Tuesday, June 30, 2026 02:33 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ସ୍ନେହାଙ୍ଗୀନଙ୍କ ଜୁମ୍ବୋ ଟିମ୍

୫ ଉପଦେଷ୍ଟା, ୧୪୧ ରାଜ୍ୟ ପଦାଧିକାରୀ, ୧୨ ଜୋନ୍ କାର୍ଯ୍ୟକର୍ତ୍ତା, ୩୩ ଜିଲ୍ଲା ସଭାପତି, ୬୯ କାର୍ଯ୍ୟକାରିଣୀ ସଦସ୍ୟ

by Our Correspondent
27 Jun, 2021- 01:22 PM
in Latest News, News, Politics
1 min read
0
ସ୍ନେହାଙ୍ଗୀନଙ୍କ ଜୁମ୍ବୋ ଟିମ୍

ଭୁବନେଶ୍ୱର: ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଅନୁମୋଦନ ପରେ ସ୍ନେହାଙ୍ଗୀନ ଛୁରିଆଙ୍କ ନେତୃତ୍ୱରେ ବିଜୁ ମହିଳା ଜନତା ଦଳର ନୂଆ ଟିମ୍ ଆଜି ଘୋଷଣା ହୋଇଛି । ଏଥିରେ ୫ ଜଣ ଉପଦେଷ୍ଟା, ୩ ଜଣ କାର୍ଯ୍ୟକାରୀ ସଭାପତି, ଜଣେ ସେକ୍ରେଟାରୀ ଜେନେରାଲ୍, ଜଣେ ଟ୍ରେଜେରର, ଜଣେ ସୋସିଆଲ୍ ମିଡ଼ିଆ ସଂଯୋଜକ, ୯ ବରିଷ୍ଠ ଉପସଭାନେତ୍ରୀ, ୨୭ ଉପସଭାନେତ୍ରୀ, ୩୫ ସାଧାରଣ ସମ୍ପାଦକ, ୩୬ ସମ୍ପାଦକ, ୨୮ ଯୁଗ୍ମ ସମ୍ପାଦକ, ୭ ଜୋନ୍ ସଭାପତି, ୫ ଜୋନ୍ କାର୍ଯ୍ୟକାରୀ ସଭାପତି ଏବଂ ୩୩ ଜିଲ୍ଲା ସଭାପତି ନିଯୁକ୍ତି ପାଇଛନ୍ତି । କାର୍ଯ୍ୟକାରିଣୀରେ ୬୯ ଜଣ ସଦସ୍ୟ ଅଛନ୍ତି ।

ବିଜେଡ଼ି ସାଧାରଣ ସମ୍ପାଦକ(ଗଣମାଧ୍ୟମ ବ୍ୟାପାର) ମାନସ ମଙ୍ଗରାଜଙ୍କ ଦସ୍ତଖତରେ ଆଜି ଏହି ନିଯୁକ୍ତି ନିର୍ଦ୍ଦେଶନାମା ପ୍ରକାଶ ପାଇଛି ।

ଉପଦେଷ୍ଟା: ଡାକ୍ତର ରାଜଶ୍ରୀ ମଲ୍ଲିକ, ମଞ୍ଜୁଲତା ମଣ୍ଡଳ, ରୀତା ତରାଇ, ଲତିକା ପ୍ରଧାନ, ନନ୍ଦିନୀ ଦେବୀ ।

କାର୍ଯ୍ୟକାରୀ ସଭାପତି: ସୁବାସିନୀ ଜେନା,ସୁଲତା ଦେଓ, ନିବେଦିତା ମହାନ୍ତି ।

ସେକ୍ରୋଟାରୀ ଜେନେରାଲ(ମହାସଚିବ): କସ୍ତୁରୀ ମହାପାତ୍ର

ରାଜ୍ୟ ଟ୍ରେଜେରର: ଜୟଶ୍ରୀ ଦାସ

ସୋସିଆଲ୍ ମିଡ଼ିଆ ସଂଯୋଜକ: ମାନସୀ ସୁନ୍ଦରାୟ

ଜୋନ୍ ସଭାପତି/କାର୍ଯ୍ୟକାରୀ ସଭାପତି

ଭୁବନେଶ୍ୱର: ରଞ୍ଜୁଲତା ରାୟ/ପୁଷ୍ପାଞ୍ଜଳୀ ରଣା
କଟକ: ସୁଭଦ୍ରା ଦାସ/ ପ୍ରଭାସିନୀ ଷଡ଼ଙ୍ଗୀ
ବାଲେଶ୍ୱର: ବୀଣାପାଣି ସାହୁ/ମୀନା ମାଝୀ
ସମ୍ବଲପୁର: ସବିତା ଆଚାର୍ଯ୍ୟ, ସଂଧ୍ୟାରାଣୀ ଲେଙ୍କା
ବଲାଙ୍ଗୀର: କଲ୍ୟାଣୀ ନାୟକ/ପୁଷ୍ପାଞ୍ଜଳୀ ପାଣ୍ଡେ
ଗଞ୍ଜାମ: ମମତା ବିଶୋୟୀ(ସଭାପତି)
କୋରାପୁଟ: ରୀତା ପାଣିଗ୍ରାହୀ(ସଭାପତି)

ବରିଷ୍ଠ ଉପସଭାନେତ୍ରୀ: ସଂଧ୍ୟାରାଣୀ ବିଶ୍ୱାଳ, ସଂଯୁକ୍ତା ମହାନ୍ତି, ପଦ୍ମିନୀ ଶେଖର ଦେଓ, ଜ୍ୟୋତି ପାଣିଗ୍ରାହୀ, ନିବେଦିତା ନାୟକ, କନକ ପ୍ରଭା ଲେଙ୍କା, ପ୍ରଭାସିନୀ ନନ୍ଦ, ସଂଯୁକ୍ତା ମାହାଲ, ଉମିଲତା ଦାସ ।
ଉପସଭାନେତ୍ରୀ: ମହାମାୟା ସ୍ୱାଇଁ, ସୁନୀତା ବିଶ୍ୱାଳ, କ୍ୟୁ.ସୁଲତାନା, ଉଷାରାଣୀ ମହାନ୍ତି, ବାସନ୍ତୀ ମହାପାତ୍ର, ମାଳତୀ ଗୁରୁ, ଗୋପା ମହାନନ୍ଦ, ପ୍ରୀତିନନ୍ଦା ରାଉତରାୟ, ଉଷା ପ୍ରଧାନ, ସୁଜାତା ପଣ୍ଡା, କବିତା ପୁରୋହିତ, ସିପ୍ରା ମହାନ୍ତି, ରୁନୁ ଜେନା, ମାଳତୀ ସାହୁ, ରେଜୱାନା ବେଗମ୍, କେ.ମାଧବୀ, ସାଇଶ୍ରୀ ପଟ୍ଟନାୟକ, ଶ୍ରଦ୍ଧାଞ୍ଜଳୀ ରାୟ, ସାଧନା ସାମନ୍ତରାୟ, ବବିତା ସ୍ୱାଇଁ, ନୀନା ରାଣୀ ସାମଲ, ସୁଜାତା ପାଲା, ମାନିନୀ ଭୋଇ, ସୀମା ନାୟକ, ମିନତୀ ଦେବତା, ସମ୍ପତି ମୋଡା, ଜ୍ୟୋତିରେଖା ନାୟକ

ସାଧାରଣ ସମ୍ପାଦକ: ଆରତୀ ଚୌଧୁରୀ, ସବିତା ବେହେରା, ଲାରା ମହାପାତ୍ର, ସମ୍ପା ମଜୁମଦାର, ରୀନା ଗଡ଼ନାୟକ, ସକୁନ୍ତଳା ସାହୁ, ଅରୁଣିମା ନନ୍ଦ, ଜ୍ୟୋତ୍ସ୍ନା ରାଣୀ ଜେନା, ମଞ୍ଜୁ ପଣ୍ଡା, ତେହେରା ଖାତୁନ୍, ଲିଙ୍କନ୍ ସୁବୁଦ୍ଧି, ପୁଷ୍ପା ଦାସ, ସ୍ୱର୍ଣ୍ଣ ପ୍ରଭା ରାୟ, ମୀତା ରାଉତ, ସୁନନ୍ଦା କୁମାରୀ ପତି, ପୁଜାରାଣୀ ବଳ, ନମିତା ନାୟକ, ସୋନାଲି ଡାକୁଆ, ରୋଜାଲିନ୍ ପଟେଲ, ଜ୍ୟୋତ୍ସ୍ନା ପାଢ଼ୀ, ମାଳତୀ ମାଝୀ, ଇତିଶ୍ରୀ ଜେନା, କଳ୍ପନା ଭୋଳ, ତନ୍ମୟୀ ରାୟ, ସୁନୀତା ସିଂହ, ଉଷା ସାମଲ, ମମତା ଦଣ୍ଡପାଟ, ବନ୍ଦନା କର, ଲକ୍ଷ୍ମୀ ନାୟକ, ସ୍ୱପ୍ନା ସରିତା ବଳ, ମିନତୀ ନାୟକ, ସୀମା ଦାସ, ସୁମିତ୍ରା ମହାପାତ୍ର, ପୁଷ୍ପା ସ୍ୱାଇଁ ।

Previous Post

ପୁଲିସ ଚାକିରିରେ ଯୋଗଦେଲେ ୩୯ କ୍ରୀଡ଼ାବିତ୍

Next Post

ପୂର୍ବତନ କୁଳପତିଙ୍କୁ ମାରିଦେଲା ମାତାଲ ଯୁବକ

Next Post
ପୂର୍ବତନ କୁଳପତିଙ୍କୁ ମାରିଦେଲା ମାତାଲ ଯୁବକ

ପୂର୍ବତନ କୁଳପତିଙ୍କୁ ମାରିଦେଲା ମାତାଲ ଯୁବକ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA