶରୀ ଦାସ, ନୟାଗଡ଼- ନୀଳମାଧବ ପଣ୍ଡା, ଗଞ୍ଜାମ- ପ୍ରଶାନ୍ତ ପଣ୍ଡା, ସୋନପୁର- ଶାଶ୍ୱତ ମିଶ୍ର, ଢ଼େଙ୍କାନାଳ- ସୁରଜ ମହାପାତ୍ର, ଝାରସୁଗୁଡ଼ା- ପଲାସା କର୍ମକାର, ଅନୁଗୁଳ- ରାଜୀବ ଲୋଚନ ଦାସ, ମାଲକାନଗିରି- ତାପସ ନାୟକ, ରାୟଗଡ଼ା- ବିଷ୍ଣୁ ପ୍ରସାଦ ପଣ୍ଡା, କଳାହାଣ୍ଡି- ଅଜିତ କୁମାର ସାହୁ, ମୟୁରଭଞ୍ଜ(୧)- ସୁନୀଲ ନାୟକ(କାଳିଆ), ମୟୁରଭଞ୍ଜ(୨)- ଅନୀଶ ମାନ୍ନା, କେନ୍ଦୁଝର- ଅବିନାଶ ପଟ୍ଟନାୟକ, ଭଦ୍ରକ- ଦୀପ୍ତି ସୂର୍ଯ୍ୟ ବିଶ୍ୱାଳ, ଯାଜପୁର- ସୌମ୍ୟ ପ୍ରକାଶ ବିଶ୍ୱାଳ, ଖୋର୍ଦ୍ଧା- ବିଶ୍ୱଦୀପ ପ୍ରଧାନ, ନୂଆପଡ଼ା- ଅମିତ୍ କୁମାର ସିଂହଦେଓ, ଗଜପତି- ବିଶ୍ୱଜିତ୍ ତ୍ରିପାଠୀ, ଭୁବନେଶ୍ୱର- ସୁବାସ ସାହୁ, ଦେବଗଡ଼- ଭବାନୀ ଶଙ୍କର ସାହୁ, କନ୍ଧମାଳ- ସୁନୀଲ ସେଠୀ, ନବରଙ୍ଗପୁର- ସୁଧାଂଶୁ ଦାସ, ବାଲେଶ୍ୱର- ସିମନ ଦାସ ମହାପାତ୍ର, ଜଗତସିଂହପୁର- ସମିତ ଲେଙ୍କା, ବ୍ରହ୍ମପୁର- ଶୋଭନ କୁମାର ନାୟକ, ସମ୍ବଲପୁର- ଶୁଭ୍ରାଂଶୁ ପାଢ଼ୀ, ବରଗଡ଼- କରଣ ସିକନ୍ଦର, କେନ୍ଦ୍ରାପଡ଼ା- ପ୍ରଦୀପ ସାହୁ, କଟକ ନଗର- ସଞ୍ଜୟ ପଟ୍ଟନାୟକ ଏବଂ ଅସିଫ ଅମିନ, କଟକ- ସିଦ୍ଧାର୍ଥ କୁମାର ନାୟକ (କାର୍ଯ୍ୟକାରୀ ସଭାପତି) ଏବଂ ଆଶିଷ ପଣ୍ଡା, କୋରାପୁଟ- ପ୍ରଦୀପ ପାଣ୍ଡେ (କାର୍ଯ୍ୟକାରୀ ସଭାପତି), ରାଉରକେଲା-ଶୁଭେନ୍ଦୁ କୁମାର ମାଝୀ (କାର୍ଯ୍ୟକାରୀ ସଭାପତି)